Latest Odisha News

ପୁଣି କ୍ଷୋଭ ପ୍ରକାଶ କରି ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ

ପୁରୀ: ପୁଣି କ୍ଷୋଭ ପ୍ରକାଶ କରି ସମାନ କଥା ଦୋହରାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପର୍ଯ୍ୟଟନ କ୍ଷେତ୍ର କରି ତୋପ ଭୂମିକୁ ଭୋଗ ଭୂମିରେ ପରିଣତ କରି ଆଜିକାଲି ବିକାଶ ବୋଲି ଦର୍ଶାଯାଇଛି। ଏଭଳି ବିକାଶ ପକ୍ଷରେ ଜନମତ ସ୍ରୁଷ୍ଟି ହେଉଛି। ତପସ୍ୟା ମୂଲ୍ୟବୋଧ ବୁଝିବାରେ ଅକ୍ଷମତା ପ୍ରକାଶ ପାଉଛି।…

[ଦେଖନ୍ତୁ ଭିଡିଓ] ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ? ନାଟମଣ୍ଡପ ଉପରେ ଚଢୁଥିବା ବେଳେ ବଙ୍ଗୀୟ ଯୁବକ ଅଟକ

 ପୁରୀ:  ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ଜଣେ ବଙ୍ଗୀୟ ଯୁବକୁ ଅଟକ ରଖିଛି ପୋଲିସ। ଅଟକ ଯୁବକ ଜଣକ ହେଉଛି ପଶ୍ଚିମବଙ୍ଗ  ହଳଦୀଆପଡ଼ା  ଅଞ୍ଚଳର ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ବାର…

[ଦେଖନ୍ତୁ ଭିଡିଓ] ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା: ଭିନ୍ନଭିନ୍ନ ବେଶରେ ଦର୍ଶନ

ପୁରୀ : ଅକ୍ଷୟ ତୃତୀୟା ଠାରୁ ଚାଲିଛି ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରତିଦିନ ସୁସଜ୍ଜିତ ଟାହିଆ ପରିଧାନ କରି…

ପୁରୀରୁ ୩କୋଟି ଟଙ୍କାର ବ୍ରାଉନସୁଗାର ଜବତ : ମାଷ୍ଟରମାଇଣ୍ଡ ସମେତ ୩ଜଣ ଗିରଫ

ପୁରୀ : ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩ କିଲୋର ବ୍ରାଉନ ସୁଗାର ଜବତ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୩ଜଣ କଣାସ ଅଞ୍ଚଳର ହୋଇଥିବା ବେଳେ ଏମାନେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିଲେ । ୩ଜଣଙ୍କ ଭିତରୁ ନଣ୍ଡା ଓରଫ ସୁଶାନ୍ତ ଏହି ଘଟଣାର…

ରଥଯାତ୍ରା ପ୍ରସ୍ତୁତି, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଲାଗିବ ୨୩୬ ସିସିଟିଭି କ୍ୟାମେରା

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଉଭୟ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକ କରିଛନ୍ତି। ଏଏସଆଇ ସୁପରିଟେଣ୍ଡେଣ୍ଟ ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସେପଟେ ଆସନ୍ତା ୨୦ ତାରିଖରେ…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ…

ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ନେଇ ଏବେ ବ୍ୟାକଫୁଟରେ ରାଜ୍ୟ ସରକାର ଓ ଅଡୁଆରେ ନିର୍ମାଣକାରୀ ସଂସ୍ଥା । ଗତ ଦୁଇଦିନ ତଳେ ହାଇକୋର୍ଟରେ ଏଏସଆଇ ତରଫରୁ ସତ୍ୟପାଠ ଦାଖଲ ହେବାପରେ ଏବେ ବେଆଇନ୍ ନିର୍ମାଣ ଉପରୁ ପରଦା ହଟିଛି । ଏଏସଆଇର ବିନା ଅନୁମତିରେ ନିଷେଧାଞ୍ଚଳରେ ନିର୍ମାଣ…

[ଦେଖନ୍ତୁ ଭିଡିଓ] ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା: ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ

ପୁରୀ:  ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ଚକ ପ୍ରସ୍ତୁତିରେ ଆବଶ୍ୟକତା ଥିବା ତୁମ୍ଭ ପାଇଁ ମହାରଣା ସେବାୟତ ମାନେ କାର୍ଯ୍ୟ ଜାରି ରଖିଥିବା ବେଳେ, ତିନି ରଥର ୪୨ଟି ତୁମ୍ଭ ମଧ୍ୟରୁ ୩୦ଟି…

ବାଲୁକା କଳା ମାଧ୍ୟମରେ ମା’ଙ୍କୁ ସମ୍ମାନ ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

ପୁରୀ : ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା’ ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀର ଲାଇଟ ହାଉସ ବେଳାଭୂମିରେ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।ଏହି ବାଲୁକା ମୂର୍ତ୍ତି…

[ଦେଖନ୍ତୁ ଭିଡିଓ] ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣର ଆଜି ପଞ୍ଚମ ଦିନରେ ବିଶ୍ୱକର୍ମା, ଭୋଇ ଓ କରତି ସେବାୟତ ମାନେ ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ସମୁଦାୟ ୫୦ ଜଣ ସେବାୟତ ଆଜି ରଥ ନିର୍ମାଣ…

[ଦେଖନ୍ତୁ ଭିଡିଓ] ପୁରୀ ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ !

ପୁରୀ : ପୁରୀ ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ ହୋଇ ଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚତା ସାଢ଼େ ୩ଫୁଟ ଏବଂ ଓଜନ ୩ କିଲୋଗ୍ରାମରୁ ଅଧିକ ହେବ। ଗୁରୁବାର ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଶୋଭାଯାତ୍ରା ପାଇଁ ମଙ୍ଗଳଗିରି ତୋରଣ ଖୋଜିବା ବେଳେ ଏଭଳି ଘଟଣା ପଦାକୁ…