Latest Odisha News

ତାଲିବାନଙ୍କ ଉତ୍ପାତ ଜାରୀ, ଭାଙ୍ଗିଲେ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟ

କାବୁଲ: ତାଲିବାନ ସେମାନଙ୍କ ପ୍ରକୃତ ରୂପକୁ ଫେରିବା ଆରମ୍ଭ କରି ଦେଇଛନ୍ତି । ପ୍ରାପ୍ତ ରିପୋର୍ଟ ଅନୁସାରେ ଏହି ଆତଙ୍କୀ ସଂଗଠନ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି । ଏହି ଗେଟ ଇସଲାମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଥାଏ । କ୍ରେନରେ ଏହି ଗେଟକୁ…

ଦିଆସିଲି ଓ ଆଇସକ୍ରିମ୍ କାଠିରେ ରାକ୍ଷୀ

ପୁରୀ: ଆସନ୍ତାକାଲି ରକ୍ଷା ବନ୍ଧନ । ଏହିଦିନ ପାଳନ କରାଯାଏ ପ୍ରଭୁ ଶ୍ରୀବଳଭଦ୍ରକଙ୍କ ଜନ୍ମ ଉତ୍ସବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଆପଣମାନେ ଅନେକ ପ୍ରକାର ରାକ୍ଷୀ ଦେଖିଥିବେ । କିନ୍ତୁ ଦିଆସିଲି କାଠିରେ ତିଆରି ଏହି ରାକ୍ଷୀକୁ ଦେଖନ୍ତୁ । ବେଶ ମନଲୋଭା ହୋଇଛି । ଦେଖିବାକୁ ଭାରି…

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଝୁଲଣ ପର୍ବ

ପୁରୀ : ଚଳିତବର୍ଷ କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣ ଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି। ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଝୁଲିବେ । ଏହି ଯାତ୍ରା ୭ ଦିନ ଧରି ଚାଲିବ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀଜୀଉଙ୍କ…

ପୁରୀ ବୋମାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

ପୁରୀ: ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଜାରି ରଖିଛି ପୁରୀ ପୋଲିସ । ଏକ ବୋମାମାଡ଼ ଘଟଣାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲା ସଦାଶିବ ମାନସିଂହ ।  ଟାଉନ ଥାନା ଅନ୍ତର୍ଗତ ଚକ୍ରକୋଟ ଲେନର ବୈଦ୍ୟନାଥ ମହା ସୁଆରଙ୍କ ଘର ଉପରେ ଅଭିଯୁକ୍ତ ଓ ତାର…

ପୁରୀରେ ପୁଣି ଆରମ୍ଭ ଉଚ୍ଛେଦ କାର୍ଯ୍ୟ

ପୁରୀ  : ଦୀର୍ଘଦିନ ପରେ ପୁଣି ଆଜିଠାରୁ ଆରମ୍ଭ ହେଲା ଶ୍ରୀମନ୍ଦିର ୭୫ ମିଟର ଐତିହ କରିଡରର ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡି ଥିବାବେଳେ ଆଜି ବାସେଳୀ ସାହି ଠାକୁରାଣୀଙ୍କ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ।…

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ: ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ । ୧୦ ଜଣ ଭୋଇ ସେବାୟତଙ୍କ ସହାୟତାରେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ ଓ ତାଳଧ୍ବଜ ରଥ ଭଙ୍ଗାଯିବ । ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର…

ବସ୍ତି ତାଲିକାରେ ସାମିଲ କରିବାକୁ ଦାବି 

ପୁରୀ : ପୁରୀ ବସ୍ତି ତାଲିକାରେ ତାଲିକା ଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ।  ପୁରୀ ପୌରସଂସ୍ଥା ଅନ୍ତର୍ଗତ ବିଜୁ ନଗର ବସ୍ତି , ମା ହରଚଣ୍ଡୀ ବସ୍ତି ଏବଂ ମା ତାରିଣୀ ବସ୍ତିକୁ ପୁରୀ ସହରର ବସ୍ତି ତାଲିକାରେ ସାମିଲ କରିବାକୁ ଦାବି  ।ସୋମବାର ତିନି ବସ୍ତିର ଶତାଧିକ ମହିଳା…

ବାଲୁକା କଳାରେ ପି ଭି ସିନ୍ଧୁଙ୍କୁ ଶୁଭେଚ୍ଛା

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ପି. ଭି. ସିନ୍ଧୁ ଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି | ପି. ଭି. ସିନ୍ଧୁ  ମହିଳା ସିଙ୍ଗଲ ବ୍ୟାଡମିଣ୍ଟନରେ ଭାରତକୁ ୨ଥର ଅଲିମ୍ପିକ୍ସରେ ମେଡାଲ ଜିତିବାରେ ସକ୍ଷମ ହୋଇପାରିଛନ୍ତି | ତାଙ୍କୁ ସ୍ୱାଗତ ଜଣାଇ…

ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡରର କାର୍ଯ୍ୟ

ପୁରୀ : ଐତିହ୍ୟ କରିଡର ପରିକଳ୍ପନାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓ ବି ସି ସିକୁ ଦାୟିତ୍ୱ ଦିଆଯାଇଛି । ଯେଉଁ ଅନୁସାରେ କରିଡର ଭିତରେ ଥିବା ସମସ୍ତ ମଠକୁ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ପୁନଃ ସ୍ଥାପନ କରାଯିବ । ପ୍ରଥମେ ଲଙ୍ଗୁଳି ମଠ, ବଡ ଛତା ମଠ ଓ ଛାଉଣୀ ମଠକୁ…

ସହରରେ ବିଶୁଦ୍ଧ ଜଳ ଯୋଗାଣ

ପୁରୀ : ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଜଳର ମାନ ପରଖିବା ସହ ସମିକ୍ଷା କରିଛନ୍ତି। ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିବା ଏହି…