କ୍ଷୀର ବାଲଟି ପଡ଼ିଯିବାରୁ ରାହୁଲଙ୍କ ବିରୋଧରେ ଏଫଆଇଆର ଦେଲେ ଯୁବକ
ନୂଆଦିଲ୍ଲୀ: କ୍ଷୀର ପଡ଼ିଗଲା ବୋଲି ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ ହେଲା ମାମଲା । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିହାରରେ ରାହୁଲଙ୍କ ଏମିତ ଏଫଆଇଆର ଦାୟର ହୋଇଛି । ଏଫଆଇଆରରେ ଅଭିଯୋଗ ହୋଇଛି ଯେ ରାହୁଲ ଗାନ୍ଧୀଙ୍କ ଯୋଗୁଁ ତାଙ୍କର ଗୋଟିଏ କ୍ଷୀର ବାଲ୍ଟି ତଳେ ପଡ଼ିଯାଇଥିଲା। ଏଥିପାଇଁ…