Latest Odisha News

BREAKING NEWS

ସି ଜିନପିଙ୍ଗଙ୍କୁ ଝଟକା ଦେଇ ପାରନ୍ତି ଚୀନ କମ୍ପାନୀ, ଭାରତକୁ ମିଳିବ ବଡ଼ ଫାଇଦା

ନୂଆଦିଲ୍ଲୀ: ଭାରତ କାହିଁକି ବିଶ୍ୱ ବଜାରରେ ଚୀନ ମୋବାଇଲ୍ କମ୍ପାନୀଙ୍କ ବେଶ୍ ଦବଦବା ରହିଛି । କମ୍ ମୂଲ୍ୟରେ ଅଧିକ ଫିଚର୍ସ ଯୋଗାଉଥିବାରୁ ଚୀନ୍ ମୋବାଇଲର ଚାହିଦା ବଢ଼ୁଛି । ଚୀନ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ସ ସାଓମି, ଅପୋ ଓ ଭିଭୋ ଏବେ ଭାରତୀୟ ବଜାରରେ ରାଜ୍ କରୁଥିବା ବେଳେ ଚୀନ ରାଜକୋଷ…

୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୨୦୨୩ରେ କଣ ହେବ ? ଆସିବ କି ପ୍ରଳୟଙ୍କାରୀ ଝଡ଼ ? ମଣିଷ ପାଇଁ କେମିତି ରହିବ ନୂତନ ବର୍ଷ ? କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? ପୂରା ଦୁନିଆରେ ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟ ବାଣୀ ସତ ହୋଇଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧରୁ ନେଇ ୧୯୯୬ରେ ବାବା ଭେଙ୍ଗା ନିଜ…

ପଦ୍ମପୁର ପରାଜୟକୁ ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ମୋକିମଙ୍କ ସମାଲୋଚନା

ଭୁବନେଶ୍ୱର: ଧାମନଗର ଭଳି ପଦ୍ମପୁରରେ କଂଗ୍ରେସ ଅମାନତ ହରାଇଲା । ଯାହାକୁ ନେଇ କଟକ-ଚୌଦ୍ୱାର କଂଗ୍ରେସ ବିଧାୟକ ଦଳୀୟ ଶୀର୍ଷ ନେତାଙ୍କୁ ସମାଲୋଚନା କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ଫଳାଫଳକୁ ନେଇ ମୋକିମ୍ କହିଛନ୍ତି, ଆଗକୁ କଂଗ୍ରେସ ନୋଟା ସହ ଲଢ଼ିବ । ପଦ୍ମପୁର…

ଘନୀଭୂତ ହେଉଛି ଗଭୀର ଅବପାତ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା !

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ସକ୍ରିୟ ରହିଛି । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଶ୍ରୀଲଙ୍କାର ଟ୍ରିନକୋମାଲି ଠାରୁ ପୂର୍ବରେ ୫୦୦ କିଲୋମିଟର ଏବଂ ଚେନ୍ନାଇ ଠାରୁ…

ଅବୈଧ ବାଲି ଉଠାଣକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

ଭୁବନେଶ୍ୱର: ଜନ ପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି ବାବୁ । ସାଂସଦଙ୍କୁ ହେୟଜ୍ଞାନ କରୁଛି ଜିଲ୍ଲା ପ୍ରଶାସନ । ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଆଖାଇ ଏବଂ କୁସଭଦ୍ରା ନଦୀ ପଠାରୁ ବେଆଇନ୍ ବାଲି ଉଠାଣକୁ ନେଇ ପୁଣି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।…

ପୁଣି ମୁହଁ ଖୋଲିଲେ ଅର୍ଚ୍ଚନା, ‘ମୁଁ କହିଲେ ଓଡ଼ିଶା ବଦଳି ଯିବ, ୩୦ ମିନିଟ୍ ଦିଅନ୍ତୁ’

ଭୁବନେଶ୍ୱର: ମୋତେ ସମୟ ଦିଅ, ସବୁ କହିବି, ସମସ୍ତଙ୍କ ମୁଖା ଖୋଲିବି । ହନିଟ୍ରାପ୍ ମାମଲାରେ ଗିରଫ ଅର୍ଚ୍ଚନା ନାଗ ଆଜି ପୁଣି ପୋଲିସ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଁ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ, ଓଡ଼ିଶା ବଦଳି ଯିବ । ଏଥିପାଇଁ ତାଙ୍କୁ ୩୦ ମିନିଟ୍ ସମୟ ଦେବା ଦରକାର ବୋଲି…

ଫିଲ୍ମ ସୁଟିଂ ବେଳେ ୨୦ ଫୁଟ୍ ଉଚ୍ଚରୁ ଖସି ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ

ଚେନ୍ନାଇ: ଫିଲ୍ମ ସୁଟିଂ ବେଳେ ଅଘଟଣ । କ୍ୟାମେରାରେ ଆକ୍ସନ୍ ଦୃଶ୍ୟ ସୁଟ୍ ବେଳେ ଆଖି ବୁଜିଲେ ଷ୍ଟଣ୍ଟମ୍ୟାନ୍ଯ । ଏଭଳି ଦୁଃଖଦ ଖବର ଆସିଛି ତାମିଲନାଡ଼ୁରୁ । ତାମିଲ୍ ଫିଲ୍ମ ‘ବିଦୁଥଲଈ’ ସୁଟିଂ ବେଳେ ୫୪ ବର୍ଷୀୟ ଷ୍ଟଣ୍ଟମ୍ୟାନ ଏସ୍ ସୁରେଶଙ୍କ ମୃତ୍ୟୁ ହୋଇଛି । ବୋନ୍ନି ମାରନଙ୍କ…

ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସ ହେବ ଇ-ହସ୍ପିଟାଲ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ପରିସରରେ ଆଜି ବହୁମୁଖୀ ବିଲ୍ଡିଂ ଉଦଘାଟିତ ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବଣୀ ପାୱାର ଏମ୍ସର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିଛନ୍ତି । ରୋଗୀ ରେଫର୍ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ୍…

ନବୀନଙ୍କ ମାଷ୍ଟରଷ୍ଟ୍ରୋକ, ସଭାରେ କହିଲେ ‘୨୦୨୩ରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର’

ପଦ୍ମପୁର: ପଦ୍ମପୁର ଗଲେ, ପେଡ଼ି ଖୋଲିଲେ । ନବୀନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍ । କହିଲେ ଜିଲ୍ଲା ହେବ ପଦ୍ମପୁର । ୨୦୨୩ରେ ପୂରଣ ହେବ ପଦ୍ମପୁରବାସୀଙ୍କ ସ୍ୱପ୍ନ । ଉପନିର୍ବାଚନ ପ୍ରଚାରକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପଦ୍ମପୁରରେ ମାରାଥନ୍ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ…

ASO ପରୀକ୍ଷା ଫଳ ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ଓପିଏସସି ପକ୍ଷରୁ କରାଯାଇଥିବା ASO ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଓପିଏସସି ASO ରେଜଲ୍ଟ ପ୍ରକାଶି କରିବ ନାହିଁ । ତେବେ ଡିସେମ୍ବର ୪ ତାରିଖରେ ହେବାକୁ ଥିବା କମ୍ୟୁଟର ଦକ୍ଷତା…