ଇମ୍ରାନଙ୍କ ବିଦାୟ ନିଶ୍ଚିତ, ସରକାର ଏବେ ସଂଖ୍ୟା ଲଘୁ
ଇସଲାମବାଦ: ପାକିସ୍ତାନରେ ଇମ୍ରାନ ଖାଁଙ୍କ ସରକାର ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବୁଧବାର ମୁତାହିଦା କୌମି ମୁଭମେଂଟ ପାର୍ଟି ଇମ୍ରାନଙ୍କ ସରକାରଙ୍କୁ ସମର୍ଥନ କରୁଥିବା ମେଂଟରୁ ଓହରି ଯାଇଛି । ଫଳରେ ଏବେ ଇମ୍ରାନଙ୍କ ସରକାର ସଂଖ୍ୟା ଲଘୁ ହୋଇଯାଇଛି । ପାକିସ୍ତାନ ନ୍ୟାଶନାଲ…