Latest Odisha News

BREAKING NEWS

ପତ୍ନୀଙ୍କୁ ଦାମୀ ଘଣ୍ଟା ଉପହାର ଦେଲେ ରାହୁଲ: ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଛୋଟ ପରଦାର ମୋଷ୍ଟ ପପୁଲାର କପଲ ଭାବେ ପରିଚିତ ଅଭିନେତ୍ରୀ ଦିଶା ପରମାର ଓ ଅଭିନେତା ରାହୁଲ ବୈଦ୍ୟ । ଏହି କପଲ ଖୁବ୍‌ଶୀଘ୍ର ବାପାମାଆ ହେବାକୁ ଯାଉଛନ୍ତି । ଏହାକୁ ନେଇ ଉଭୟ ବହୁତ ଖୁସି ଥିବା ନଜର ଆସିଛନ୍ତି । ଏହି ଖୁସିରେ ରାହୁଲ ଦିଶାଙ୍କୁ ଏକ ଦାମୀ ଉପହାର ଦେଇଛନ୍ତି । ଏହି…

ହେଲିକପ୍ଟର ଉଡ଼ାଣ ସମୟରେ ଯୁବକ ନେଉଥିଲେ ସେଲ୍‌ଫି : ଗୋଡ଼େଇ ଗୋଡ଼େଇ ପିଟିଲେ ସୁରକ୍ଷାକର୍ମୀ

ଉତ୍ତରାଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ କରିବା ଓ ସେଲଫି ପାଇଁ ସମସ୍ତେ ପାଗଳ । ସେମାନେ ସ୍ଥାନ,କାଳ ପାତ୍ର, ସବୁକିଛି ଭୁଲି ଯାଉଛନ୍ତି । ଏଥିଲାଗି ସେମାନେ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ସେମିତି ଜଣେ ଯୁବକ ହେଲିକପ୍ଟର ଉଡ଼ାଣ ସମୟରେ ସେଲଫି ନେବା ତାଙ୍କୁ ମହଙ୍ଗା…

ଏମିତି ଏକ ମନ୍ଦିର , ଯେଉଁଠି ପୂଜା ପାଏ କେବଳ ବୃଷଭ

ହରିୟାଣା: ପ୍ରତ୍ୟେକ ଶିବ ମନ୍ଦିର ଆଗରେ ବୃଷଭ ପୂଜା ପାଉଥିବା ସମସ୍ତେ ଦେଖିଥିବେ । ହେଲେ ହରିୟାଣାରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି କେବଳ ବୃଷଭ ହିଁ ପୂଜା ପାଉଛନ୍ତି । ପ୍ରତ୍ୟେକ ଦିନ ପୂଜା କରିବା ଓ ଦର୍ଶନ ନିମନ୍ତେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ହରିୟାଣାର ଜିନ୍ଦ…

ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଜହ୍ନ ରାତିର ସାଥୀ’

ଭୁବନେଶ୍ୱର: ଆଗକୁ ଆସୁଛି ଭିନ୍ନ ଧରଣର ଓଡ଼ିଆ ଫିଲ୍ମ ‘ଜହ୍ନ ରାତିର ସାଥୀ’ । ଏଥିରେ ମୁଖ୍ୟ ଭୂମିକା ଅଭିନେତା ସମ୍ବିତ ଥିବା ବେଳେ ତାଙ୍କର ନାୟିକା ସାଜିଛନ୍ତି ଅଭିନେତ୍ରୀ ପୁନମ ଓ ଶୀତଲ । ନିକଟରେ ଏହାର ଅଡିଓ ଓ ଟିଜର ରିଲିଜ୍ ହେଇଯାଇଛି । ଖୁବ୍‌ଶୀଘ୍ର ଏହି ଫିଲ୍ମ ରିଲିଜ୍ ହେବ ବୋଲି…

ଆଉ ବାଇକ୍‌ରେ ନୁହେଁ, ଉଡ଼ି ଉଡ଼ି ହେବ ପିଜା ଡେଲିଭରି

ଲଣ୍ଡନ: ସମୟ ବଦଳିବା ସହିତ ବଦଳିବାରେ ଲାଗିଛି ଲୋକଙ୍କ ମାନସିକତା । ସମୟ ବଞ୍ଚାଇବା ସହିତ ଅଧିକ ଅର୍ଥ ରୋଜଗାର ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ଯୁବକଯୁବତୀ । ଏହାକୁ ଦୃଷ୍ଟିରେ ରଖି ଲଣ୍ଡନର ଏକ ପିଜା ଡ଼େଲିଭରି କମ୍ପାନୀ ତାର କର୍ମଚାରୀଙ୍କୁ ଯୋଗାଇଛନ୍ତି ଜେଟ୍ ଡ଼େଲିଭରି ଜ୍ୟାକେଟ୍ ।…

ବନ୍ୟା ପାଇଁ ସୁଟିଂ ବାତିଲ୍ କଲେ ଜାହ୍ନବୀ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁ ରାଜଧାନୀ ଦିଲ୍ଲୀରେ ବନ୍ୟା ପରିସ୍ଥିତି ଉପୁଜିଛି । ଯମୁନା ନଦୀ ପାଣି ସହରରେ ପ୍ରବେଶ କରିଛି । ଫଳରେ ତଳିଆ ଅଞ୍ଚଳ ଅଧିକ ଜଳମଗ୍ନ ଥିବା ବେଳେ ଅନେକ ସ୍ଥାନରେ ପାଣି ଜମି ରହିଛି । ଅନେକ ଅଞ୍ଚଳ ଜଳମଗ୍ନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ…

ଇଟା, ସିମେଣ୍ଟ ବିନା ନିର୍ମିତ ତିନି ମହଲା ବିଶିଷ୍ଟ ମନ୍ଦିର: ୧୦୮ ସ୍ତମ୍ଭ ଉପରେ ହୋଇଛି ଛିଡ଼ା

ରାଜସ୍ଥାନ: ଏବେ ଶ୍ରାବଣ ମାସ ଚାଲିଛି । ଏଭଳି ପରିସ୍ଥିତିରେ ଭଗବାନ ଶିବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଛି । ତେବେ ଆମେ ଆପଣଙ୍କୁ ଏପରି ଏକ ଶିବ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ଏକ ହଜାର ବର୍ଷ ପୁରୁଣା । ଏହି ମନ୍ଦିରର ବିଶେଷ କଥା ହେଉଛି ଏହା ସିମେଣ୍ଟ ଏବଂ ଇଟା…

ସୁଟିଂ ସେଟ୍‌ରେ ଅସୁସ୍ଥ ହୋଇପଡ଼ିଲେ ଟିନା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଟିନା ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି । ଏବେ ତାଙ୍କ…

ଅଭିନେତା ରବିନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ଫ୍ଲାଟରୁ ମିଳିଲା ମୃତଦେହ

ମୁମ୍ବାଇ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛିି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ପୁଣେର ତଲେଗାଓଁ ଦାଭାଡେସ୍ଥିତ ତାଙ୍କ ଫ୍ଲାଟରୁ ମୃତଦେହ ଉଦ୍ଧାର କରାଯାଇଛି । ୨/୩ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ…

ନିଖୋଜ କୁକୁରକୁ ଖୋଜିଦେଲେ ମିଳିବ ୧୧ କୋଟି , ସୂଚନା ଦେଲେ ୨ କୋଟି

ଚୀନ: ଆପଣ ବିଭିନ୍ନ ପ୍ରକାରର ପୁରସ୍କାର ବିଷୟରେ ଶୁଣିଥିବେ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ପୋଲିସ ପକ୍ଷରୁ ପୁରସ୍କାର ରାଶି ମିଳିଥାଏ ଏହା ସମସ୍ତେ ଜାଣିଥିବେ । ହେଲେ ହଜିଯାଇଥିବା ଗୋଟେ କୁକୁରକୁ ଖୋଜିଦେଲେ କିମ୍ବା ସୂଚନା ଦେଲେ ପୁରସ୍କାର ରାଶି ଘୋଷଣା କରାଯାଇଛି । ଆଉ ଏହି…