Latest Odisha News

ଅଧିକ ଚା’ ପିଉଛନ୍ତି କି ? ପଡ଼ିପାରେ ସାଇଡ୍‌ ଇଫେକ୍ଟ ….

ଚା' ହେଉଛି ସବୁଠାରୁ ଲୋକପ୍ରିୟ ପାନୀୟ। ଶୀତଦିନେ ଚା' ପିଇବାର ମଜା କିଛି ଅଲଗା । ଏହି ଋତୁରେ ଚା' ପ୍ରେମୀଙ୍କ ସଂଖ୍ୟା ଆହୁରି ବଢ଼ିଥାଏ। ଅଫିସ୍ ହେଉ କିମ୍ବା ଘର, ଲୋକ ସବୁବେଳେ ଚା' ପିଇବାକୁ ଭଲ ପାଆନ୍ତି। କିଛି ଲୋକ ପ୍ରତି ଘଣ୍ଟାରେ ଚା' ପିଇବାକୁ ଭଲ ପାଆନ୍ତି। ଯେଉଁମାନେ ଚା'କୁ ଭଲ…

ସାଇକେଲ ହ୍ୟାଣ୍ଡେଲ ଛାଡ଼ି ପତଲି କମରିଆଁ ଗୀତରେ ଡ୍ୟାନ୍ସ କଲେ ଯୁବତୀ….  

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଚାଲିଛି ରିଲ୍‌ସର ଟ୍ରେଣ୍ଡ । ସବୁବେଳେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ୟୁଜରଙ୍କ ପସନ୍ଦ ହେବା ସହ ଭିଡିଓଟିର ମଜା ଉଠାଉଛନ୍ତି । ଏମିତି ରିଲ୍‌ କରିଥାନ୍ତି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି…

ରିଲିଜ୍‌ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର

ଭୁବନେଶ୍ୱର : ରିଲିଜ୍‌ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର । ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରାଜ୍ୟରେ ଚହଳ ପକାଇଥିବା ବେଳେ ଏହି ଫିଲ୍ମକୁ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇଛି । ହିନ୍ଦୀ ଟ୍ରେଲର ରିଲିଜ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ସୂଚନା ଦେଇଛନ୍ତି ।…

ବସରେ ଗଞ୍ଜେଇ ଖୋଜୁଥିଲା ପୋଲିସ, ପାଇଲା ପୂଳା ପୂଳା ଟଙ୍କା

କଟକ: ପୋଲିସକୁ ମିଳିଲା ସଫଳତା । ବସ୍‌ରୁ ଜଣେ ଯାତ୍ରୀଙ୍କଠାରୁ ୪ ପେଟି ଟଙ୍କା ଜବତ ସହ ଜଣେ ଅଟକ । କଟକ ଜିଲ୍ଲା ଟାଙ୍ଗୀ ଟୋଲ ଗେଟ ନିକଟରେ ଗଞ୍ଜେଇ ଚାଲାଣ ସନ୍ଦେହରେ କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ ବେଳେ ଏହି ନଗଦ ଟଙ୍କା ଜବତ ହୋଇଛି। ଅଟକ ହୋଇଥିବା ବ୍ୟକ୍ତିଙ୍କ ନାଁ ସୁକୁମାର…

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ନିଖୋଜ ନେଇ ବଢ଼ୁଛି ସସପେନ୍ସ

ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ । ଗତ ୧୧ ତାରିଖରୁ କ୍ରିକେଟର ରାଜଶ୍ରୀ ନିଖୋଜ ଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । ହେଲେ ଏତଲାକୁ ୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ବଡ଼ ପଦକ୍ଷେପ ନେଇ ନଥିବା ଅଭିଯୋଗ । କିନ୍ତୁ ଏବେ ରାଜଶ୍ରୀଙ୍କ ନିଖୋଜ…

ଆଜିଠୁ ଆରମ୍ଭ ହକି ମହାକୁମ୍ଭ… କମ୍ପିବ କଳିଙ୍ଗ ଦୁଲୁକିବ ବିର୍ସା ମୁଣ୍ଡା ଷ୍ଟାଡିୟମ

କଟକ : ଆଜିଠୁ ହକି ମହାକୁମ୍ଭ ଆରମ୍ଭ । ବୁଧବାର କଟକର ବାରବାଟୀ ଷ୍ଟାଡ଼ିୟମରେ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହେଉଛି ମେଗା ଟୁର୍ଣ୍ଣାମେଣ୍ଟ । ଆଜି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି…

ଭାରତ-ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା : ରାଉରକେଲା ସହରରେ ବିଶ୍ୱକପ ହକିର ଉଦ୍‌ଘାଟନୀ ମ୍ୟାନ ଅନୁଷ୍ଠିତ ହେବ। ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଏହି ଉଦ୍‌ଘାଟନୀ ମ୍ୟାଚକୁ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଅପରାହ୍ଣ ୩ଟା ୪୫ରେ…

ମୋଟାପଣ ଦୂର କରେ ଗ୍ରୀନ୍‌ କଫି….

ଶୀତଦିନେ କଫି, ଚା’ ପିଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି । ସାଧାରଣତଃ କଫି କହିଲେ ବ୍ଲାକ କଫି ସମସ୍ତେ ଜାଣିଥାଆନ୍ତି। ମାତ୍ର ଗ୍ରୀନ କଫି ବିଷୟରେ ଜାଣିଛନ୍ତି କି? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର…

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆଥିୟା-କେ.ଏଲ ରାହୁଲ, ଚାଲିଛି ପ୍ରସ୍ତୁତି..

ନୂଆଦିଲ୍ଲୀ : ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅଥିୟା ସେଟ୍ଟି ଓ କ୍ରିକେଟର କେ.ଏଲ ରାହୁଲ । ସାମ୍ନାକୁ ଆସିଲା ବିବାହ ତାରିଖ  । ଖଣ୍ଡାଲାରେ ୩ ଦିନ ଧରି ଚାଲିବ ଦୁହିଁଙ୍କ ବିବାହ ଉତ୍ସବ । ବିବାହରେ ଯୋଗଦେବେ ବଲିଉଡ ଏବଂ କ୍ରିକେଟର ନାମୀ ଦାମୀ ତାରକା  । ଏହି ତାରକା…

ଟ୍ରାଫିକ୍ ଜାମ୍‌ ହେବାରୁ ଗାଡ଼ି ଉପରେ ବସି ମଦ ପିଇଲେ…

ନୂଆଦିଲ୍ଲୀ : ସମସ୍ତେ ଜାଣନ୍ତି ଟ୍ରାଫିକ୍‌ ସମସ୍ୟା ଅନେକ ସମୟରେ ଦେଖାଦେଇଥାଏ  । ଟ୍ରାଫିକ୍‌ରେ ଥରେ ଫସିଲେ, ସେଥିରୁ ମୁକୁଳିବା ମୁସ୍କିଲ । ଟ୍ରାଫିକ୍‌ କେତେବେଳେ ୧୦ ମିନିଟ୍‌ରେ ଛାଡ଼େ ତ କେତେବେଳେ ଘଣ୍ଟାଏ ଦୁଇ ଘଣ୍ଟା ବି ଲାଗେ । ଏହାର କିଛି ଠିକ୍‌ ଠିକଣା ନଥାଏ । ତେବେ ସେହି…