Latest Odisha News

BREAKING NEWS

୨୪ ବର୍ଷ ପରେ ପାକିସ୍ତାନ ମାଟିରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

ଲାହୋର: ୨୪ ବର୍ଷ ପରେ ପାକିସ୍ତାନ ମାଟିରେ ପାକିସ୍ତାନକୁ ହରାଇ ନୂତନ କୀର୍ତିମାନ ସ୍ଥାପନ କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଏଠାରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ୧୧୫ ରନରେ ବିଜୟ ହାସଲ କରିବା ସହ ସିରିଜ ଜିତି ନେଇଥିଲା । ୧୯୯୮-୯୯ରେ ପାକିସ୍ତାନରେ…

ଟାଟା ଷ୍ଟିଲ ମାଇନିଂ ସଷ୍ଟେନେବିଲିଟି ପାଇଁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର

ସୁକିନ୍ଦା: ସଷ୍ଟେନେବିଲିଟି ପାଇଁ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍)କୁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସ୧ାନିତ କରାଯାଇଛି । ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ଏକ ବଡ଼ ସଫଳତା ଓ ପର୍ଯ୍ୟାବରଣ, ସାମାଜିକ ଓ କର୍ପୋରେଟ୍ ଶାସନ ନୀତିକୁ ପ୍ରୋତ୍ସାହିତ କରିବା ସହିତ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଫ୍ ଏୟାର୍ ହେବ ଦ କପିଲ ଶର୍ମା ସୋ’

ମୁମ୍ବାଇ: ନିକଟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇଥିଲେ କମେଡି କିଙ୍ଗ୍ କପିଲ ଶର୍ମା । ଚାଲିଥିଲା ନନ୍ଦିତା ଦାସଙ୍କ ଫିଲ୍ମର ସୁଟିଂ । କପିଲଙ୍କ ନୂଆ ଫିଲ୍ମ ଆସୁଥିବା ନେଇ ଅନେକ ଲୋକ ଖୁସୀ ଥିବାବେଳେ ଏବେ କପିଲଙ୍କ ସୋ’କୁ ନେଇ ସାମ୍ନାକୁ ଆସିଛି ଦୁଃଖଦ ଖବର । ମାସକ ପାଇଁ…

ନୂଆଦିଲ୍ଲୀସ୍ଥିତ ‘ଓଡ଼ିଆ ସମାଜ’ ପକ୍ଷରୁ ୨୬ ଓ ୨୭ରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ‘ଓଡ଼ିଆ ସମାଜ’ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ଭର୍ଚୁଆଲ୍‌ ମାଧ୍ୟମରେ ଆୟୋଜିତ ହେବ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨’। ଏହି ଦୁଇଦିନିଆ ସାଂସ୍କୃତିକ ମହାକୁମ୍ଭ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରିବ। ୨୬ ମାର୍ଚ୍ଚ…

ଅଳିଆ ଆବର୍ଜନାରୁ ମିଳିଥିବା କଙ୍କାଳର ହେବ କେମିକାଲ ଟେଷ୍ଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ଉଦ୍ଧାର ହୋଇଥିବା ଖପୁରୀ ଓ ହାଡ଼ର କେମିକାଲ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଏସବୁ କଙ୍କାଳର କେମିକାଲ ଟେଷ୍ଟ ଏମ୍ସରେ ହେବ । କଙ୍କାଳ ସବୁ କେତେ ପୁରୁଣା । କଙ୍କାଳ ଓ ଖପୁରୀ ପୁରୁଷର…

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା: ଚାନ୍ଦବାଲିରେ କ୍ରାଇମ୍ ବ୍ରାଞ୍ଚ ଟିମର ତଦନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ  କ୍ରାଇମ୍ ବ୍ରାଞ୍ଚ ଟିମ୍ ପକ୍ଷରୁ ତଦନ୍ତ ଜାରି ରହିଛି । ପୁଲିସ ଶର୍ମିଷ୍ଠାର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠାର ପତ୍ତା ପୁଲିସ ନପାଇବାରୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଏହି ଘଟଣାରେ ତଦନ୍ତ କରିଛନ୍ତି । ଗତ ଫେବ୍ରୁଆରି ମାସ ୬…

ମାମୁଁଘର ଗାଁରେ ଭଣଜାର ସନ୍ଦେହଜନକ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ଫାଣ୍ଡି ଅଞ୍ଚଳର ନୁନରେସ୍ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମାମୁଁଘର ଗାଁକୁ ଯାଇ ଭଣଜାର ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅୁସାରେ, ଥୁଆମୂଳ ଭଟାଗୁଡା ଗ୍ରାମର…

ରିଲିଜର କିଛି ସମୟ ମଧ୍ୟରେ ଲିକ ହୋଇଗଲା ଆରଆରଆର !

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଆରଆରଆର ଫିଲ୍ମ ଆଜି ରିଲିଜ ହୋଇଛି । ସମୀକ୍ଷକ ଏବଂ ଦର୍ଶକମାନେ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି । ତେବେ ଦୁଃଖର କଥା ଫିଲ୍ମ ରିଲିଜ ହେବାର କିଛି ସମୟ ମଧ୍ୟରେ ଆରଆରଆର ଅନଲାଇନରେ ଲିକ ହୋଇ ଯାଇଥିଲା । ଏହା ଏକ ବଡ ବଜେଟ ଫିଲ୍ମ ହୋଇଥିବାରୁ କଲେକ୍ସନ ଉପରେ ନିଶ୍ଚୟ…

ଆଇଆଇଟିରେ ପଢିବାକୁ ଯୋଗ୍ୟ ବିବେଚିତ ହେଲେ ବିଚରାଧୀନ କଏଦୀ

ଭୁବନେଶ୍ୱର: କଥାରେ ଅଛି ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ଜଣେ ବିଚରାଧୀନ କଏଦୀ । ପଢି ଅବିଶ୍ୱାସ ଲାଗୁଥିଲେ ବି ବିହାରର ନୱାଡା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ଯୁବ କଏଦୀ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) ପ୍ରବେଶିକାରେ…

କୁମାର ବିଶ୍ୱାସ କାହାକୁ ଉଲ୍ଲେଖ କରି କହିଲେ ପିଶାଚ ହିଁ ଏମିତି ହସି ପାରିବ !

ନୂଆଦିଲ୍ଲୀ: ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଯିଏ ଯାହା କହିଲା ତାହା ପ୍ରମୁଖ ଷ୍ଟୋରୀ ପାଲଟି ଯାଉଛି । ଦିନକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ଟ୍ୟାକ୍ସ ଫ୍ରି କରିବା ନେଇ ବିଧାନସଭା ଯେଉଁ ଭଳି ଭାବେ ବିଜେପିକୁ ଟାର୍ଗେଟ କରିଥିଲେ ତାହା ଭାଇରାଲ ହେବାରେ ଲାଗିଛି । ଫିଲ୍ମକୁ…