Latest Odisha News

BREAKING NEWS

ପୁରୁଷଙ୍କ ପରି ଲମ୍ବା ଧାଡ଼ି ରଖି ବିଶ୍ୱ ରେକର୍ଡ଼ କଲେ ମହିଳା, ସଉକ ନୁହେଁ,ପରିସ୍ଥିତି କରିଥିଲା ବାଧ୍ୟ

ନ୍ୟୁୟର୍କ: ଆଜିକାଲି ଦାଢି ରଖିବା ଯୁବକମାନଙ୍କର ଏକ ଫ୍ୟାଶନ ହୋଇଯାଇଛି । କେହି କେହି ଲମ୍ବା ଦାଢି ରଖିବାକୁ ପସନ୍ଦ କରୁଥିବା ଆଉ କିଏ ଛୋଟ ଛୋଟ ରଖିଥାନ୍ତି । ଏହା ତ ସାଧାରଣ କଥା । ହେଲେ ଏମିତି ଜଣେ ଆମେରିକୀୟ ମହିଳା ଅଛନ୍ତି ଯିଏ କି ଲମ୍ବା ଦାଢି଼ି ରଖି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହା…

ଭାଇ-ଭଉଣୀ ଲାଗିଲେ କଳି: ରାଗିକି ମୋବାଇଲ ଗିଳିଦେଲା ଭଉଣୀ

ଭୋପାଳ: ପ୍ରତ୍ୟେକ ଘରେ ଭାଇ-ଭଉଣୀ ଝଗଡ଼ା କରିବା ଖୁବ୍ ସାଧାରଣ କଥା । ଛୋଟ ଛୋଟ କଥାକୁ ନେଇ ସେମାନେ ଝଗଡ଼ା କରିଥାନ୍ତି । ବେଳେ ବେଳେ ଏହି ଝଗଡ଼ା ଏତେ ମାରାତ୍ମକ ହୋଇଥାଏ ଯେ, ଏହାଦ୍ୱାରା ଭୟଙ୍କର ସ୍ଥିତି ମଧ୍ୟ ଉପୁଜିଥାଏ । ଭୋପାଳରେ ଏମିତି ଏକ ଅଜବ ଘଟଣା ଘଟିଛି ଯେଉଁଥିରେ ଭାଇଭଉଣୀଙ୍କ ଝଗଡ଼ା…

କେଶ କାଟିବାକୁ ବିମାନ ଯୋଗେ ବ୍ରିଟେନରୁ ତୁର୍କୀ ଯାଆନ୍ତି ମହିଳା, କାରଣ ଜାଣିଲେ ଆପଣ ନିଶ୍ଚୟ ପ୍ରଶଂସା କରିବେ

ବ୍ରିଟେନ: ଆଜିକାଲି ଧନୀ ବ୍ୟକ୍ତିଙ୍କ ପାଖରେ ସବୁକିଛି ସମ୍ଭବ । ସେମାନେ ଧନ ବଳରେ ସବୁ କାମ କରିପାରନ୍ତି । କିନ୍ତୁ ମଧ୍ୟବିତ୍ ପରିବାର ଲୋକେ କମ୍ ଖର୍ଚ୍ଚରେ କିପରି ଭଲ ସୁବିଧା ପାଇପାରିବେ ସେଥିଲାଗି ସବୁବେଳେ ଚେଷ୍ଟା କରିଥାନ୍ତି । ବିଟ୍ରେନରେ ଏମିତି ଜଣେ ମହିଳା ଅଛନ୍ତି ଯିଏକି ନିଜର କେଶ…

ଝିଅର ମଙ୍ଗଳ ପାଇଁ ସିଦ୍ଧିବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରିୟଙ୍କା

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଝିଅ ମାଲତୀ ମ୍ୟାରି ଚୋପ୍ରାଙ୍କ ସହ ପୂଜାର୍ଚ୍ଚନା କରିଛନ୍ତି । ପ୍ରିୟଙ୍କା ଏବଂ ତାଙ୍କ ଝିଅ ପୂଜାପାଠ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେ ଏକ ପାରମ୍ପରିକ ନୀଳରଙ୍ଗର ଡ଼୍ରେସ ପିନ୍ଧିଥିବା ବେଳେ…

ବିବାହ ଉତ୍ସବରେ କନ୍ୟା କଲେ ମଦ୍ୟପାନ: ନିଶା ଟଳମଳ ଅବସ୍ଥାରେ ଟଏଲେଟ୍‌ରେ ବସି ରହିଲେ

ନ୍ୟୁୟର୍କ: ପ୍ରତ୍ୟେକ ପୁଅ ଏବଂ ଝିିଅ ନିଜ ବିବାହ ଦିନକୁ ସ୍ମରଣୀୟ କରିବାକୁ ଚାହାଁନ୍ତି । ଏଥିସହ ବିବାହ ଦିନ ବର ଏବଂ କନ୍ୟା ଶାନ୍ତ ଏବଂ ସଭ୍ୟ ମନୋଭାବ ବଜାୟ ରଖିଥାନ୍ତି । କିନ୍ତୁ ଯଦି ବିବାହ ଦିନ କନ୍ୟା ନିଜେ ମଦ୍ୟପାନ କରନ୍ତି ତେବେ କଣ ହେବ? ଠିକ୍ ସେମିତି ଆମେରିକାରେ ଏକ ବିବାହ…

ହାତକଡ଼ି ପକାଇ ୧୧ କିମି ପହଁରି ବିଶ୍ୱ ରେକର୍ଡ

ଇଜିପ୍ଟ: ବିଶ୍ୱ ରେକର୍ଡ଼ ହାସଲ ପାଇଁ ଲୋକଙ୍କର ଅନେକ କାରନାମା କରିବାରେ ଥାଏ ପ୍ରବଳ ଝୁଙ୍କ୍ । ଏମିତି ହାତରେ ହାତକଡ଼ି ପକାଇ ପାଣିରେ ପହଁରିବା ଓ ରେକର୍ଡ଼ କରିବା ନେଇ ଉଦ୍ୟମ କରି ସଫଳ ହୋଇଛନ୍ତି ଇଜିପ୍ଟର ଜଣେ ଯୁବକ । ସାଧାରଣତଃ ହାତକଡ଼ି ପକାଇ ପାଣିରେ ପହଁରିବା ଏକ ପ୍ରକାର ଦୁଃସାଧ୍ୟ…

ହତ୍ୟା ଧମକ ପରେ ବୁଲେଟ ପ୍ରୁଫ କାର୍ କିଣିଲେ ସଲମାନ

ମୁମ୍ବାଇ: କିଛି ଦିନ ହେଲା ବଲିଉଡର ଭାଇଜାନ୍ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଛି । ଏହାକୁ ନେଇ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏବେ ନିଜର ସୁରକ୍ଷା ପାଇଁ ସଲମାନ ବିଦେଶରୁ ଏକ ବୁଲେଟ୍ ପ୍ରୁଫ୍ ଗାଡ଼ି କିଣିଛନ୍ତି । କାରଟି ହେଲା ନିଶାନ ପେଟ୍ରୋଲ ଏସୟୁଭି ।…

ଜ୍ୱାଇଁଙ୍କୁ ଦେଖି ଶାଶୁ ପାଗଳ, ଝିିଅ ସହ ହନିମୁନ୍ ଟ୍ରିପ୍‌ରେ ଗଲେ ଶାଶୁ

ଲଣ୍ଡନ: ଦୁନିଆରେ ମାଆ ଏବଂ ଝିିଅର ସମ୍ପର୍କ ସବୁଠାରୁ ଅଧିକ ନିବିଡ଼ । ଗୋଟିଏ ଝିଅ ପାଇଁ ତା ମାଆ ହେଉଛି ତାର ସର୍ବୋତ୍ତମ ବନ୍ଧୁ । ଝିଅଟିଏ ତା’ର ଜୀବନର ସମସ୍ତ ଭଲମନ୍ଦ ବିଷୟରେ ପ୍ରଥମେ ମାଆ ସହିତ ବାଣ୍ଟିଥାଏ । ମାଆ ମଧ୍ୟ ନିଜେ ସମସ୍ତ ଅସୁବିଧା ବହନ କରି ଝିଅକୁୁ ସବୁ ସୁଖ ଦେବା ପାଇଁ…

ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ଡେଲିଭରି ବୟ’: ଦେଖିବାକୁ ମିଳିଛି ଡ଼େଲିଭରି ବୟର ସଂଘର୍ଷର କାହାଣୀ

ଭୁବନେଶ୍ୱର: ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ଡେଲିଭରି ବୟ’ ଶୁକ୍ରବାର ରିଲିଜ୍ ହୋଇଛି । ଏକ ବାସ୍ତବ ଘଟଣାକୁ ନେଇ ଫିଲ୍ମ୍ରଟି ନିର୍ମିତ ହୋଇଛି । ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଁଚାଇବା ଡେଲିଭରି ବୟର ଦାୟିତ୍ୱ…

ଜୁଏଲେରି ଡିଜାଇନରଙ୍କ ଭିନ୍ନ ଲୁକ୍‌: ପିନ୍ଧିଲେ ସୁନାରେ ନିର୍ମିତ ବ୍ଲାଉଜ ଓ ବେଲି ଆର୍ମର

ମୁମ୍ବାଇ: ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରର ଉଦ୍‌ଘାଟନୀ ସମାରୋହ ୩ ଦିନ ଧରି ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ବଲିଉଡ୍ , ହଲିଉଡ୍ ଓ କଲଚରାଲ ଆର୍ଟିଷ୍ଟ ଯୋଗ ଦେଇଥିଲେ । ସମସ୍ତେ ଭଳିକି ଭଳି ସୁନ୍ଦର ଡିଜାଇନ୍‌ର ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତଙ୍କଠାରୁ ଫେମସ…