୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନ ବିମାନ ଦୁର୍ଘଟଣାଗ୍ରସ୍ତ
ଗୁଆଙ୍ଗସି: ଚୀନରେ ଆଜି ଏକ ବଡ ଧରଣର ବିମାନ ଦୁଘଟଣା ଘଟିଛି । ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ହଠାତ କ୍ରାଶ ହୋଇ ଯାଇଥିଲା । ଆଖି ପିଛୁଳାକେ ୨ ମିନିଟ ମଧ୍ୟରେ ୩୦,୦୦୦ ଫୁଟ ତଳକୁ ଏହା ଖସି ପଡିଥିଲା । କେତେଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇ…