ଚା’ ସହ ଭୁଲ୍ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ…
କିଛି ଲୋକଙ୍କର ଚା’ କପେ ରେ ଦିନ ଆରମ୍ଭ ହୋଇନଥାଏ । ସମସ୍ତେ ସକାଳୁ ସକାଳୁ ଗରମ ଚା' ପିଇବାକୁ ପସନ୍ଦ କରନ୍ତି । କିଛି ଲୋକ ସକାଳେ ବିଛଣା ଛାଡିବା ପୂର୍ବରୁ ଚା ପିଇବାକୁ ପସନ୍ଦ କରିଥାନ୍ତି। ଅର୍ଥାତ ସେମାନେ ସକାଳେ ଖାଲି ପେଟରେ ଚା ପିଇବା ପରେ ଦିନାଚାର୍ଯ୍ୟ ଆରମ୍ଭ କରିଥାନ୍ତି । ଏବେ…