Latest Odisha News

[ଦେଖନ୍ତୁ ଭିଡିଓ] ଘରୁ ୫୦ କୋଟି ପରେ ଅର୍ପିତାଙ୍କ ଆକାଉଣ୍ଟରୁ ଆଉ ୮ କୋଟି ଜବତ

କୋଲକାତା: ପାର୍ଥ ଚାଟାର୍ଜୀ ନା ଅର୍ପିତା ମୁଖାର୍ଜୀଙ୍କର । ଇଡି ରେଡ୍ ପରେ ମିଳିଥିବା ୫୦ କୋଟି କାହାର ? ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଟଙ୍କା ତାଙ୍କର ନୁହେଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ସମୟ କହିବ କିଏ ତାଙ୍କ…

ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ନୂଆ ବିରୋଧୀ ଦଳ ନେତା ବାଛିଲା ବିଜେପି । ଜୟ ନାରାୟଣ ମିଶ୍ର ହୋଇଛନ୍ତି ନୂଆ ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣଙ୍କ ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ । ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ପ୍ରଦୀପ୍ତ ନାଏକଙ୍କ…

ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କଟକ: ପୂର୍ବତନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଇଡି ଆଟାଚ୍ କରିଛି । ପ୍ରଭାତ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ED ଆଟାଚ୍ କରିଥିବା ଜଣାପଡ଼ିଛି । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତି ଆଟାଚ୍ କରିଛି ED । ଅଣ ବ୍ୟାକିଙ୍ଗ ସଂସ୍ଥା ଜରିଆରେ…

ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ଗୃହରେ ଏକାଠି ହେଲେ ସବୁ ଦଳ

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ବିଧାନସଭାରେ ଏକାଠି ହୋଇଛନ୍ତି ସବୁ ଦଳ । ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ ଉଠାଇଛନ୍ତି । ପ୍ରଥମେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ । କହିଥିଲେ ୨୦୧୭ରେ ବିଧାୟକଙ୍କ ଦରମା ଶେଷ…

ଜାଣନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଡ଼ିରେ କ’ଣ ସବୁ ସୁବିଧା ରହିଛି ?

ନୂଆଦିଲ୍ଲୀ: ସ୍ୱାଧୀନ ଭାରତରେ ଜନ୍ମିତ ଦେଶର ପ୍ରଥମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି । ରାଷ୍ଟ୍ରପତି ଭାବେ ତାଙ୍କୁ ମିଳିଥିବା ସୁବିଧା ମଧ୍ୟରେ ଗାଡ଼ି ଅନ୍ୟତମ । କାରଣ ଦେଶର ପ୍ରଥମ ନାଗରିକଙ୍କ ଗାଡ଼ିରେ ନଥାଏ ନମ୍ବର ପ୍ଲେଟ୍ ।…

କ୍ଷୋଭ ପ୍ରକାଶ କଲେ ଅଭିନେତା ମନୋଜ ମିଶ୍ର, କହିଲେ ‘ତାକୁ ପରିବାର ସହ ଛାଡ଼ି ଦିଅନ୍ତୁ’

ଭୁବନେଶ୍ୱର: ରାସ୍ତାରେ ଷ୍ଟାର କଳିକୁ ନେଇ ରାଜ୍ୟ ବାହାରେ ଚର୍ଚ୍ଚା । କୌଣସି ଓଡ଼ିଆ ସିନେମାକୁ ନେଇ ସାଧାରଣତଃ ରାଜ୍ୟ ବାହାରେ ଆଲୋଚନା ହୁଏନି । ହେଲେ ବାବୁଶାନଙ୍କ ଘରୋଇ କଳିକୁ ନେଇ ରାସ୍ତାରେ ଟଣାଓଟରା ଭିଡିଓ ଭାଇରାଲ୍ ପରେ ଏବେ ସବୁଠି ଆଲୋଚନା ଚାଲିଛି । ଯେଉଁ ଲୋକ ଓଡ଼ିଆ ସିନେମାର…

[ଦେଖନ୍ତୁ ଭିଡିଓ] ରାଷ୍ଟ୍ରପତି ଭାବେ ମିଳେ ଏହି ସବୁ ସୁବିଧା, ଦରମା ଏତିକି…

ନୂଆଦିଲ୍ଲୀ: ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହେବା ପରେ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା । ସମସ୍ତେ ଜାଣବାକୁ ଆଗ୍ରହୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ…

କାଶୀପୁରର ହଇଜା ପ୍ରବଣ ଅଞ୍ଚଳରେ ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ରାୟଗଡ଼ା: ବଢ଼ୁଛି ହଇଜା ମୃତ୍ୟୁ । ନିୟନ୍ତ୍ରଣକୁ ଆସୁନି ସ୍ଥିତି । ହଇଜାରେ ୯ ଜଣଙ୍କ ଜୀବନ ଯିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ସହ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । କାଶୀପୁର ବ୍ଲକର  ବିଭିନ୍ନ ଗାଁରେ ହଇଜା ଯୋଗୁଁ…

[ଦେଖନ୍ତୁ ଭିଡିଓ] ପ୍ରେମରେ ପ୍ରକୃତି ଓ ବାବୁଶାନ ! ରାସ୍ତାରେ ଦେଖି ଉଭୟଙ୍କୁ ମାଡ଼ ମାରିଲେ ବାବୁଶାନଙ୍କ ପତ୍ନୀ

ଭୁବନେଶ୍ୱର: ପ୍ରକୃତିଙ୍କ ପାଇଁ ବାବୁଶାନଙ୍କ ପରିବାରରେ ଫାଟ ! ରାସ୍ତାରେ ଧରି ପ୍ରକୃତିଙ୍କୁ ଛେଚିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି । କହିଲେ ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ଭାଙ୍ଗୁଛି । ରିଲରେ ଆପଣ ପ୍ରକୃତି ଓ ବାବୁଶାନଙ୍କ ପ୍ରେମ ଦେଖିଥିବେ । ଆଉ ରିଅଲରେ ସ୍ୱାମୀଙ୍କ ସହ ପ୍ରକୃତିଙ୍କୁ…

ଅଷ୍ଟ୍ରେଲିଆ ଲିଗରେ ଖେଳିବେ IPLର ଏହି ୨ ଷ୍ଟାର ଖେଳାଳି

ବ୍ରିସବେନ୍: ଭାରତର ୨ ବୋଲର ଚେତନ ସକାରିଆ ଓ ମୁକେଶ ଚୌଧୁରୀ ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ମ୍ୟାକ୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜିନରେ ଖେଳିବେ । ଏହି ଦୁଇ ଖେଳାଳି ଆଇପିଏଲ୍ ଖେଳିଥିବା ବେଳେ ପ୍ରଦର୍ଶନ ବେଶ୍ ଭଲ ରହିଥିଲା । ଗତ ଆଇପିଏଲ୍ (IPL) ସଂସ୍କରଣରେ…