Latest Odisha News

BREAKING NEWS

କ୍ରୀଡାବିତଙ୍କ ପାଇଁ ସାଇକେଲ ଶୋଭାଯାତ୍ରା

ପୁରୀ : ଅଲିମ୍ପିକ୍ସରେ ଭାଗ ନେଉଥିବା କ୍ରୀଡାବିତ୍ ଙ୍କୁ ଉତ୍ସାହିତ କରିବା ପାଇଁ ଉର୍ଜାବାନ ଓଡିଶା ତରଫରୁ ସାଇକେଲ ଶୋଭାଯାତ୍ରା l ଟୋକିଓ ଠାରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଭାଗନେଉଥିବା ଭାରତୀୟ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ପାଇଁ ଆଜି "ଉର୍ଜାବାନ ଓଡିଶା" ତରଫରୁ ଶ୍ରୀମନ୍ଦିରଠାରୁ…

ସିଂହଦ୍ୱାର ସମ୍ମୁଖରେ ଧାରଣାରେ ରାଣୀ

ପୁରୀ: ବଡ଼ ଦାଣ୍ଡରେ ଯାତ୍ରା ନାୟିକା ରାଣୀ ପଣ୍ଡା । ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ସଜେଇ ହୋଇ ଧାରଣାରେ ବସିଛନ୍ତି ରାଣୀ । ପୂର୍ବରୁ ରାଜକନିକା ଅଞ୍ଚଳର ଜଣେ ଯୁବକ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅପଶଦ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ରାଣୀ ନିଜେ ଥାନାରେ ଏତଲା ଦେଇଥିଲେ । ହେଲେ ଏଯାଏଁ…

ମଦର ପସରା ଖୋଲିବା ନିଷ୍ପତ୍ତିକୁ ବିରୋଧ

ପୁରୀ : ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ବେଳାଭୂମିରେ ହେବ ମଦ୍ୟପାନର ଅତ୍ୟାଧୁନିକ ଵ୍ୟଵସ୍ଥା । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନଲାଇନ ଆବେଦନ ମଧ୍ୟ ଚାଲିଛି । ଆସନ୍ତାକାଲି ଏହି ଆବେଦନର ଶେଷ ତାରିଖ। ତେବେ ଶ୍ରୀକ୍ଷେତ୍ର ଭଳି ଆଧ୍ୟାତ୍ମିକ…

ବିଭିନ୍ନ ସମସ୍ୟା ନେଇ କୃଷକଙ୍କ ରାଲି

ପୁରୀ : ଧାନର ଅଭାବୀ ବିକ୍ରି, ଚାଷୀମାନଙ୍କୁ ଉଚିତ୍ ପ୍ରାପ୍ୟ ନ ମିଳିବା , ସହାୟତାରୁ ଲକ୍ଷାଧିକ ଚାଷୀ ବଞ୍ଚିତ ହେବା , ବର୍ଷା ଜଳ ନିଷ୍କାସନରେ ସମସ୍ୟା ନେଇ ରାଲି ।  ନୀଳାଚଳ କୃଷକ ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ…

ମଙ୍ଗଳା ନଦୀର ବିଷ।କ୍ତ ପାଣିରେ ମାଛ ମଡ଼କ

ପୁରୀ : ବିଷାକ୍ତ ହୋଇପଡିଛି ମଙ୍ଗଳା ନଦୀର ପାଣି l ଫଳରେ ବିପୁଳ ସଂଖ୍ୟାରେ ମାଛ ମରୁଛନ୍ତି l ଏହି ମଲା ମାଛ ମଙ୍ଗଳା ମୁହାଣ ବାଲିରେ ପଡିଛନ୍ତି l ପଚା ମାଛ ଗନ୍ଧରେ ମୁହାଣ ଦେଖିବାକୁ ଯାଉଥିବା ଲୋକେ ଅତିଷ୍ଠ ହୋଇପଡୁଛନ୍ତି l ତେବେ ନଦୀ ପାଣି ବିଷାକ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ…

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ

ପୁରୀ: ପୁରୀ ବାସୀଙ୍କୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି…

ତିନି ରଥର ଦକ୍ଷିଣମୋଡ ପରେ ବାହୁଡା ପ୍ରସ୍ତୁତି

ପୁରୀ : ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ହେରାପଞ୍ଚମୀ ପରଦିନ ତିନି ରଥର ଦକ୍ଷିଣମୋଡ କରାଯାଇଛି ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ…

ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ

ପୁରୀ: ଶ୍ରୀକ୍ଷେତ୍ର ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥଯାତ୍ରା ମହାପ୍ରଭୁ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଛନ୍ତି । ତେବେ ସାଙ୍ଗ ରେ ପତ୍ନୀ ଲକ୍ଷ୍ମୀଙ୍କୁ ନେଇ ନାହାନ୍ତି । ଏଣୁ ଭଗବତୀ ଲକ୍ଷ୍ମୀ ମହାପ୍ରଭୁଙ୍କୁ ଦେଖା…

ଦକ୍ଷିଣି ମୋଡ ପୂର୍ବରୁ ତିନି ରଥର ଯାଞ୍ଚ

ପୁରୀ : ଆସନ୍ତା ୧୭ ତାରିଖରେ ତିନି ରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନି ରଥର ହେଲା ଯାଞ୍ଚ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ । ତିନି ରଥରେ ରହିଛି ସାମାନ୍ୟ ଫାଟ । ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର…

କର୍ଫ୍ୟୁ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ

ପୁରୀ : ରଥଯାତ୍ରାରେ ଜାରି ହୋଇ ଥିବା କର୍ଫ୍ୟୁ ଉଲଘଂନ ।  କର୍ଫ୍ୟୁ ଉଲଘଂନ କରି ବଡ଼ ଦାଣ୍ଡରେ ଥିବା ବିଭିନ୍ନ ଘର ଛାତ ଉପରେ ରଥଯାତ୍ରା ଦେଖିବା ଓ ରଥ ନିକଟକୁ ଯିବା କାରଣକୁ ନେଇ ପୁରୀ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଇନ…