Latest Odisha News

BREAKING NEWS

ପାଠ୍ୟ ପୁସ୍ତକରେ କପିଳଙ୍କ ସଂଘର୍ଷ କାହାଣୀ

କପିଳ ଶର୍ମା ଜଣେ ହୋଷ୍ଟ, ଆକ୍ଟର ଓ ପ୍ରଡ୍ୟୁସର । ପଂଜାବ ଅମୃତସରରେ ତାଙ୍କର ଜନ୍ମ । ୨୦୦୭ରେ ଗ୍ରେଟ ଇଣ୍ଡିଆନ୍ ଲାଫଟର ସୋ’ଅଡିଶନରେ ରିଜେକ୍ଟ ହେବା ପରେ ନିଜ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଥିଲେ । ଏବେ କିଛି ପାଠ୍ୟ ପୁସ୍ତକରେ କପିଳଙ୍କ ସଂଘର୍ଷ କାହାଣୀ ପ୍ରକାଶିତ କରାଯିବ । ଯାହାକୁ…

ଫୁରସତରେ ଚା’

ଜୀବନର ବ୍ୟସ୍ତତା ଭିତରେ ଟିକେ ଫୁରସତ ଦରକାର । ଆଉ ସେହି ଫୁରସତରେ ନିହାତି ଭାବେ ନିଜକୁ ତାଜା ରଖିବା ଜରୁରୀ । ଆଉ ଏନେଇ ସକାଳ ହେଉ କି ସଂଧ୍ୟା ଦରକାର ଚା’ କପ୍‌ଟିଏ । ଆଜିକାଲି ରାସ୍ତାକଡରେ ବିଭିନ୍ନ ଟି ଷ୍ଟଲ ଗୁଡିକରେ ଭେରାଇଟି ଚା’ସବୁ ମିଳୁଛି । ହେଲେ ସେହି ଚା’ଭିତରେ ତନ୍ଦୁରୀ ,…

ମାଆ ହାଟକୋଟି ମନ୍ଦିରରେ ରହସ୍ୟ କଳସ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିଟେ ଏମିତି ବହୁ ରହସ୍ୟ ରହିଛି ।…

ମହୁମାଛିର ଅତି ଘନିଷ୍ଠ ବନ୍ଧୁ ନେଚର ଏମଏସ୍

ମହୁମାଛିର ଅତି ଘନିଷ୍ଠ ବନ୍ଧୁ । କେରଳ ତ୍ରିଶୂରର ନେଚର ଏମଏସ୍ । ପିଲାବେଳରୁ ମହୁମାଛିଙ୍କ ସେବାରେ । କେତେବେ ହାତରେ ତ କେତେବେଳେ ନେଚରଙ୍କ ମୁହୌଁରେ ଢାଙ୍କି ହୋଇ ବସନ୍ତି ମହୁମାଛି ମାନେ । ଏମାନଙ୍କ ସହ ପିଲାବେଳରୁ ସମ୍ପର୍କ ତାଙ୍କର । ଏନେଇ ବି ମ୍ୟାନ୍‌’ ଭାବେ ବେଶ୍ ଜଣାଶୁଣା ।…

ରିତେଶଙ୍କ ଓୟୋ ଦେବାଳିଆ ଆଡକୁ ଯାଉଥିବା ଘଟଣା ନେଇ ଚର୍ଚ୍ଚା

ରିତେଶ ଅଗ୍ରୱାଲ ୟଙ୍ଗ ବିଲିୟନେୟାର ଉଦ୍ୟୋଗୀ ସହ ଓୟୋର ପ୍ରତିଷ୍ଠାତା । ୨୦୧୩ରେ ଓରଭେଲ କୁ ଓୟୋରେ ପରିଣତ କରିଥିଲେ । ଯାହା ଏବେ ତାଙ୍କୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚୟ ଦେଇଛି । ତେବେ କିଛି ଦିନ ହେଲା ଏହା ଦେବାଳିଆ ଆଡକୁ ଯାଉଥିବା ଚର୍ଚ୍ଚା ହୋଇଥିଲା । ଯାହାକୁ ଖଣ୍ଡନ କରିବା ସହିତ ମିଛ…

ଦିନ ଦିପହରରେ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌

ସଇଁତଳା:ବ୍ୟାଙ୍କ୍ ସମ୍ମୁଖରୁ ଲୁଟ୍‌ପାଟ । ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଦେଢଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ସିସିଟିଭି ଫୁଟେଜରୁ ସମସ୍ତ ଲୁଟ୍‌ର ଚିତ୍ର ସ୍ପଷ୍ଟ ହୋଇଛି । ଘଟଣା ଘଟିଛି ସଇଁତଳା ଶାସ୍ତ୍ରୀ ଛକ ନିକଟରେ ।…

ପୁଣି ବିବାଦ ଘେରରେ ବାଂଲାଦେଶୀ ଲେଖିକା ତସଲିମା ନାସରିନ୍

ଭୁବନେଶ୍ୱର: ପୁଣି ବିବାଦ ଘେରକୁ ଚାଲି ଆସିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନାସରିନ୍ । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଟାର୍ଗେଟ କରି ବିରୋଧର ଶିକାର ହୋଇଛନ୍ତି । ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହ ବିରୋଧୀ ଲେଖା ପାଇଁ ତାଙ୍କୁ ବହୁବାର ହତ୍ୟା ଧମକ ମିଳିଛି ।…

ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ୱର: ମୋ ବ।ପାଙ୍କୁ ଜଲ୍‌ଦି ଫେରାଇ ଆଣ.. . .କୋହଭରା କଣ୍ଠରେ ଆକୁଳ ହୋଇ କାନ୍ଦୁଛି କୁନି ଝିଅ । କିଛି ଦିନ ହେଲା ବ।ପାଙ୍କୁ ନଦେଖି ଝିଅର ଆଖିରେ ଲୁହ ରହୁନି । ସେପଟେ ଛାତିକୁ ପଥର କରି ପୁଅର ଫେରିବା ବାଟକୁ ଚାହିଁ ବସିଛି ମା’ । କେବେ ଫେରିବ ତାର ଅଲିଅଳ ପୁଅ , ଦିନ ବିତିଗଲାଣି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ହିସାର ନା ରୋହତକରେ ହୋଇଥିଲା ମନୋହରଲାଲଙ୍କୁ କଳା ତେଲ ମାଡ ?

ଭୁୁବନେଶ୍ୱର: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଫିଙ୍ଗା ହୋଇଥିଲା କଳା ତେଲ । ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ଅଜବ ଦାବି । ଅନ୍ୟପଟେ ଏକ ପୁରୁଣା ମାମଲା ସହ ଏହି ଘଟଣା ଯୋଡିଥିଲାବେଳେ ସାମ୍ନାକୁ ଆସିଛି ସତ କାହାଣୀ ।