ତୀବ୍ରତର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ: ଆର୍ଥିକ ସ୍ତରରେ ଋଷ ପ୍ରଭାବିତ ହେଉଥିବା ୟୁକ୍ରେନର ଦାବି
ଦିଲ୍ଲୀ : ତୀବ୍ରରୁ ତୀବ୍ରତର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ। ଲାଗୁନି ବିରାମ । ଋଷ ତରଫରୁ ଆଜକୁ ୧୪ ଦିନ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦେଇଛି ଋଷ ସେନା । ଏହାସହ ୟୁକ୍ରେନର ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଇ ସାରିଛନ୍ତି…