ବାହାଘରରେ ପିନ୍ଧିଥିବା ଶାଢ଼ୀ ବି ଫେରାଇବେ ସାମନ୍ଥା !
ମୁମ୍ବାଇ: ଦକ୍ଷିଣ ଭାରତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଗତ ବର୍ଷ ଅକ୍ଟୋବରରେ ଘଟିଥିଲା । ସାମନ୍ଥା ବିବାହ ଏବଂ ନାଗା ଚୈତନ୍ୟଙ୍କ ପରିବାର ସହ ଜଡିତ ସମସ୍ତ ସାମଗ୍ରୀ ଫେରାଇବାରେ ଲାଗିଛନ୍ତି । ଏପରିକି ପ୍ରକାଶିତ ରିପୋର୍ଟ ଅନୁସାରେ ବିବାହ ଦିନ ସେ…