Latest Odisha News

BREAKING NEWS

୬ ଫୁଟ କୁକୁରକୁ ସିଂହ ଭାବି ଡ଼ରୁଛନ୍ତି ଲୋକେ, ୩ ବର୍ଷରେ ଖାଇଲାଣି ୧୦ ଲକ୍ଷ ଟଙ୍କାର ମାଂସ

ଅନେକଙ୍କର ପୋଷା ଜୀବ ପାଳିବା ଖୁବ୍ ସଉକ ଥାଏ । ସେଥିପାଇଁ ସେମାନେ ଘରେ କୁକୁର,ବିଲେଇ ଭଳି ଗୃହପାଳିତ ପଶୁଙ୍କୁ ପାଳିଥାନ୍ତି । ବିଶେଷକରି ବିଭିନ୍ନ ହାଇବ୍ରିଡ଼୍ ପ୍ରଜାତିର କୁକୁର ପାଳିବା ନେଇ ଅନେକଙ୍କର ଖୁବ୍ ଆଗ୍ରହ ଥିବା ଦେଖିବାକୁ ମିଳେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଗୋଟେ କୁକୁର…

କେରଳ ନିଆରା ପର୍ବ: ଯେଉଁଥିରେ ପୁରୁଷମାନେ ମହିଳା ବେଶରେ ସଜ୍ଜିତ ହୋଇ କରନ୍ତି ପୂଜାର୍ଚ୍ଚନା

କେରଳ: ବିଭିନ୍ନ ସ୍ଥାନରେ ଲୋକେ ଭିନ୍ନ ଭିନ୍ନ ପର୍ବ ପର୍ବାଣି ପାଳନ କରିଥାନ୍ତି । ଯେତେବେଳେ ଯଦି ଜଣେ ପୁରୁଷ ନାରୀ ବେଶରେ ସଜ୍ଜେଇ ହେବ ତାକୁ ଯିଏ ବି ଦେଖିବ ସେ ହସିବ । କିନ୍ତୁ କେରଳରେ ଏକ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ, ଯେଉଁଥିରେ ପୁରୁଷମାନେ ମହିଳାଙ୍କ ପରି ଡ଼୍ରେସ ଓ ଶାଢି ପିନ୍ଧିବା…

ଶାହରୁଖଙ୍କ ନୂଆ ଦାମୀ କାରକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ପଠାନ୍ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ସମସ୍ତ ରେକର୍ଡ ଭଙ୍ଗ କରିିଛି । ଏବେ ପୁଣି ଶାହରୁଖଙ୍କ ନୂଆ କାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ସେ ଦାମୀ କାର ରୋଲ୍ସ-ରୋଏସ କୁଲିନାନ ବ୍ଲାକ…

୫୫୦ ପିଲାର ବାପା ହେବାରୁ ଯୁବକ ଏବେ କୋର୍ଟର ଚକ୍କର କାଟୁଛନ୍ତି

ନେଦରଲ୍ୟାଣ୍ଡ: ଯଦି କୌଣସି ବ୍ୟକ୍ତିର ୮ରୁ ୧୦ ସନ୍ତାନ ଥିବା କଥା ଶୁଣାଯାଏ, ତେବେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । କିନ୍ତୁ ଏମିତି ଜଣେ ୪୧ ବର୍ଷ ବୟସ୍କ ବ୍ୟକ୍ତି ଅଛନ୍ତି, ଯିଏ ୫୫୦ଟି ସନ୍ତାନର ବାପା ହୋଇ ଚର୍ଚ୍ଚାକୁ ଆସିଛନ୍ତି । ତେବେ ତାଙ୍କର ସବୁ ପିଲା ଗୋଟିଏ ଛାତ ତଳେ କି ଦେଶରେ…

୨ ଥର ବିବାହ କରି ବି ୪୫ ବର୍ଷ ବୟସରେ ଏକା ଅଭିନେତ୍ରୀ ଦୀପଶିଖା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପଶିଖା ନାଗପାଲ । ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । ଦୀପଶିଖା ତାଙ୍କ ଜୀବନରେ ଦୁଇ ଥର ବିବାହ କରିଛନ୍ତି । ହେଲେ ଦୁଇ ଥର ଛାଡ଼ପତ୍ର ହେବା ପରେ ଏବେ ସେ ପୁରା ଏକାକୀ ଜୀବନ କାଟୁଛନ୍ତି । ୪୫ ବର୍ଷ ବୟସରେ ଏକା ରହିବା କେତେ…

ସ୍ୱାମୀଙ୍କୁ ପାଇବା ପାଇଁ ପ୍ରେମିକାର ରୂପ ନେଲେ ପତ୍ନୀ

ନ୍ୟୁୟର୍କ : ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଏବଂ ବିଶ୍ୱାସ ଉପରେ ନିର୍ଭର କରେ । ଯଦି ଏହି ଦୁଇଟି ଦିଗ ମଧ୍ୟରୁ କୌଣସି ଗୋଟିଏ କମେ, ତେବେ ସେହି ସମ୍ପର୍କ ଭାଙ୍ଗିଯାଏ । କିନ୍ତୁ ଆମେରିକାରେ ଜଣେ ମହିଳାଙ୍କ ସଂସାର ଭାଙ୍ଗିବାକୁ ଯାଉଥିବା ଜାଣି ମହିଳା ଜଣଙ୍କ ଅଦ୍ଭୁତ ଉପାୟ…

ମାର୍ଚ୍ଚ ୩୦ରେ ଅଜୟଙ୍କ ଡ଼ବଲ ଧମାକା: ରିଲିଜ୍ ହେବ ଫିଲ୍ମ ‘ଭୋଲା’ , ‘ମଇଦାନ’ର ଟିଜର

ମୁମ୍ବାଇ; ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କର ଆଗାମୀ ଫିଲ୍ମ ‘ଭୋଲା' କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତିି । ଫିଲ୍ମର ଟ୍ରେଲର ପ୍ରଶଂସକଙ୍କ ମଧ୍ୟରେ ବହୁ ଲୋକପ୍ରିୟତା ହାସଲ କରିଛି । ଏବେ ଲୋକମାନେ ଉତ୍ସାହର ସହିତ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ଏବେ ଅଜୟ ତାଙ୍କ ପ୍ରଶଂସକଙ୍କ ସହ ଆଉ…

ଏମିତି ଏକ ମନ୍ଦିର,ଯାହା ସମ୍ପୂର୍ଣ୍ଣ କାଚରେ ନିର୍ମିତ

ଇନ୍ଦୋର: ଇନ୍ଦୋର ସହରରେ ରହିଛି କାଚର ମନ୍ଦିର, ଯାହା କେବଳ ମଧ୍ୟପ୍ରଦେଶ ନୁହେଁ ସମଗ୍ର ଦେଶରେ ପ୍ରସିଦ୍ଧ । ଏହି ମନ୍ଦିର ଆଧ୍ୟାତ୍ମିକତା ସହିତ ଏହାର ସ୍ଥାପତ୍ୟ, ଗଠନ ଏବଂ ସୌନ୍ଦର୍ଯ୍ୟ ପାଇଁ ବିଖ୍ୟାତ । ସେଥିଲାଗି ବର୍ଷ ତମାମ ଏଠାକୁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ବାସ୍ତବରେ,…

ପାକିସ୍ତାନ ବେଳାଭୂମିରେ ଶାହରୁଖଙ୍କ ଚିତ୍ର

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଚାହିଦା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରହିଛି । ନିକଟରେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ଦେଖିବାକୁ ମିଳିଛି । ସମୁଦ୍ରକୂଳରେ ଶାହରୁଖଙ୍କ ଏକ ବିଶାଳ ବାଲୁକାଚିତ୍ର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।…

ସୁନ୍ଦର ଦେଖାଯିବା ପାଇଁ ୧୭ ବର୍ଷ ବୟସରେ ଖର୍ଚ୍ଚ କଲେ ୧୦ କୋଟି ଟଙ୍କା

ବ୍ରିଟେନ: ପ୍ରତ୍ୟେକ ବ୍ୟକ୍ତି ସୁନ୍ଦର ଏବଂ ଫିଟ୍ ଦେଖାଯିବାକୁ ଚାହାଁନ୍ତି । ଏଥିପାଇଁ ଅନେକ ଜିମ୍ ଯାଇ ନିୟମିତ ବ୍ୟାୟାମ ବି କରନ୍ତି । ସୁସ୍ଥ ଖାଦ୍ୟ ଖାଆନ୍ତି । ଅନେକ ନିଜର ଚେହେରାକୁ ସୁନ୍ଦର କରିବା ପାଇଁ ପାଣି ପରି ପଇସା ବି ଖର୍ଚ୍ଚ କରନ୍ତି । କିନ୍ତୁ ଏପରି ଜଣେ ୧୭ ବର୍ଷୀୟା ଯୁବତୀ…