ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଓଡିଶା ଅଗ୍ରଣୀ
ଭୁବନେଶ୍ୱର: ଅହମ୍ମଦାବାଦରେ ଖେଳାଯାଉଥିବା ରଣଜୀ ଟ୍ରଫି କ୍ରିକେଟରେ ଗୋଆ ବିପକ୍ଷରେ ଓଡିଶା ୮ ରନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଗୋଆ ୧୮୧ ରନ କରି ଅଲଆଉଟ ହୋି ଯାଇଥିଲା । ଜବାବରେ ରାଜେଶ ଧୂପରଙ୍କ ଆକର୍ଷଣୀୟ ଅପରାଜିତ ୭୧ ରନ ସହାୟତାରେ ଓଡିଶା ୧୮୯ ରନ…