Latest Odisha News

BREAKING NEWS

ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ନିସ୍ତୁକ ମାଡ

ସମ୍ବଲପୁର: ପୁଣି ଭିସୁଟରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ଆସିଛି ।  ଭିଡିଓ ଥିବାରୁ ମୋବାଇଲ ଭାଂଗିଲେ ସିନିୟର ଛାତ୍ର ।ଏହାସହିତ ହଷ୍ଟେଲ ବାହାରକୁ ଡାକି ମାଡ ମାରିଥିବାର ଅଭିଯୋଗ ହୋଇଛି । ଭିସିଙ୍କ ନିକଟରେ ଅଭିଯୋଗ କରିବେ ଛାତ୍ରଛାତ୍ରୀ ।…

ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟେଲିଫୋନ୍ ଯୋଗେ ଦୁଇ ନେତା ଆଲୋଚନା କରିବେ ବୋଲି ସୂଚନା ମିଳିଛି । ରୁଷ୍ ସହ ୟୁକ୍ରେନର ଯୁଦ୍ଧ ଭିତରେ ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କଥା ହେବେ…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ହୀରାନୀଳା କଲେଜ ପ୍ରିନ୍ସିପାଲ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଚାଲିଛି । ବିଶ୍ୱନାଥପୁର କଲେଜର ଅଫିସ୍‌ ସମେତ ଭୁବନେଶ୍ୱର…

ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ମୃତ୍ୟୁ । ରମଲ୍ଲା ସ୍ଥିତ ଦୂତାବାସ ନିକଟର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଜଣା ପଡିନି । ୨୦୦୮ ବ୍ୟାଚ୍ ଆଇଏଫଏସ୍ ଅଫିସର ମୁକୁଲ ଆର୍ୟ୍ୟ । ପୂର୍ବରୁ କାବୁଲ ଓ…

ମଞ୍ଜୁ ରଥ କଂଗ୍ରେସର ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ

ବ୍ରହ୍ମପୁର: ପୌର ନିର୍ବାଚନ ତାତି ଜୋର ଧରିଛି । ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥ ହେଲେ ବ୍ରହ୍ମପୁର ମହାନଗର ନିଗମ ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ । ତାଙ୍କ ନାଁରେ ମୋହର ମାରିଛି କଂଗ୍ରେସ ନେତୃତ୍ୱ । ବ୍ରହ୍ମପୁର ମହାନଗର ନିଗମ ମେୟର…

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି: ୨ ମୃତ, ୫ ଗୁରୁତର

ସୋନପୁର: ଗଛରେ ପିଟି ହେଲା ବରଯାତ୍ରା ଗାଡ଼ି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୫ ଜଣ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବଡ଼କର୍ଲେ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନରେ ବରଯାତ୍ରୀ ବାହାଘର ଭୋଜିରେ ଯୋଗ ଦେଇ ଫେରିବା ବେଳେ…

କବିତା : କାହାଣୀ ପରି

ରାଜଲଷ୍ମୀ ସାମଲ  ଚାରିମହଲା ଛାତ ଉପରୁ ସେମାନଙ୍କୁ ଦେଖୁଥିଲି ଜଣେ ଥରୁଥିଲା ଶୀତରେ ଜଣେ ବର୍ଷୁଥିଲା ବର୍ଷାରେ ଆଉ ଜଣେ ଘୁମାଉ ଥିଲା ଅନ୍ଧାରରେ ମୋତେ ଦେଖି ସେମାନେ ହସିଲେ ସେଥିରେ ଥିଲା କିଛି ଘୃଣା, ଢେର ମିଛ, ଆଉ ମେଞ୍ଚେ କଟାକ୍ଷର ଫେଣ୍ଟାଫେଣ୍ଟି କାହାଣୀ । କାହାଣୀ ଗୁଡିଏ…

ଋଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ହାଭରଶୋଭକା ବିମାନବନ୍ଦର ନଷ୍ଟ

ଭୁବନେଶ୍ୱର: ଋଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ଆଜି ଋଷର କ୍ଷେପଣାସ୍ତ୍ର ମାଡ଼ରେ କେନ୍ଦ୍ରୀୟ ୟୁକ୍ରେନର ଭିନ୍ୟତସିଆରେ ଥିବା ହାଭରଶୋଭକା ବିମାନ ବନ୍ଦର ନଷ୍ଟ ହୋଇଛି । ଏନେଇ ୟୁକ୍ରେନର ରାଷ୍ଟପତି ଭୋଲଦିମିର ଜେନେଲକ୍ସି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ୟୁକ୍ରେନ…

ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ସ୍ୱର୍ଣ୍ଣ ପଦକ ପୋଛିନେଲେ ପ୍ରମୋଦ

ଭୁବନେଶ୍ୱର: ସ୍ପେନିଶ ପାରା ବ୍ୟାଡମିଂଟନରେ କମାଲ କରିଛନ୍ତି ଭାରତର ପ୍ରମୋଦ ଭଗତ । ସେ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଡବଲ୍ସ ଫାଇନାଲରେ ପ୍ରମୋଦ ଓ ମନୋଜ ସର୍କାର ଯୋଡି ନିଜ ଦେଶର ସୁକାନ୍ତ କଦମ ଓ ନୀତେଶ କୁମାରଙ୍କୁ ୨୧-୧୯, ୧୧-୨୧ ଓ ୨୧-୧୧ରେ…

ରୁଷକୁ ବେଖାତିର କରି ଯୁଦ୍ଧ କ୍ଷେତ୍ରରେ ବିବାହ କଲେ ୟୁକ୍ରେନ ସେନାର ଦୁଇ ପ୍ରେମୀ !

କୀଭ: ଯୁଦ୍ଧର ଭୟ ପ୍ରେମକୁ ଅଟକାଇ ପାରି ନାହିଁ । ରୁଷିଆର ଘନ ଘନ ମିସାଇଲ ଆକ୍ରମଣକୁ ବେଖାତିର କରି ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ୟୁକ୍ରେନ ସେନାର ଦୁଇ ପ୍ରେମୀ । ୟୁକ୍ରେନ ୧୧୨ ବ୍ରିଗେଡର ଲେସ୍ୟା ଏବଂ ଭାଲେରୀ ପରସ୍ପରକୁ ଭଲ ପାଉଥିଲେ । ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧରୁଥିବାରୁ…