Latest Odisha News

BREAKING NEWS

ରିଙ୍କୁଙ୍କୁ ବ୍ୟାଟ ଉପହାର ଦେଲେ କୋହଲି

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସର ବିସ୍ଫୋଟକ ଯୁବ ଖେଳାଳି ରିଙ୍କୁ ସିଂଙ୍କୁ ବ୍ୟାଟ ଉପହାର ଦେଇଛନ୍ତି । କୋହଲି ତାଙ୍କୁ ନିଜର ୱିଲୋ ବ୍ୟାଟ ଦେବା ମାତ୍ରେ ରିଙ୍କୁ ଖୁସୀରେ ଗଦଗଦ ହୋଇ ଯାଇଥିଲେ । ଶୁକ୍ରବାର…

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ପୁଣି ମନ୍ଦିର ଭିତରେ ପଶିଲେ ବିଦେଶୀ

ପୁରୀ: ପୁରୀରେ ନିଶାସକ୍ତ ବିଦେଶୀ ପର୍ଯ୍ଯଟକଙ୍କ ଦୌରାତ୍ମ୍ୟ। କଡା ସୁରକ୍ଷା ବଳୟ ଭେଦକରି ଶ୍ରୀମନ୍ଦିର ଭିତରକୁ ଯାଇ ସୁରକ୍ଷାକର୍ମୀଙ୍କ ସହ ହେଲେ ହାତାହାତି । ଗୋଟିଏ ମାସ ଭିତରେ ଦୁଇଦୁଇ ଜଣ ବିଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାରୁ ସୁରକ୍ଷାକର୍ମୀଙ୍କ ଅବହେଳା ଏବେ ପଦାରେ ପଡିଛି।…

‘ଝିଅ ମାନେ ରୋଷେଇ ଘରେ ରହିବା ଦରକାର’: କଂଗ୍ରେସ ବିଧାୟକଙ୍କ ବୟାନର ଜବାବ ଦେଲେ ସାଇନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିବାଦ ଭିତରେ ଛନ୍ଦି ହୋଇପଡିଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ବିଧାୟକ ଶାମନୁର ଶିବଶଙ୍କରପ୍ପା । ଶିବଶଙ୍କରପ୍ପା ମହିଳାଙ୍କୁ ନେଇ ଦେଇଥବା ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି। ସେପଟେ ଶିବଶଙ୍କରପ୍ପାଙ୍କ ବୟନର ଉତ୍ତର ଦେଇଛନ୍ତି ବ୍ୟାଡମିଣ୍ଟନ…

ଅଷ୍ଟମ ଶତାବ୍ଦୀର ପ୍ରାଚୀନ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରର ହେବ ନବକଳେବର

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଅଷ୍ଟମ ଶତାବ୍ଦୀର ପ୍ରାଚୀନ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରର ହେବ ନବକଳେବର । ଏଥିପାଇଁ ଆସନ୍ତା ଏପ୍ରିଲ ୧ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଛି। ଜାମ୍ମୁ କାଶ୍ମୀର ସରକାରଙ୍କ ଦ୍ଵାରା ଦିଆଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।…

‘ଦଳର ସୁପ୍ରିମୋଙ୍କ ବିକାଶ ମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି’

ଭୁବନେଶ୍ବର: ଶଙ୍ଖ ଧରିଲେ କେ. ସୂର୍ଯ୍ୟ ରାଓ । ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ କେ ସୂର୍ଯ୍ୟ ରାଓ । ଏହି ସମୟରେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ତାଙ୍କୁ…

୪ ଜଣଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଭାରତ ରତ୍ନ ସମାରୋହ । ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଚୌଧୁରୀ ଚରଣ ସିଂ, ସବୁଜ ବିପ୍ଳବର ଜନକ…

ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର: ପଦ୍ମ ଧରିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରିୟଦର୍ଶୀ ମିଶ୍ର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି…

ଭାରତୀୟ କ୍ରୁଙ୍କୁ ନେଇ ଆପତିଜନକ କାର୍ଟୁନ ଶେୟାର କଲା ଫକ୍ସଫୋର୍ଡ କମିକ୍ସ

ନୂଆଦିଲ୍ଲୀ:ଆମେରିକାର ୱାଲ୍ଟିମୋର ଜାହାଜ ଫ୍ରାନ୍ସିସ ସ୍କର୍ଟ ବ୍ରିଜରେ ମାଡ ହେବା ପରେ ଏହା ଭାଙ୍ଗି ଯାଇଥିଲା । ଏହି ଜାହାଜରେ ଅଧିକାଂଶ କ୍ରୁ ସଦସ୍ୟ ଭାରତୀୟ ଥିଲେ । ପରେ ଭାରତୀୟଙ୍କ କ୍ରୁଙ୍କ ଉଦ୍ୟମ ଯୋଗୁ ଅନେକଙ୍କ ଜୀବନ ବଂଚି ପାରିଥିଲା ବୋଲି ଆମେରିକା ପକ୍ଷରୁ ପ୍ରଶଂସା କରି କୁହା…

ବିଜେଡି ଛାଡିଲେ ସାଂସଦ ଅନୁଭବ ମହାନ୍ତି, ଦଳର ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ବର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ଆଜି ଅବସାନ ଘଟିଛି । ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଙ୍କ ପରେ ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ । ସେ ଆଜି ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି ।…

କଂଗ୍ରେସକୁ ଶକ୍ତ ଧକ୍କା, ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ବର: କଂଗ୍ରେସକୁ ଶକ୍ତ ଝଟକା । ଦଳରୁ ଇସ୍ତଫା ଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ ଆଜି ପିସିସି ସଭାପତିଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ…