Latest Odisha News

BREAKING NEWS

ପଣ୍ଡିତ ହରି ପ୍ରସାଦ ଚୌରାସିଆ ପାଇଲେ ‘ଗୁରୁ ଦେବପ୍ରସାଦ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ 'ତ୍ରିଧାରା' ପକ୍ଷରୁ ଦୁଇଦିନ ଧରି ଆୟୋଜିତ ହୋଇଥିବା ୧୫ ତମ 'ଗୁରୁ ଦେବପ୍ରସାଦ ପୁରସ୍କାର' ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ  ପ୍ରଖ୍ୟାତ ବଂଶୀବାଦକ ତଥା ସଙ୍ଗୀତ ସଂଯୋଜକ ହରି ପ୍ରସାଦ ଚୌରାସିଆଙ୍କୁ…

ଭାରତ ବନ୍ଦ ବେଳେ ପାରାଦୀପ ବନ୍ଦାରାଞ୍ଚଳରେ ଫସିଥିବା ଡ୍ରାଇଭରଙ୍କୁ ଖ୍ୟାଦ୍ୟ ବାଣ୍ଟିଲା ଜେ ଏସ ଡବ୍ଳୁ

ପାରାଦୀପ : ଭାରତ ବନ୍ଦ ବେଳେ ଖାଦ୍ୟ ଯୋଗାଇଲା ଜେ ଏସ୍ ଡବ୍ଲୁ ।   ଭାରତ ବନ୍ଦ ବେଳେ ଭୋକ ଉପାସରେ  ପାରାଦୀପ ବନ୍ଦରାଞ୍ଚଳରେ ଫସି ରହିଥିବା ଡ୍ରାଇଭର ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଲା ଜେ ଏସ ଡବ୍ଳୁ । ପାରାଦୀପରେ ବିଭିନ୍ନ ଦାବି ନେଇ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକାର…

ଓସ୍କାରର ଚାପୁଡା କାଣ୍ଡ ପରେ କ୍ଷମା ମାଗିଲେ ୱିଲ ସ୍ମିଥ

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ବିତରଣ ଉତ୍ସବରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ସମସ୍ତଙ୍କୁ ଚକିତ କରି ଦେଇଥିଲା । ସ୍ମିଥ ଏ ଭଳି ପ୍ରତିକ୍ରିୟା ବ୍ୟକ୍ତ କରିବା ବ୍ୟକ୍ତି ନୁହନ୍ତି । ଏହି ଘଟଣା ପରେ ସ୍ମିଥ ସୋସିଆଲ ସାଇଟରେ ଆୟୋଜକ, ପ୍ରଶଂସକଙ୍କ ସମେତ ଅନ୍ୟମାନଙ୍କ ନିକଟରେ…

କିଟ୍ ବିଶ୍ୱବିଦ୍ୟାଳୟରେ ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମ

ଭୁବନେଶ୍ୱର : କିଟ୍ ନଲେଜ ଟ୍ରି ବକ୍ତୃତାମାଳା । କିଟ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧା ,ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ ନିୟୁୟର୍କସ୍ଥିତି ବେଦାନ୍ତ ସୋସାଇଟିର ମୁଖ୍ୟ ତଥା ଆଧ୍ୟ।ତ୍ମିକ ଗୁରୁ…

ଆସାମ-ମେଘାଳୟ ୫୦ ବର୍ଷର ସୀମା ବିବାଦର ଅନ୍ତ

ନୂଆଦିଲ୍ଲୀ: ଆସାମ-ମେଘାଳୟ ମଧ୍ୟରେ ଥିବା ୫୦ ବର୍ଷର ସୀମା ବିବାଦର ଅନ୍ତ ଘଟିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବୁଝାମଣା ପତ୍ରରେ ସ୍ୱାକ୍ଷରିତ ହୋଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଓ କୋନରାଡ କେ ସାଙ୍ଗମାଙ୍କ ୮୮୪…

ଚୈତ୍ର ମାସରେ ମାଆ ମଙ୍ଗଳାଙ୍କ ପୂଜା ନୀତି

 ପୁରୀ:  ଚୈତ୍ରମାସରେ ମାଆ ମଙ୍ଗଳାଙ୍କ ପୂଜା । ଶ୍ରଦ୍ଧା ଓ ଭକ୍ତିର ସହିତ ମାଆ ମଙ୍ଗଳାଙ୍କର ବ୍ରତ କରିଥାନ୍ତି ସମସ୍ତ ମହିଳା ମାନେ। ପରିବାରର ମଙ୍ଗଳକାମନା କରିବା ସହିତ ଏହି ଦିନରେ ମାଆର ଅରାଧନା କରିଲେ ସମସ୍ତ ପୁଣ୍ୟ ଲାଭ ହୋଇଥାଏ। ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର। ଚାଲିଛି ମାଆ…

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ତାଳଚେର : ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ତାଳଚେର ଆରଏସଡବ୍ଲୁ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।କଣ୍ଟାକ୍ଟରଙ୍କ ଠାରୁ ବିଲ କରିବା ନାରେ ଟଙ୍କା ମାଗିଥିଲେ । ତାଳଚେରରେ ତାଙ୍କ ସରକାରୀ…

୧୫ ତମ ‘ଦେବ ପ୍ରସାଦ ସମ୍ମାନ’ ପ୍ରଦାନ ଉତ୍ସବ ଉଦଘାଟିତ

ଭୁବନେଶ୍ୱର : ନୃତ୍ୟ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ୧୫ତମ ଦେବ ପ୍ରସାଦ ସମ୍ମାନ ପ୍ରଦାନ ସମାରୋହ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୃତ୍ୟଶିଳ୍ପୀ ମନୋଜ ବେହେରାଙ୍କୁ 'ଗୁରୁ ଦେବ ପ୍ରସାଦ ସମ୍ମାନ' ଓ ଅଲୋକ ବିଶୋୟୀଙ୍କୁ 'ଗୁରୁ ଦେବ ପ୍ରସାଦ ଯୁବ କଳାକାର…

ରୋଗୀଙ୍କୁ ନେଇ ଯିବା ବାଟରେ ଓଲଟିଲା ୧୦୮ ଆମ୍ବୁଲାନ୍ସ ,୪ ଆହତ

ନବରଙ୍ଗପୁର : ରୋଗୀଙ୍କୁ ନେଇ ଯାଉଥିବା ବେଳେ ଓଲଟିପଡିଲା ୧୦୮ ଆମ୍ବୁାଲାନ୍ସ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି କୋଷାଗୁମୁଡା ରାସ୍ତାର ତଣ୍ଡାଗୁଡା ଗାଁରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଖଟୁବାଇ ଗାଁରୁ ପାପଡାହାଣ୍ଡି ଡାକ୍ତରଖାନାକୁ…

ବଦଳିପାରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ

ଭୁବନେଶ୍ୱର: ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ ବଦଳିପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରସ୍ତାବ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି…