Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଇମ୍ରାନ !

ଲାହୋର:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପଦ ଛାଡିବା ନେଇ ଆଲୋଚନା ଜୋର ଧରିଛି । ରବିବାର ଇସଲାମବାଦରେ ତହରିକ ଇ ଇନ୍ସାଫ ପାର୍ଟିର ଏକ ବଡ ଧରଣର ରାଲୀ ହେବାକୁ ଅଛି । ଏଥିରେ ଇମ୍ରାନ ଶକ୍ତି ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି । ତେବେ କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ…

ପୁତିନଙ୍କୁ ହତ୍ୟା କରିବେ ତାଙ୍କ ପରିବାର ସଦସ୍ୟ !

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ରାଷ୍ଟ୍ରପତି ସବୁଠାରେ ବିରୋଧର ସମ୍ମୁଖୀନ ହେଉଛନ୍ତି । ଏପରିକି ଦେଶ ରୁଷରେ ଜନତା ମଧ୍ୟ ଏହି ଯୁଦ୍ଧ ସପକ୍ଷରେ ନାହାନ୍ତି । ଇତି ମଧ୍ୟରେ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ଅଷ୍ଟ୍ରେଲୀୟ ବିଶେଷଜ୍ଞ ଲିଓନେଦ ପେତ୍ରୋଭା । ସେ କହିଛନ୍ତି ରୁଷଙ୍କୁ ତାଙ୍କ…

ଭୁବନେଶ୍ୱର ମହାନଗର ନିଗମର ମେୟର ହେଲେ ବିଜେଡି ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର  : ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହେଲେ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ବାସିନ୍ଦା ବିଜୟୀ କରିଛନ୍ତି ।ସୁଲୋଚନା ୬୧ ହଜାର ୧୪୩ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀନୀ ସୁନୀତି ମୁଣ୍ଡଙ୍କୁ…

ପୌର ନିର୍ବାଚନ ଫଳାଫଳ : ଭୁବନେଶ୍ୱରରୁ କିଏ କେଉଁ ୱାର୍ଡରେ ବିଜୟୀ ହେଲେ ଦେଖନ୍ତୁ…

ଭୁବନେଶ୍ୱର : ରାଜ୍ୟରେ ଆଜି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଭୁବନେଶ୍ୱରରେ କିଏ କେଉଁ ୱାର୍ଡରେ ବିଜୟୀ ହେଲେ ଦେଖନ୍ତୁ ଏହି ରିପୋର୍ଟରେ । ଏହି ରିପୋର୍ଟରୁ ଜଣାପଡିଛି କି ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ୱାର୍ଡ ଦଖଲ କରିଛି…

ବିବେକଙ୍କ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ସେ ଭୋପାଳୀର ମାନେ ସମଲିଙ୍ଗୀ ବୋଲି ବିବାଦୀୟ ବୟାନ ଦେଇଥିଲେ । ୨୭ ବର୍ଷୀୟ ରୋହିତ ପାଣ୍ଡେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଏ ନେଇ ମାମଲା ରୁଜୁ କରିଥିଲେ । ଏକ ସାକ୍ଷାତକାରରେ…

ପୌର ଫଇସଲା: ଭୁବନେଶ୍ୱର ମେୟର ଭୋଟ୍ ଗଣତିର ଟ୍ରେଣ୍ଡ୍

ଭୁବନେଶ୍ୱର: ଚାଲିଛି ଭୋଟ୍ ଗଣତି, ଆସିଲା ଭୁବନେଶ୍ୱରର ଟ୍ରେଣ୍ଡ୍ । ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ  ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ବହୁଆଗରେ ରହିଛନ୍ତି । ଟ୍ରେଣ୍ଡ୍ ମୁତାବକ ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ୧ଲକ୍ଷ ୩୯ ହଜାର ୪୮୮ ଭୋଟରେ ଆଗୁଆ ରହିଥିବାବେଳେ…

ବିଶ୍ୱକପ ପରେ ଅବସର ନେବେ ମେସି !

ନୂଆଦିଲ୍ଲୀ: ଫୁଟବଲର ମହାନ ଖେଳାଳି ଲିଓନେଲ ମେସି ଅବସର ନେବା ନେଇ ଆଗୁଆ ସୂଚନା ଦେଇଛନ୍ତି । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କତାରରେ ହେବାକୁ ଥିବା ବିଶ୍ୱକପ ପରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିବେ । ଘରୋଇ ପରିବେଶରେ ସେ ଶୁକ୍ରବାର ତାଙ୍କ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି…

ବୀରଭୂମି ହିଂସା : ୨୧ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କଲା ସିବିଆଇ

ବୀରଭୂମି: ବୀରଭୂମି ହିଂସା ସାରା ଦେଶରେ ଏବେ ଆଲୋଡନ ସୃଷ୍ଟି କରିଛି । ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ୨୧ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହି ଏଫଆଇଆରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ୭୦ ରୁ୮୦ ଲୋକ ପୀଡିତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର…

ପୌର ନିର୍ବାଚନ ଫଳାଫଳ: ପିପିଲି ଏନଏସିରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଶେଖ ବାବୁ ବିଜୟୀ

ପିପିଲି : ପୌର ନିର୍ବାଚନ ଫଳାଫଳରେ ବିଜେଡିର ବାଜିମାତ୍ । ପିପିଲି ଏନଏସିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ହରାଇ ବିଜେଡି ପ୍ରାର୍ଥୀ ଶେଖ ବାବୁ ବିଜୟୀ ହୋଇଛନ୍ତି । । ବର୍ଷ ବର୍ଷ ଧରି ପିପିଲି ଏନଏସିରେ ରାଜ କରୁଥିବା କଂଗ୍ରେସ ତଳକୁ ଖସିଛି ।…

ବକ୍ସ ଅଫିସ କଲେକ୍ସନରେ ରେକର୍ଡ କଲା ଆରଆରଆର

ମୁମ୍ବାଇ: ବକ୍ସ ଅଫିସ କଲେକ୍ସନରେ ରେକର୍ଡ କରିଛି ଏସଏସ ରାଜମୌଲୀଙ୍କ ଆରଆରଆର । ପ୍ରଥମ ଦିନ ଏହି ଫିଲ୍ମ ୨୫୭ କୋଟି ଟଙ୍କା ଆୟ କରି ବାହୁବଳୀ ରେକର୍ଡ ଭଙ୍ଗ କରିଛି । ବାହୁବଳୀ ୨ ଫିଲ୍ମ ୨୧୭କୋଟି ଟଙ୍କା ଆୟ କରିଥିଲା । ଭାରତୀୟ ଫିଲ୍ମ ଇତିହାସରେ ଏହା ସର୍ବାଧିକ ଓପନିଂ ଡେ କଲେକ୍ସନ ।…