୧୪ ବର୍ଷ ତଳ ଘଟଣାର ପୁନରାବୃତ୍ତି: ସେତେବେଳେ କରମଣ୍ଡଳ ନେଇଥିଲା ୧୬ ଜଣଙ୍କ ଜୀବନ
ଭୁବନେଶ୍ୱର: ପୁଣି ଥରେ ଦୀର୍ଘ ୧୪ ବର୍ଷ ପରେ ରେଲଟ୍ରାକ୍ରେ ଭୟଙ୍କର ଦୁର୍ଘଟଣାର ପୁନରାବୃତ୍ତି ଘଟିଛି । ୨୦୦୯ ମସିହା ଫେବୃୟାରୀ ୧୩ ତାରିଖରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ୧୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଘଟଣାଟି…