Latest Odisha News

ମୁମ୍ବାଇ ବହୁତଳ ପ୍ରାସାଦରେ ଅଗ୍ନିକାଣ୍ଡ, ଜଳିଲା ୬୦ ମହଲା ବିଶିଷ୍ଟ କୋଠା

ମୁମ୍ବାଇ : ଅଭିଘନା ପାର୍କ ବିଲ୍ଡିଂରେ ଲାଗିଲା ନିଆଁ  । ହୁତୁ ହୁତୁ ହୋଇ ଜଳିଲା ବିଲ୍ଡିଂର ୩୫ ମହଲା । ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି  । ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମୁମ୍ବାଇର କରି ରୋଡ ସ୍ଥିତ ୬୦ ମହଲା ବିଶିଷ୍ଟ ବିଶାଳ ପ୍ରାସାଦରେ ନିଆଁ…

୧୩ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ

ଯାଜପୁର : ବୈାଦ୍ଧ ବିହାର ଉଦୟଗିରିଠାରେ ତ୍ରୟୋଦଶତମ ବୁଦ୍ଧ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଏହି ଅନୁଷ୍ଠିତ ଏହି ମହତ୍ସୋବକୁ ସୂଦୂର ଶ୍ରୀଲଙ୍କାର ପ୍ରାଚୀନ ବୈାଦ୍ଧ ବିହାର ଆଧ୍ୟାତ୍ମିକ ଜ୍ଞାନ କେନ୍ଦ୍ରର ବୈାଦ୍ଧ ଭିକ୍ଷୁ ସୁବୋଧି ଭନ୍ତେ…

ବ୍ୟାଣ୍ଡ ବାଜା ରୋଷଣୀରେ ଘରକୁ ଆସିଲା କନ୍ୟା ରତ୍ନ

ଚଣ୍ଡିଗଡ଼ : ସାଧାରଣତଃ ପ୍ରତ୍ୟେକ ପରିବାରରେ ପୁଅକୁ ସମସ୍ତେ ଅଧିକ ଭଲପାଆନ୍ତି  । ଆଉ ଝିଅକୁ ନେଇ ସମସ୍ତେ ନାନା କଥା କହିଥାଆନ୍ତି  । ଝିଅ ଜନ୍ମ ନେଇ ଖୁସି ନଥିବା ବେଳେ ଅଧିକାଂଶ ଗର୍ଭପାତ ମଧ୍ୟ କରିଥାଆନ୍ତି  । ତେବେ ଏହାରି ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଝିଅ ଜନ୍ମ ହେବା ଖୁସିରେ…

ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ : ହ୍ୱାଟ୍‌ସଆପ୍‌କୁ ଲାଗିଲା ବଡ଼ ଝଟକା  । ହ୍ୱାଟସଆପ୍‌ର ଇଣ୍ଡିଆନ ପେମେଣ୍ଟ ବିଜନେସ୍‌ ବା ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ…

କାଠ ଫର୍ଣ୍ଣିଚର୍ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କାଠ ନଷ୍ଟ

ପୁରୀ : ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କାଠ ଫର୍ଣ୍ଣିଚର୍ ଗୋଦାମରେ ଲାଗିଲା ନିଆଁ। ଲକ୍ଷାଧିକ ଟଙ୍କାର କାଠ ନଷ୍ଟ।ଏନେଇ  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ପାଖରେ ଜନବସତି ଓ ମେଡିକାଲ କ୍ଲିନିକ୍…

ଦାନ୍ତବିନ୍ଧା ଦୂର କରେ ଲବଙ୍ଗ ଚା’…

ସାଧାରଣତଃ ଚା’ ସମସ୍ତଙ୍କର ପସନ୍ଦ  । ଶୀତଦିନେ ଟିକିଏ ଅଧିକା ଚା’ ପିଇବାକୁ ସମସ୍ତେ ଭଲପାଇଥାନ୍ତି  । ଥଣ୍ଡା, ସର୍ଦି ହେବା ଏକ ସାଧାରଣ ସମସ୍ୟା। ସେଥିରୁ ଉପଶମ ପାଇବାକୁ କେତେଜଣ ଅଦା ଚା’ ପିଇଥାନ୍ତି । ଚା’ରେ ଅଦାରସ ସହ ଲବଙ୍ଗକୁ ଗୁଣ୍ଡ କରି ମିଶାଇ ପିଅନ୍ତୁ ଦେଖିବେ । ଚା’ର ସ୍ବାଦ ବେଶ୍…

ସିଝା ବାଦାମ ଖାଇବା ଦ୍ୱାରା ଏହି ସବୁ ରୋଗ ଦୂର ହୋଇଥାଏ….

ବାଦାମ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି ।  କିଛି ଲୋକ ଭାଜି ଖାଆନ୍ତି ତ କେହିକେହି ତେଲରେ ଛାଣି ଖାଇବାକୁ ଭଲପାଆନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଦାମକୁ ସିଝାଇ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ  । -ବାଦାମକୁ ସିଝାଇ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ହୋଇନଥାଏ।…

ଅସୁସ୍ଥ ନାବାଳିକାକୁ ଅସଦାଚରଣ, ଡାକ୍ତର ଗିରଫ

ବାରିପଦା : ରକ୍ଷକ ସାଜିଲା ଭକ୍ଷକ । ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଡାକ୍ତର । ଏପରି ଲଜ୍ଜ୍ୟାଜନକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ନାବାଳିକା ଜଣକ ଅଷ୍ଟମ ଶ୍ରେଣୀ ଛାତ୍ରୀ  । ଗତକାଲି ବିଳମ୍ୱିତ ରାତିରେ ବାରିପଦା ସହର ଉପକଣ୍ଠରେ ଥିବା ଏକ ଆଦିବାସୀ ହଷ୍ଟେଲରେ ରହୁଥିବା…

ବାବା ବିଶ୍ୱନାଥଙ୍କ ଦରବାରରେ ସେଲିବ୍ରିଟିଙ୍କ ଗହଳି

ନୂଆଦିଲ୍ଲୀ : ସେଲିବ୍ରିଟିଙ୍କୁ ଘାରିଛି ବାରଣାସୀ ନିଶା । ଚଳିତ ବର୍ଷ ବାରଣାସୀର କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି ବଲିଉଡର ନାମୀଦାମୀ ଷ୍ଟାରଙ୍କ ଭିଡ଼ । ବାବା ବିଶ୍ୱନାଥଙ୍କ ମନ୍ଦିର ବଲିଉଡର ଷ୍ଟାରମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତ ବର୍ଷରୁ ଆରମ୍ଭ କରି ଚଳିତ ବର୍ଷ…

ଚଳନ୍ତା ଟ୍ରକ ଆଗରେ ଯୁବକଙ୍କୁ ବାନ୍ଧି ଥାନାକୁ ନେଲେ ; ଭିଡିଓ ଭାଇରାଲ

ଚଣ୍ଡିଗଡ଼ : ଗହମ ଚୋରି କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା  । ଯୁବକଙ୍କୁ ଚଳନ୍ତା ଟ୍ରକ୍‌ରେ ବାନ୍ଧିକି ନେଲେ ଥାନା । ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ । ଏଭଳି ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଯେଉଁ ଯୁବକ ଜଣକୁ ଟ୍ରକ ଆଗରେ ବନ୍ଧା ଯାଇଥିବାର…