Latest Odisha News

BREAKING NEWS

ଆଜିଠୁ ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ ,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାରେ ମୁଖ୍ୟ ଆକର୍ଷଣ ସାଜିବ ଜନଜାତି କଳା ସାମଗ୍ରୀର ପ୍ରଦର୍ଶନ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆ ୟୁନିଟ ୩ରେ ଏହା ଆରମ୍ଭ ହେବ । ଆଜିଠାରୁ ଆସନ୍ତା ମେ ୨ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।୧୦ ଦିନ ଧରି ଚାଲିବାକୁ ଥିବା…

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜିଠୁ ୩ଦିନ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ , ଗୁରୁମନ୍ତ୍ର…

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ବିଜେଡି ଦଳ ସୁଦୃଢ କରିବା ଆରମ୍ଭ କରିଛି । ନେତା ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳ ସୁପ୍ରିମୋ ।ଆଜିଠାରୁ ତିନି ଦିନ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେଠାରୁ ଦଳର ସ୍ଥିତିକୁ ସୁଦୃଢ ନକଲେ ଆଗାମୀ ୨୦୨୪…

ପାଣିପାଗ ବିଭାଗର ସତର୍କ ସୂଚନା: ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

 ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏହାରି ମଧ୍ୟରେ ଏକ ଆଶ୍ୱସ୍ଥିକର ଖବର ମିଳିଛି । ରାଜ୍ୟରେ ପ୍ରବଳ ତାତି ମଧ୍ୟରେ କେତେକ ସ୍ଥାନରେ ବର୍ଷା ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି । ରାଜ୍ୟର…

ବଢୁଛି ତାତି, ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିଆଁ

ଭୁବନେଶ୍ବର: ୨୦ ଦିନରୁ ଅଧିକ ସମୟ ପରେ ଆଜି ପଶ୍ଚିମ ଓଡ଼ିଶା ଓଡ଼ିଶାବାସୀ ପ୍ରଚଣ୍ଡ ଅଗ୍ନିବର୍ଷାରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ। କିନ୍ତୁ ଆଜି ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଇଥିଲେ ରାଜଧାନୀବାସୀ । ଗତକାଲି ଅପେକ୍ଷା ହଠାତ୍‌ ଆଜି ରାଜଧାନୀର ପାରଦ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଯାଇଥିଲା।…

ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଟେଣ୍ଟ ମାଲିକଙ୍କୁ ହତ୍ୟା

ଗୋପ: ଗୋପ ଥାନା ବାଲିକନ୍ଦଳ ଗାଁରେ ହତ୍ୟା ।  ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା। ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି- କୋଣାର୍କ ରାସ୍ତାର ବେଗୁନିଆ…

କବିତା : ନିଖୋଜ ସକାଳ ପାଇଁ

ମାନସ ରଂଜନ ମହାପାତ୍ର  କାଲିଠୁ ବେମାର ଥିଲ କେଉଁ ଡାକ୍ତରଖାନାରେ ଏବେ ଖବର ଆସିଲା ,ଚାଲିଗଲ ଅନନ୍ତ ଯାତ୍ରାରେ ମତେ ଜାଣିଥିବା ଲୋକମାନେ ଏବେ ଉଭାନ ହେଇଯାଉଛନ୍ତି ଅଚାନକ ପୃଥିବୀରୁ କେଉଁ ଅଜଣା ଟାଉନବସରେ ଗୋଟେ ଦିନ ଆସିବ,ମତେ ଚିହ୍ନିପାରିବେ ନାହିଁ କେହି ପରିଚିତ…

ଆସନ୍ତା ସପ୍ତାହରେ ମେଟ୍ରିକ ଓ +୨ ପରୀକ୍ଷା, ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ଭୁବନେଶ୍ୱର: ଚଳିତ ମାସ ଶେଷକୁ ଆରମ୍ଭ ହେବାକୁ ଥିବା ମେଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବୈଠକରେ ପରୀକ୍ଷା ସୁପରିଚାଳନା, ପ୍ରଶ୍ନପତ୍ର ସୁରକ୍ଷା, ନୋଡାଲ ସେଣ୍ଟର ସୁରକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଛି…

ରାଜସ୍ଥାନରେ ୩୦୦ ବର୍ଷର ମନ୍ଦିର ଭାଙ୍ଗି ଦୋଷ ଲଦାଲଦି ହେଉଛନ୍ତି ବିଜେପି-କଂଗ୍ରେସ

ଜୟପୁର: ଦେଶ ସାରା ମନ୍ଦିର ସୁରକ୍ଷା ପାଇଁ ଲଢ଼େଇ କରୁଥିବା ବିଜେପି ରାଜସ୍ଥାନ ଅଲୱର ଜିଲ୍ଲାରେ ୩୦୦ ବର୍ଷର ଶିବ ମନ୍ଦିର ଭାଙ୍ଗିଦେଇଛି । କେବଳ ମନ୍ଦିର ନୁହେଁ, ୮୬ଟି ଘର ଆଉ ଦୋକାନ ଭାଙ୍ଗିଛି । ବେଆଇନ ଜବରଦଖଲ ଉଚ୍ଛେଦ ନିୟମରେ ରାଜଗଡ଼ ପୌର ପରିଷଦ ଗତ ରବିବାର ମନ୍ଦିର ସହ ଘର ଭାଙ୍ଗିଦେଇଛି ।…

ଆରଜେଡି ଇଫତାର ପାର୍ଟିରେ ଯୋଗ ଦେଲେ ନୀତିଶ, ରାଜନୈତିକ ଅଙ୍କକଷା ଆରମ୍ଭ

ପାଟନା: ଅଧିକାଂଶ ଦଳ ପରି ଆରଜେଡି ଇଫତାର ପାର୍ଟିର ଆୟୋଜନ କରିଥିଲା । ତେବେ ଏହି ପାର୍ଟି ନେଇ ଏବେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରମୁଖ ନେତା ନୀତିଶ କୁମାର ଏଥିରେ ଯୋଗ ଦେଇଛନ୍ତି । ୫ ବର୍ଷ ପରେ ରାବ୍ରି ଦେବୀଙ୍କ ଘରକୁ ନୀତିଶ ଯାଇଛନ୍ତି ।…

ଚାପୁଡା କାଣ୍ଡ ପରେ ଅଲଗା ହେବେ କି ୱିଲ ସ୍ମିଥ ଓ ଜେଡା !

ନୂଆଦିଲ୍ଲୀ: ହଲିଉଡରୁ ଏକ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ୱିଲ ସ୍ମିଥ ଏବଂ ଜେଡା ପିଂକେଟ ପରସ୍ପରକୁ ଛାଡପତ୍ର ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଦି ନ୍ୟୁଜ ଇଂଟରନ୍ୟାଶନାଲର ଖବର ପ୍ରକାଶ ପାଇଛି । ଓସ୍କାର ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଚାପୁଡା କାଣ୍ଡ ଯୋଗୁ ଏହି ତିକ୍ତତା…