Latest Odisha News

ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ନୂଆଦିଲ୍ଲୀ: ଆୟକର ବିଭାଗ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ନୋଟିସ ଦାବି କରିଛି । ୨୦୧୭-୧୮ ଏବଂ ୨୦୨୦-୨୧ ବର୍ଷ ପାଇଁ ଏହି ନୋଟିସ୍ ପ୍ରଦାନ କରାଯାଇଛି। ଏଥିରେ ଜୋରିମାନା ସହ ସୁଧ ଅନ୍ତର୍ଭୁକ୍ତ । ଗୁରୁବାର ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ ବର୍ଷ ପର୍ଯ୍ୟନ୍ତ ଟିକସ…

ଏଆଇ ଠୁ ନେଇ ସ୍ଵାସ୍ଥ୍ୟ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଆଲୋଚନା ହୋଇଛି । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ଏଆଇ ଠୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ଜଳବାୟୁ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,…

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ, ବଲାଙ୍ଗିର ଜିଲ୍ଲା ସଭାପକି ଓ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା…

ଭାରସାମ୍ୟ ହରାଇ ଖାଇକୁ ଖସିଲା ଭ୍ୟାନ୍; ୧୦ ମୃତ

ଶ୍ରୀନଗର: ଅଶୁଭ ଶୁକ୍ରବାର । ଭୟଙ୍କର ସଡ଼କ ଦୁର୍ଘଟଣା । ଚାଲିଗଲା ୧୦ ଜଣଙ୍କ ଜୀବନ । ରାମବନ୍ ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଟ୍ୟାକ୍ସି ଖାଇରେ ଖସିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯାତ୍ରୀମାନେ ଏକ ଟ୍ୟାକ୍ସିରେ ଜାମ୍ମୁରୁ ଶ୍ରୀନଗର…

ଏପ୍ରିଲ୍ ୪ ରୁ ଜେଇଇ ମେନ୍ ପର୍ଯ୍ୟାୟ-୨ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ୨୦୨୪ ପର୍ଯ୍ୟାୟ-୨ ପରୀକ୍ଷା ଏପ୍ରିଲ ୪ ରୁ ଆରମ୍ଭ ହେବ । ଏଥିପାଇଁ ଦଶର ୩୧୯ ଟି ସହର ଏବଂ ଦେଶ ବାହାରର ୨୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଓ୍ବେବସାଇଟରେ…

ଡକାୟତି ଯୋଜନା ପଣ୍ଡ, ପୋଲିସ କବଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଜଟଣୀ: ଡକାୟତି ଯୋଜନା ପଣ୍ଡ କଲା କମିଶନରେଟ୍ ପୋଲିସ । ବଡ ଧରଣର ଲୁଟ୍ ପାଇଁ ଯୋଜନା କରୁଥିବାବେଳେ କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୫ଟି ଅଫୁଟା ବୋମା, ସ୍କର୍ପିଓ କାର, ୩ଟି ବାଇକ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।…

ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର: ବିଜେପି ଛାଡିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ପ୍ରକାଶ ଚନ୍ଦ୍ର ବେହେରା କଟକ ଜିଲ୍ଲା ବିଜେପି ସଭାପତି…

ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଉ ଜିଲ୍ଲାରୁ ୫ ଥର ବିଧାୟକ ହୋଇଥିବା ମୁଖତାର ଅନସାରୀଙ୍କର ଗୁରୁବାର ସନ୍ଧ୍ୟାରେ ହୃଦଘାତରେ ପରଲୋକ ଘଟିଛି। ବାନ୍ଦା ଜିଲ୍ଲା ଜେଲରେ ବନ୍ଦୀ ଥିବା ଏହି ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆଜି ସନ୍ଧ୍ୟାରେ…

ବାପା, ମାଆ ସିଟରେ ଲଢ଼ିବେ ପୁଅ

ଭୁବନେଶ୍ୱର: ବାପା ଲଢୁଥିଲେ । ଏବେ ମୈଦାନରେ ପୁଅ । ରାଜ୍ୟର କିଛି ଭେଟେରାନ ଓ ହେଭିୱେଟ ନେତାଙ୍କ ପୁଅ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି । ବାପା ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ଯାଉଥିବା ବେଳେ ସେମାନଙ୍କର ଉତ୍ତରାଧିକାରୀ ଏଥର ଭାଗ୍ୟ ପରୀକ୍ଷା କରାଇବେ । ପାଟକୁରାରୁ ଲଢ଼ିବେ ବରିଷ୍ଠ…

ମୁଜୀବ ଉର ରହେମାନଙ୍କ ସ୍ଥାନରେ ଏହି ୧୬ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କଲା କେକେଆର

କୋଲକାତା: କୋଲକାତା ନାଇଟ ରାଇଡର୍ସ ଆଘାତପ୍ରାପ୍ତ ମୁଜୀବ ଉର ରହେମାନଙ୍କ ବଦଳରେ ୧୬ ବର୍ଷୀୟ ଯୁବ ବୋଲର ଆଲ୍ଲାହ ଗଜନଫରଙ୍କୁ ସାମିଲ କରିଛି । ଆଲ୍ଲାହ ଆଫଗାନିସ୍ତାନର ଉଦୀୟମାନ ସ୍ପିନର ଅଟନ୍ତି । ସେହିପରି ରାଜସ୍ଥାନ ରୟାଲ୍ସ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ କେଶବ ମହାରାଜଙ୍କୁ ଦଳରେ ସାମିଲ…