Latest Odisha News

ନିରୋଗ ରହିବାର ଏକମାତ୍ର ଉପାୟ ‘ଅଦା ମିଶ୍ରିତ କ୍ଷୀର’ ସେବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଦା ପଡିଥିବା ଚା' ପିଇଲେ ଯେତେ ସ୍ୱାଦିଷ୍ଟ ଲାଗେ ସେତିକି ଉପକାରୀ ମଧ୍ୟ । ଔଷଧିୟ ତତ୍ୱ ମଧ୍ୟରେ ଅଦା ନିଜ ସ୍ଥାନ ବଜାୟ ରଖିଛି। ଅଦାର ଫାଇଦା ତ ବହୁତ ଲୋକେ ଜାଣନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଥିବେ କ୍ଷୀରରେ ଅଦା ମିଶାଇ ପିଇଲେ ଫାଇଦା ଦୁଇଗୁଣିତ ବଢିଯାଏ ।…

ଦୀପିକା ଆମ ଘରର ଲକ୍ଷ୍ମୀ: ରଣଭୀର

ମୁମ୍ବାଇ: ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଛନ୍ତି ବଲିଉଡ ଅଭିନେତା ରଣଭୀର ସିଂ। ଏହି ପୁରସ୍କାର ଶୋ'କୁ ଗତକାଲି ରାତିରେ ପ୍ରସାରଣ କରାଯାଇଥିଲା। ସମସ୍ତ ତାରକା ଶୋ' ସହିତ ଜଡିତ କିଛି ଭିଡିଓ ପୋଷ୍ଟ କରିଛନ୍ତି। ଏଥି ସହିତ ରଣଭୀର ଶ୍ରେଷ୍ଠ ଅଭିନେତା…

ଆପଣଙ୍କ ଶରୀରକୁ ଫିଟ୍ ରଖିବକି ଚିଟ୍ ମିଲ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିଟ୍ ମିଲ୍ କଣ ? ଚିଟ୍ ମିଲ୍ ସତରେ ଆପଣଙ୍କ ଶରୀରକୁ ଫିଟ୍ ଆଣ୍ଡ ହେଲଦି ରିଖିବ ? ଆଜିକାଲି ଲୋକେ ନିଜର ଓଜନ ହ୍ରାସ କରିବା ପାଇଁ ଡାଇଟିଂ କରନ୍ତି। ଏହସହ ନିଜର କାର୍ଯ୍ୟସୂଚୀରେ ଚିଟ୍ ମିଲ୍ ଡେ ମଧ୍ୟ ସାମିଲ କରନ୍ତି । ଏହା ଡାଇଟିଂର ଏକ ପ୍ରସେସ ବୋଲି କୁହନ୍ତି।…

ଭିଆଇପି ନମ୍ବର ରଖିବେ କି? ଅନ୍ ଲାଇନ୍ ନିଜେ ବାଛନ୍ତୁ, ହୋମ୍ ଡେଲିଭରୀ ସୁବିଧା ରହିଛି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମସ୍ତେ ନିଜ ମୋବାଇଲ, ଗାଡିର ନମ୍ବର ଟିକିଏ ଫ୍ୟାନସି ଅର୍ଥାତ ମନେ ରଖିପାରୁଥିବା ଭଳି ରଖିବାକୁ ଚାହାନ୍ତି। କିନ୍ତୁ ଅଧିକ ପଇସା ପାଇଁ ବାଧ୍ୟ ହୋଇ ଯେକୌଣସି ନମ୍ବରକୁ କିିିଣି ନିଅନ୍ତି। ଏବେ କିନ୍ତୁ ଏହି ସୁଯୋଗ ଆପଣଙ୍କ ହାତକୁ ଆସିଛି। ଅର୍ଥାତ୍ ନିଜ ନମ୍ବର…

ଫେସବୁକ ଆଲର୍ଟରୁ ବଞ୍ଚିଗଲା ଯୁବକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡିଆରେ ଭିଡିଓ ଲାଇଭ କରି ଆତ୍ମହତ୍ୟା କରିବା ଭଳି ବହୁ ଘଟଣା ସାମ୍ନାକୁ ଆସିଛି। ଏପରି ଘଟଣାରେ ପୀଡିତଙ୍କ ନିକଟକୁ ଠିକ ସମୟରେ ପହଞ୍ଚିବା ସମ୍ଭବପର ହେଉନାହିଁ। ତେବେ ଏପରି କ୍ଷେତ୍ରରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଡିଜିପି ମୁଖ୍ୟାଳୟକୁ ଫେସବୁକ ଏକ ନୂଆ…

ଅଧିକ ସମୟ କାମ କଲେ ହାତରୁ ଖସିଯିବ ମାଉସ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ଦେବ ନାହିଁ ମାଉସ। ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ନସାରନ୍ତି ତେବେ ହାତରୁ ଖସି ପଳାଇ ପାରେ ମାଉସ। ଏପରି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ହଁ, ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏକ ନୂତନ କମ୍ପ୍ୟୁଟର ମାଉସ୍…

ଯୁବବର୍ଗ କାହିଁକି ହୃଦଘାତରେ ପୀଡିତ ! ଜାଣନ୍ତୁ ହୃଦଘାତ-କୋଭିଡ ଟିକା ମଧ୍ୟରେ ଥିବା କନେକ୍ସନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଭିଡ୍ ସଂକ୍ରମଣ ବ୍ୟାପିବା ପରଠାରୁ ବହୁ ଲୋକେ ପ୍ରାଣ ହରାଇଛନ୍ତି। ଦିନକୁ ଦିନ ହୃତଘାତ ଭଳି ରୋଗ ମଧ୍ୟ ବୃଦ୍ଧି ପାଇଛି । 40 ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ହାର୍ଟଆଟାକ ହେଉଥିବାର ପରିଲକ୍ଷିତ ହେଉଛି। ହୃତଘାତ ପଛରେ ଅନେକ କାରଣ ରହିଛି । ତେବେ ଯୁବବର୍ଗ…

ଚପଲ ପିନ୍ଧୁଥିଲେ ହୋଇଯାଆନ୍ତୁ ସତର୍କ ! ଅସାବଧାନତା ଯୋଗୁଁ ହୋଇପାରେ ବିପଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାଚୀନ କାଳରେ ରାଜା-ମହାରାଜା ଏବଂ ଋଷି-ମୁନୀମାନେ କଠଉକୁ ବ୍ୟବହାର କରୁଥିଲେ। କିନ୍ତୁ ଅତ୍ୟାଧୁନିକ ଯୁଗରେ କଠଉ ପିନ୍ଧିବା ଦୂରେ ଥାଉ ଆସ୍ତେ ଆସ୍ତେ କଠଉର ଉପକାରୀତା ସମ୍ପର୍କରେ ଭୁଲିଗଲେଣି। ଆଜିକାଲି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପୋଷାକର ରଙ୍ଗ…

ଜାଣନ୍ତୁ ଆଲିଆ ଭଟ୍ଟଙ୍କର ସଫଳତା ପଛର କାହାଣୀ

ମୁମ୍ୱାଇ: "ହାତରେ ପମପମ୍ ଧରି ପୁଅଙ୍କ ପାଇଁ ପାଟି କରିବା ମୋର ଷ୍ଟାଇଲ ନୁହେଁ । ସେମାନେ ମୋ ପାଇଁ ପାଟି କରିବେ, ସିଟି ବଜେଇବେ, ଦାଟସ୍ ମାଇଁ ଥିଙ୍ଗ।" ଏପରି କିଛି ଡାଏଲଗ ସହ 'ଷ୍ଟୁଡେଣ୍ଟ ଅଫ୍ ଦ ଇୟର' ଚଳଚ୍ଚିତ୍ରରେ ଏଣ୍ଟ୍ରି ମାରିଥିଲେ ସେଲିବ୍ରିଟି ଆଲିଆ ଭଟ୍ଟ । ଫିଲ୍ମରେ ଆଲିଆ ଜଣେ ଧନୀ…

ଫ୍ୟାଶନ ମାମଲାରେ ରାଣୀ ଏଲିଜାବେଥ-୨ ଥିଲେ ଶୀର୍ଷରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଣୀ ଏଲିଜାବେଥ-୨ଙ୍କର ଦେହାନ୍ତ ପରେ ତାଙ୍କ ସହ ଜଡିତ ଇତିହାସକୁ ମନେ ପକାଉଛି ସାରା ବିଶ୍ୱ। ଏଲିଜାବେଥ୍-୨ ବ୍ରିଟେନର ଦୀର୍ଘତମ ରାଜକୀୟ ରାଣୀର ମାନ୍ୟତା ହାସଲ କରିଥିଲେ। ବ୍ରଟିଶ ରାଜଗାଦୀର ଅଧିଷ୍ଠାତ୍ରୀ ଥିବା ଏଲିଜାବେଥଙ୍କର ଜୀବନଶୈଳୀ ସବୁବେଳେ ଚର୍ଚ୍ଚାର…