Latest Odisha News

BREAKING NEWS

ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ

ଭୁବନେଶ୍ୱର: ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଅଭ୍ୟର୍ଥନା…

ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଦିଲ୍ଲୀ: ଓଡ଼ିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦେଶକ, ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ…

ଅଫେରା ରାଇଜରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ପରଲୋକରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ କର । ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ପରେ ସବୁ ମହଲରେ ଶୋକର ଛାୟା…

କବିତା : ଦିଅ ପ୍ରଭୁ ମତେ

ଡମ୍ବରୁଧର ବେହେରା  ଯେତେ ଦୁଃଖ ଅଛି ଦୁନିଆ ବୁକୂରେ ଦେଇ ଦିଅ ପ୍ରଭୁ ମୋତେ ଜଗତର ଲୋକ ରୁହନ୍ତୁ ସୁଖରେ ଦେଇ କି ପାରିବ ସତେ ! ସଂସାର ଭିତରେ ଦୁଃଖ ଦୁର୍ଦ୍ଦଶାକୁ ପାରୁନାହିଁ ଦେଖି ସହି ନିରାକାର ତୁମ୍ଭେ ଅନାଦି ଅନନ୍ତ ନେଇ ଯାଅ ମୋତେ ବୋହି । ଭବ ସାଗରରେ ଆଜନ୍ମର ନାବ…

ସୋମବାରରୁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର: ସୋମବାର ଠାରୁ ଖୋଲିବ ଲୋକାସେବା ଭବନ। ଏହା ସହିତ ଖାରବେଳ ଭବନ ଓ ରାଜୀବ ଭବନ ଯିବାକୁ ସାମ୍ବାଦିକ, ସର୍ବସାଧାରଣଙ୍କୁପ୍ରବେଶ ଅନୁମତି ମିଳିବ । ଗତ ୧୨ ତାରିଖରେ ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହିପରି କରୋନା ପରଠାରୁ ପ୍ରାୟ ୨ ବର୍ଷ ପରେଜିଲ୍ଲାସ୍ତରୀୟ ଓ…

ପରଲୋକରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକାଧାରରେ ସେ ଜଣେ ଗାୟକ, ଗୀତିକାର ଓ ସ୍ତମ୍ଭକାର ଥିଲେ। ଏକଦା ଏକ ଖବର କାଗଜରେ ପ୍ରକାଶିତ ତାଙ୍କର "ସାଉଁଟା କାହାଣୀ" ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲା ।…

ବିଶେଷ ଦିନରେ ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ

ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ । ବର୍ଷର କିଛି ବିଶେଷ ଦିନରେ ଏଏସଆଇ ଦ୍ୱାରା ସଂରକ୍ଷିତ ପର୍ଯ୍ୟଟନସ୍ଥଳୀ ମାଗଣାରେ ପ୍ରବେଶ ସୁବିଧା ମିଳିବ । ଏହି ଦିନ କୌଣସି ଟିକେଟ ବ୍ୟବସ୍ଥା ରହିବନି । ସର୍ବସାଧାରଣ ପ୍ରବେଶ ବିନା ପ୍ରତିବନ୍ଧକରେ ହେବ । ଏନେଇ ଏଏସଆଇ(ଭାରତୀୟ ପ୍ରତ୍ନତାତ୍ତ୍ୱିକ…

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ୨୦୦କିମି ଦୌଡ଼ିଲେ ୧୦ ବର୍ଷୀୟା କାଜଲ

ଭୁବନେଶ୍ୱର: ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଛା ହେଲା । ୨୦୦ କିମି ଦୌଡ଼ି ଦେଖା କରିବାକୁ ଗଲେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅ କାଜଲ । ପ୍ରୟାଗରାଜର ମଣ୍ଡା ବାସିନ୍ଦା କାଜଲ ଗତ ବର୍ଷ ଇନ୍ଦିରା ମାରାଥନ ଦୌଡ଼ିଥିଲେ । ସେତେବେଳେ ସେ ମିଡ଼ିଆକୁ କହିଥିଲେ ଯେ, ତାଙ୍କର…

ନଦୀରେ ବୁଡ଼ି ଦୁଇ ଅଙ୍ଗନୱାଡ଼ି ଶିଶୁଙ୍କ ମୃତ୍ୟୁ

ଜି. ଉଦୟଗିରି: ଟିକାବାଲିର ଛାତିଝରା ଗ୍ରାମରେ ନଦୀରେ ବୁଡ଼ି ଅଙ୍ଗନୱାଡ଼ି ପାଠ ପଢୁଥିବା ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି, ଜ୍ୟୋତିଷ ଦେହୁରୀଙ୍କ ଝିଅ ଯାଜ୍ଞସିନୀ ଏବଂ ଯୁଧିଷ୍ଠିର ଦେହୁରୀଙ୍କ ଝିଅ ସତ୍ୟଜିତ୍ । ରବିବାର ସକାଳେ ଉଭୟ ତାଙ୍କ ବଡ଼ ମା’ ଙ୍କ ସହ ନଦୀକୁ ଗାଧୋଇବାକୁ…

ଦୃଷ୍ଟିହୀନଙ୍କ ପାଇଁ ଦେଶର ପ୍ରଥମ ଡିଜିଟାଲ ରେଡିଓ ‘ଅକ୍ଷ’

ଭୁବନେଶ୍ୱର: ଦୃଷ୍ଟିହୀନଙ୍କ ନିକଟରେ ସବୁ ବେଳେ ବ୍ରେଲି ଏବଂ ଅଡିଓବୁକ୍ ମିଳୁନି । ଯାହା ସେମାନଙ୍କ ପାଠ ପଢ଼ାରେ ବାଧକ ବନୁଛି । ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ ପାଠ ପଢ଼ିବାର ଦୁଇଟି ହିଁ ମାଧ୍ୟମ ଥିଲା । କୋଭିଡ ସମୟରେ ବ୍ରେଲି ଓ ଅଡିଓ ବୁକ୍ ର ଉପଲବ୍ଧତା କମିଯିବାରୁ ଦୃଷ୍ଟିହୀନଙ୍କ ପାଇଁ…