Latest Odisha News

BREAKING NEWS

ଆନ୍ଧ୍ରର କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ୬ ମୃତ

ବେଙ୍ଗାଲୁରୁ: ଆନ୍ଧ୍ରପ୍ରଦେଶ ଏଲୁରୁରେ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ପରେ ବଏଲର ଫାଟିବା କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବୁଧବାର ବିଳମ୍ବିତ ରାତିରେ ଏଲୁରୁ ଜିଲ୍ଲାରେ…

ବାଲୁକା କଳାରେ ଓଡ଼ିଆ ନବବର୍ଷର ଅଭିନନ୍ଦ ନଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ

ପୁରୀ: ବାଲୁକା କଳା ମାଧ୍ୟମରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଗୁରୁବାର ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଥିବାରୁ ବାଲୁକା କଳାରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମାନସ । ତାଙ୍କ ବାଲୁକା କଳାରେ ରହିଛି ପ୍ରଭୁ ଶ୍ରୀ ହନୁମାନଙ୍କ…

ମେରୁ ଉତ୍ସବ ପାଳନ ବେଳେ ଉତ୍ତେଜନା: ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ

ନୟାଗଡ଼: ମେରୁ ଉତ୍ସବ ପାଳନ ବେଳେ ଟାଉନ ଥାନା ଅଧୀନ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଏଥିରେ ନୟାଗଡ଼ ଥାନା ଆଇଆଇସି ବି ଆହତ ହୋଇଛନ୍ତି। ଟେକାପଥର ମାଡ଼ରେ ଉଭୟ ଗାଁର ୧୦ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ରହିଛି। ମେରୁ…

[ଦେଖନ୍ତୁ ଭିଡିଓ] ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ପବିତ୍ର ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି।…

ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ

 ଭୁବନେଶ୍ୱର: ଓଡିଆରେ କଥା ଅଛି ‘ବାର ମାସରେ ତେର ପର୍ବ’ ଅର୍ଥାତ କାଳ ତୁଳନାରେ ଅନେକ ପର୍ବପର୍ବାଣି ଓଡିଶାରେ ଅନୁଷ୍ଠିତ ହୁଏ । ଉତ୍କଳର ପର୍ବପର୍ବାଣି ଗୁଡିକ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନ ଉପରେ ପ୍ରତିଷ୍ଠିତ । ଉତ୍କଳୀୟମାନେ ପର୍ବପର୍ବାଣିକୁ ବହୁତ ଆନନ୍ଦ ସହକାରେ ପାଳନ କରନ୍ତି ।…

କିନ୍ନର ବୋଲି ନବଜାତକୁ ଘରକୁ ନେଲେନି ପରିବାର ଲୋକ

ଯାଜପୁର: ଜନ୍ମ ହୋଇଥିବା ଶିଶୁକୁ ଗ୍ରହଣ କଲେନି ପରିବାର ଲୋକେ । ନବଜାତଟି କିନ୍ନର ଭାବେ ଜନ୍ମ ହୋଇଛି। ଡାକ୍ତର ପିଲାର ଲିଙ୍ଗ ବିଷୟରେ କହିବା ପରେ ଘରକୁ ନେବାକୁ ଅମଙ୍ଗ ହୋଇଥିଲେ ପରିବାର ଲୋକେ । ମଙ୍ଗଳବାର ଯାଜପୁର ଟାଉନର ଏକ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଥିଲା। ନବଜାତଟି କିନ୍ନର ବୋଲି…

ନିଶା ଉପରେ ରୋକ: କେନ୍ଦ୍ରର ଚାରି ଥାକିଆ କମିଟି, ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର: ନିଶା କାରବାରକୁ ରୋକିବା ଲାଗି ରାଜ୍ୟସ୍ତରୀୟ ନିଶା ନିୟନ୍ତ୍ରଣ ଟାସ୍କଫୋର୍ସ ଗଠନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଓଡିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଓଡିଶା ସରକାର ଏଭଳି ଟାସ୍କଫୋର୍ସ ଗଠନ ପାଇଁ ପଦକ୍ଷେପ ନେଇଥିବାବେଳେ ପଞ୍ଜାବ ମଡେଲଢାଞ୍ଚା…

‘ମୋ ସ୍କୁଲ’ ର ଉନ୍ନତି ପାଇଁ ୧୨୮ କୋଟି

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ସ୍କୁଲକ ଉନ୍ନତି ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଭିତ୍ତିଭୂମି ବିକାଶ ସହପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ସ୍ୱେଚ୍ଛାସେବୀମାନେ ଗୁରୁତ୍ୱ ଦେବେ। ଏଥିପାଇଁ ସ୍କୁଲ୍‌ ଓ ବ୍ଲକ୍‌ ସ୍ତରରେ ଦକ୍ଷତା ବିକାଶ ପାଇଁ…

ଅନୁବାଦ କବିତା : ସ୍ୱପ୍ନ

ମୂଳ ରଚନା : ଫ୍ରେଡେରିକା ଗାର୍ସିଆ ଲୋରକା ମୁଁ ଏକ ବୋଦା ଉପରେ ସବାର ହୋଇଥିଲି । ମୋ ଜେଜେ ମତେ କହିଲେ "ସେଇଟା ହିଁ ତୋ ଭବିଷ୍ୟତର ପଥ।" ଭିକାରୀ ପରି ବେଶରେ ଥିବା ମୋର ଛାୟା କହିଲା "ହଁ ଠିକ କଥା ।" ମୋର ପୋଷାକ ମାନେ କହିଲେ , "ଏ ରାସ୍ତା ପରା ସୁନାରେ ଛାଇ ହୋଇଛି…

ବାର୍ଷିକ ରାଶିଫଳ – ୨୦୨୨

ଶ୍ରୀପତି ଆଚାର୍ଯ୍ୟ ମେଷ - ବର୍ଷର ପ୍ରଥମ ମାସରୁ ଆପଣଙ୍କର ଭାଗ୍ୟର ଦ୍ବାର ଖୋଲିଯୋବ । ଧନ ଓ ମାନସମ୍ମାନ ସବୁକିଛି ମିଳିବ । ବ୍ୟବସାୟରେ ଏପ୍ରିଲରୁ ଜୁନ ଏବଂ ଶେଷ ଚାରିମାସ ଆଶାଠାରୁ ଅଧିକ ଶୁଭ । ଚାକିରିଆଙ୍କର ବର୍ଷର ଶେଷ ପାଞ୍ଚ ମାସ ଅଧିକ ଶୁଭ, ନୂତନ ସୁଯୋଗ ପଦୋନ୍ନତି ଆଦି…