Latest Odisha News

BREAKING NEWS

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ପୁରୀ ସିଂହଦ୍ବାର ନିକଟରେ ଦୀପଦାନ

ପୁରୀ : ଅପରେସନ ଗଜରାଜ ସମୟରେ ଓଡ୍ରାଫ୍ ବୋଟ୍ ବୁଡି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଭରା ନଦୀରେ ଖବର ସଂଗ୍ରହ କରୁଥିବା ସମୟରେ ଓଡ୍ରାଫ୍ ବୋଟ୍ ବୁଡିଯିବାରୁ ତାଙ୍କର ଦେହାନ୍ତ ହୋଇଛି । ଅରିନ୍ଦମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।…

ଯନ୍ତ୍ରଣାରେ ଜର୍ଜରିତ ଜୀବନ

ପୁରୀ: ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି ମିତାଲି ସ୍ୱାଇଁ l ପୁରୀ ସଦର କେରାଣ୍ଡିପୁର ଗ୍ରାମର ୨୧ ବର୍ଷୀୟ ମିତାଲି , ପୁରୀ ଜିଲ୍ଲାପାଳଙ୍କ ନିକଟରେ ଭିକ୍ଷା ମାଗିଥିଲେ ମୋତେ ସହଯୋଗ କର ମୁଁ ଏ କଷ୍ଟ ରୁ ମୁକ୍ତି ପାଇବି l ମିତାଲି ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତହୋଇ ଏବେ ଯନ୍ତ୍ରଣାରେ…

ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା

ପୁରୀ: ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶାମୁକାରେ ମୋଦିଙ୍କ ବାଲୁକାକଳା ଗଢ଼ିଛନ୍ତି । ପୁରୀ ସୁବର୍ଣ୍ଣ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ…

ଶ୍ରୀମନ୍ଦିର କୃଷ୍ଣଲୀଳାରେ କଂସ ବଧ

ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି । ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ । ସେଠାରେ ଆଜ୍ଞାମାଳ ଲାଗି ହେବା ପରେ ଦୁଇ ଠାକୁରଙ୍କୁ ବଟ ବୃକ୍ଷ…

ଦରଦାମ ବୃଦ୍ଧିର ପ୍ରତିବାଦ

ପୁରୀ: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଫଳରେ ଦେଶରେ ତୈଳ, ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଦର ଆକାଶ ଛୁଆଁ । ବିଦ୍ୟୁତ ଘରୋଇ ଟାଟା ପାୱାର ହାତରେ ଟେକି ଦେବା ଯୋଗୁଁ ଉପଭୋକ୍ତା ଦୁର୍ଦଶା ଭୋଗୁଛନ୍ତି । କୋଭିଡରେ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କୋଡିଏ ଲକ୍ଷ କୋଟି କୁଆଡେ…

ବଡଦାଣ୍ଡରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ

ପୁରୀ : ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଦ୍ଧ କରିବେ । ଗତମାସ ୨୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଶେଷ ଦିନ । ପୁରୀ ବଡଦାଣ୍ଡରେ…

ବିଶ୍ୱକର୍ମା ମୂର୍ତ୍ତିରେ ଶେଷ ସ୍ପର୍ଶ

ପୁରୀ : ଆଉ ଦିନକ ପରେ ବିଶ୍ୱକର୍ମାଙ୍କ ପୂଜା ପାଳିତ ହେବ l କାରିଗର ମାନେ ବିଶ୍ୱକର୍ମା ମୂର୍ତ୍ତି ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି l ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ମୂର୍ତ୍ତି କାରିଗର ମାନେ ହାତ ବାନ୍ଧି ବସିଥିବାବେଳେ ଚଳିତବର୍ଷ କରୋନା କଟକଣା ସାମାନ୍ୟ ଆଶ୍ବସ୍ତି କରାଯାଇଛି l…

ଆଜିଠୁ ଜଗା ଦର୍ଶନ, ଆନନ୍ଦ ବଜାରରେ ମହାପ୍ରସାଦ ସେବନ

ପୁରୀ : ଆଜିଠୁ ପୁଣି କାଳିଆ ଦର୍ଶନ । ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ନେଇ ପାରିବେ ପୂଜା ସାମଗ୍ରୀ, ଆନନ୍ଦ ବଜାରରେ ବସି ଭକ୍ତ କରିପାରିବେ ଅବଢ଼ା ସେବନ ।  ତିନି ଦିନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ପୁଣି ଜଗା ଦର୍ଶନ । ଗଣେଶ ପୂଜାଠାରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବା…

ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ପୁରୀ : ଲଗାଣ ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ । ପୁରୀରେ ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି ।  ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା ।  ଜିଲ୍ଲାରେ ୨୪ ଘଂଟାରେ ସର୍ବାଧିକ ୩୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।ସେହିଭଳି…

ଶିକ୍ଷୟିତ୍ରୀଙ୍କ ଗଣେଶ ମୂର୍ତ୍ତି ସଂଗ୍ରହ ନିଶା

ପୁରୀ: ପେଶାରେ ଜଣେ ଶିକ୍ଷୟତ୍ରୀ l ହେଲେ ଗଣେଶ ମୂର୍ତ୍ତି ସଂଗ୍ରହ କରିବା ତାଙ୍କ ନିଶା l ଏମିତି ନିଶା ଯୋଗୁଁ ଏବେ ତାଙ୍କ ଫାଖରେ ୬୦୦ରୁ ଅଧିକ ଗଣେଶ ମୂର୍ତ୍ତି ରହିଛି l ତାହା ପୁଣି ବିଭିନ୍ନ ଧାତୁ ଓ ସାମଗ୍ରୀରେ ତିଆରି l ଏମିତି ଜଣେ ନିଆରା ଶିକ୍ଷୟତ୍ରୀ ହେଉଛନ୍ତି ପୁରୀ ବାସେଳୀ ସାହିର…