Latest Odisha News

BREAKING NEWS

ଗାଁରେ ରୁହନ୍ତି କେବଳ ବଳାତ୍କାରୀ

ଶୀର୍ଷକ ପଢିଲା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଆପଣମାନେ ଭାବୁଥିବେ ଏମିତି ଏକ ଗାଁ ଅଛି ଯେଉଁଠି କେବଳ ହୁଏତ ବଳାତ୍କାରୀ ହିଁ ବସବାସ କରନ୍ତି । କଥାଟି ସତ , କିନ୍ତୁ ସତ ପଛର କାହାଣୀ କିଛି ଅଲଗା । ଆମେରିକାର ଫ୍ଲୋରିଡ଼ା ସହରଠାରୁ ପ୍ରାୟ ଦୁଇ ମାଇଲ ଦୂରରେ ରହିଛି ଏମିତି ଏକ…

ଫେରାର ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ମାରିଲା ପୋଲିସ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ନିକଟସ୍ଥ ଏମଭି-୮୩ ଗ୍ରାମରେ ଆଜି ପୋଲିସ ଫେରାର ଥିବା ଗଂଜେଇ ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ଲଗାଇଛି । ଏଥିସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁରେ ପ୍ରଚାର ମଧ୍ୟ କରିଛି । ତେବେ ତୁରନ୍ତ କୋର୍ଟରେ ହାଜର ନ ହେଲେ ସେମାନଙ୍କର ସମସ୍ତ…

ପଦ୍ମଶ୍ରୀ ପୁରସ୍କାର ପାଇବେ ପଟ୍ଟାୟତ କୁମାର ସାହୁ: ଛୁଟିଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା: ପଦ୍ମଶ୍ରୀ ପୁରସ୍କାର ପାଇଁ କଳାହାଣ୍ଡି ଜିଲାର ପଟ୍ଟାୟତ କୁମାର ସାହୁ ମନୋନୀତ ହୋଇଛନ୍ତି । ଏହା କଳାହାଣ୍ଡି ଜିଲା ପାଇଁ ଗର୍ବ ଓ ଗୌରବର କଥା । ଏନେଇ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ୩ ହଜାରରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ରୋପଣ କରିଥିବାରୁ ସେ ଏହି ସମ୍ମାନଜନକ…

ବୋଲେରୋକୁ ପଛରୁ ପିଟିଲା ଆମ୍ବୁଲାନ୍ସ: ଉତ୍ତେଜନା

ଜଗତସିଂହପୁର: ଜଗତ୍‌ସିଂହପୁର ସଦର ବ୍ଲକ ଅନ୍ତର୍ଗତ ତୁଳସୀ ଗାଦି ଛକ ନିକଟରେ ଏକ ଆମ୍ବୁଲାନ୍ସ ବୋଲେରୋ ପଛକୁ ଧକ୍କା ଦେଇଛି । ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ…

୩ ମାସ ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ପୁରୀ: ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରୋଶ ଚନ୍ଦ୍ର ମହାପାତ୍ର । ସେ ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସମୀକ୍ଷା କରି ଏହା…

କୋଟିପତି ଭିକାରୁଣୀ: ଭିକ ମାଗିବାକୁ ଯାଆନ୍ତି ଦାମି କାରରେ

ଆବୁଧାବି: ମସଜିଦ୍ ଆଗରେ ବସିଛନ୍ତି ଜଣେ ମହିଳା । ପିନ୍ଧିଛନ୍ତି ଫଟାଚିରା କପଡ଼ା । ପାଖରେ ଅଛି ଗୋଟିଏ ଛିଣ୍ଡା ବ୍ୟାଗ୍ । ମସଜିଦ୍‌କୁ ଆସୁଥିବା ଲୋକଙ୍କୁ ହାତ ପାତି ଭିକ ମାଗୁଛନ୍ତି । ଏହା ନିତିଦିନିଆ ଘଟଣା । ଭିକ ମାଗିବାରୁ ଯାହା ମିଳେ ତାକୁ ନେଇ ଘରକୁ ଯାଇଥାନ୍ତି । ଆପଣ ଏବେ ଭାବୁଥିବେ…

ଅପରାଧୀଙ୍କୁ ପୂଜା: ମନସ୍କାମନା ପୂରଣ ପାଇଁ ଚଢାଯାଏ ମଦ

ନୂଆଦିଲ୍ଲୀ : ଭଗବାନଙ୍କୁ ଆମ୍ଭେମାନେ ପୂଜାର୍ଚ୍ଚନା କରିଥାନ୍ତି । ଏମିତି କି ନିଜର ମନସ୍କାମନା ପୂରଣ ପାଇଁ ଭୋଗ,ଦୀପ,ନୈବଦ୍ୟ ଅର୍ପଣ କରିଥାନ୍ତି । ହେଲେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଲୋକେ ଅପରାଧୀଙ୍କୁ ଭଗବାନଙ୍କ ପରି ପୂଜାର୍ଚ୍ଚନା କରିଥାନ୍ତି ଓ ମନସ୍କାମନା ପୂରଣ ପରେ ମଦ…

ସୁନ୍ଦର ଦେଖାଯିବା ପାଇଁ ଚକୋଲେଟ୍‌ରେ ସଜେଇ ହେଲେ କନିଆ

ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ କ’ଣ କରିଥାନ୍ତି । ସେମିତି ଜଣେ ଯୁବତୀ ନିଜ ବିବାହକୁ ସ୍ମରଣୀୟ କରିବାକୁ ଯାଇ କିଛି ଭିନ୍ନ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ହେୟାର ଷ୍ଟାଇଲକୁ ବିଭିନ୍ନ ପ୍ରକାରର ଚକୋଲେଟ୍‌ରେ ସଜ୍ଜାଇବା ସହ ନିଜ ଅଳଙ୍କାରକୁ ଚକୋଲେଟ୍‌ରେ ମଧ୍ୟ…

ମହାନଦୀଙ୍କୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ

କଟକ: କଟକ ହରିଣ ପାର୍କ ନିକଟସ୍ଥ ମହାନଦୀକୁ ଡ଼େଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ । ଯୁବତୀ ଜଣକ ଆଜି ସନ୍ଧ୍ୟାରେ ହଠାତ୍ ମହାନଦୀ ଡ଼େଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ…

୧୧୪ ପିଲାଙ୍କୁ ଜଣେ ଶିକ୍ଷକ: ଧାରଣାରେ ବସିଲେ ଛାତ୍ରଛାତ୍ରୀ, ଅଭିଭାବକ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭ଟି ଶ୍ରେଣୀରେ ୧୧୪ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ଜଣେ ଶିକ୍ଷକ । ଫଳରେ ପାଠପଢାରେ ବ୍ୟାଘାତ ହେଉଛି । ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀ ବାରମ୍ବାର ଦାବି କଲେ ମଧ୍ୟ କେହି…