Latest Odisha News

BREAKING NEWS

ପଞ୍ଜାବ ପଲିଟିକ୍ସ: କ୍ୟାପଟେନ ଅମରିନ୍ଦରଙ୍କୁ ପଛରେ ପକାଇ ଆଗେଇ ଚାଲିଛି ‘ଆପ୍’

ପଞ୍ଜାବ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ପଞ୍ଜାବ ପଲିଟିକ୍ସ ପଡ଼ିଆରେ ଭାବେ ବେଶ୍ ଦବଦବା ରହିଛି । କିନ୍ତୁ କଂଗ୍ରେସ ହାତ ଛାଡ଼ିବା ପରେ ଏବେ ଅମରିନ୍ଦରଙ୍କ ଉପରୁ ଭୋଟରଙ୍କ ଭରସା ମଧ୍ୟ ଭାଙ୍ଗିଯାଉଥିବା ସଙ୍କେତ ମିଳୁଛି । କାରଣ ନିଜ ପାରମ୍ପରିକ ଆସନରେ ପଞ୍ଚମ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଚରଣଜିତ ସିଂହ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ବଦଳିବ କ୍ଷମତା । କଂଗ୍ରେସ ହାତରୁ ଖସିବ ଶାସନ ଡୋରି । ଚଳିତ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ପଞ୍ଜାବରେ ଏଥର ଆପ୍ ସରକାର । ବର୍ତ୍ତମାନ ସୁଦ୍ଧା ଗଣତିରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆପ୍ ପ୍ରାର୍ଥୀ ୮୯…

କାଉଣ୍ଟିଙ୍ଗ ଆରମ୍ଭରୁ ବିଶୃଙ୍ଖଳା: ଇଭିଏମ ମେସିନକୁ ନେଇ ବିବାଦ

ଭୁବନେଶ୍ୱର: ୫ଟି ରାଜ୍ୟରେ ବିଧାନସଭା ଆସନ ନେଇ ଭୋଟ ଗଣତି ଜାରି ରହିଛି । ହେଲେ ଆରମ୍ଭରୁ ହିଁ ବାରାଣସିରେ ଦେଖାଦେଇଛି ବିବାଦ । ଭୋଟ ପାଇଁ ବ୍ୟବହୃତ ଇଭିଏମ ମେସିନରେ ଅନିୟମିତତାକୁ ନେଇ ବାରାଣସୀରେ ବିବାଦୀୟ ପରିସ୍ଥିତିି ଦେଖାଦେଇଛି । ବାରାଣସି ସମେତ ଅନ୍ୟ କିଛି ଅଞ୍ଚଳରେ ଇଭିଏମସ ବ୍ୟାଲାଟ…

ଅନୁବାଦ କବିତା : ବିମାନ ପରିଚାରିକା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ କକପିଟରେ ବିଶ୍ରାମହୀନ ସୂର୍ଯ୍ୟାଲୋକର ଝୁଲନ୍ତ ଖରା ପ୍ରପେଲାରରେ ଆତ୍ମହରା ବିଂଶ ଶତାଦ୍ଦୀ ଯେମିତି ରକ୍ ଆଣ୍ଡ ରୋଲରେ ପ୍ରିସଲିର ସ୍ୱର ତାପରେ ଉଡ଼ିଯାଅ , ପକ୍ଷୀ ପରି ପ୍ରବାସକୁ ଏ ଜାଗାରେ କିଏ ରହେ ? ମୁହଁ ଓ ଛାତିରେ ତୁଷାରର…

ଛତ୍ରବଜାର ବ୍ରିଜ୍ ଭୁଷୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା, ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ ଛତ୍ରବଜାର ପରିବା ମାର୍କେଟ୍ ନିକଟରେ ବ୍ରିଜ୍ ଭୁଷୁଡ଼ିବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଜ୍ ଭୁଷୁଡ଼ିବା  ଯୋଗୁ ପ୍ରାଣ ହରାଇଥିବା ୨ଜଣ ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି…

ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଇବ ନାହିଁ ଜର୍ମାନୀ

ବର୍ଲିନ: ରୁଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନକୁ ଆଜି ପୁଣି ଆଉ ଏକ ଝଟକା ଲାଗିଛି । ବର୍ତମାନ ପରିସ୍ଥିତିରେ ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଯାଇ ପାରିବ ନାହିଁ ଜର୍ମାନୀ କହିଛି । ପୂର୍ବରୁ ପୋଲାଣ୍ଡର ପ୍ରସ୍ତାବକୁ ଆମେରିକା ମନା କରିବାରୁ ଆମେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛୁ ବୋଲି ଜର୍ମାନୀ…

ସ୍ୱୟମ୍ବର ପାଇଁ ମିକା ନେଇଛନ୍ତି ୫୦ କୋଟି !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂଙ୍କ ସ୍ୱୟମ୍ବର ଏବେ ପ୍ରଶଂସକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ମିକା ଏହି କାର୍ଯ୍ୟକ୍ରମ ପାଇଁ ୫୦ କୋଟି ଟଙ୍କା ନେଇଛନ୍ତି । ଅବଶ୍ୟ ଏ ନେଇ ଶୋର ନିର୍ମାତା କିମ୍ବା ମିକାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ ।…

ଅବସର ଘୋଷଣା କଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଥିବା ଶ୍ରୀସନ୍ଥଙ୍କ କ୍ୟାରିୟରର ଏଥିସହ ସମାପ୍ତି ଘଟିଛି । ଏହା ମୋ ଜୀବନର ସବୁଠାରୁ କଷ୍ଟଦାୟ…

ଭୁଷୁଡିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ: ଜଣେ ମୃତ, ୨ଜଣ ଗୁରୁତର

କଟକ : କଟକରେ ଅଘଟଣ । ଛତ୍ର ବଜାର ନିକଟରେ ଭୁଷୁଡିଲା ଛତ୍ର ବଜାର ପୋଲ। ପୋଲ ଭୁଷୁଡି ଜଣେ ମୃତ, ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପୋଲ ନିର୍ମାଣ କାମ ଚାଲିଥିବା ସମୟରେ ମାଟି ଅତଡା ଖସି ପୋଲ ଭୁଷୁଡିଥିବା ସୂଚନା । ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡିବା ଫଳରେ କିଛି…

ଦେବେନ୍ଦ୍ର ଫଡନାଭିିସଙ୍କୁ ଅଟକ ରଖିଲା ମହାରାଷ୍ଟ୍ର ପୋଲିସ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । ଏନସିପି ନେତା ନୱାବ ମଲିକଙ୍କ ଇସ୍ତଫା ଦାବୀରେ ଆଜାଦ ମୈଦାନରୁ ବିଜେପି ପକ୍ଷରୁ ଫଡନାଭିସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । ପୋଲିସ ସେମାନଙ୍କୁ ମେଟ୍ରୋ…