ପେଶାୱାର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ: ୩୦ ମୃତ, ୫୦ରୁ ଅଧିକ ଆହତ
ପେଶାୱାର: ପାକିସ୍ତାନର ପେଶାୱର ଅଂଚଳରେ ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ୩୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ରବାନୀ ବଜାର ନିକଟରେ ଥିବା ମସଜିଦରେ ନମାଜ ପଢ଼ୁଥିବା…