ନିଜ ପାଇଁ ନିଜେ: ଗରମ ପାଇଁ ପାଇପ୍ ଧରି ଗାଧୋଉଛି ହାତୀ
କୁହାଯାଏ ଯେ, ହାତୀ ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ହାତୀର ଜ୍ଞାନ ଓ ପରସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେବା ଅନ୍ୟ ପ୍ରାଣୀଙ୍କ ତୁଳନାରେ ଅଧିକ ତୀକ୍ଷ୍ଣ । ସେଥିପାଇଁ ହାତୀ ଲୋକମାନଙ୍କୁ ନିଜର ଅନୁଗାମୀ କରିପାରେ । କିନ୍ତୁ ଯଦି ଲୋକମାନେ ହାତୀକୁୁ ହଇରାଣ କରନ୍ତି, ତେବେ ସେମାନେ ନିଜ…