Latest Odisha News

BREAKING NEWS

ଚାଲାଣ ବେଳେ ୩ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି:ବାହାରକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ । ଶିଶୁ ସୁରକ୍ଷା କମିଟି ଓ ପୁଲିସର ମିଳିତ ଚଢାଉ ବେଳେ ୩ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଟଙ୍କାର ଲୋଭ ଦେଖାଇ ମାଲକାନଗିରି ଅଞ୍ଚଳରୁ ଏହି ପିଲାଙ୍କୁୂ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା । ଏବେ ଉଦ୍ଧାର…

ଗାଗାରିନ୍‌ଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ

ଦୀର୍ଘ ବର୍ଷ ପରେ ଖୋଲିଲା ମୃତ୍ୟୁ ରହସ୍ୟ । ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍ ଅନ୍ତରୀକ୍ଷରେ ପହଂଚି ଇତିହାସ ରଚିଥିଲେ । ଅନ୍ତରୀକ୍ଷ ଯାତ୍ରାର ୭ ବର୍ଷ ପରେ ଗାଗାରିନଙ୍କ ମୃତ୍ୟୁ ହୋଇଥିଲା । ହେଲେ ତାଙ୍କର ମୃତ୍ୟୁ ଏକ ପ୍ରକାର ରହସ୍ୟମୟ ହୋଇ ରହିଥିଲା । ଯାହାକି ଦୀର୍ଘ ୨୦ବର୍ଷ ପରେ…

ବଣ୍ଡା ଜନଜାତିଙ୍କ ବିକାଶ କେତେ ଦୂର?

ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ବିକାଶ ଲାଗି ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ଏବେ ବି ଭଲ ରାସ୍ତାଖଣ୍ଡିଏ ନଥିବା ବେଳେ ପକ୍କାଘରଟିଏ ବି ମିଳିପାରିନି । ତା ସହିତ ଶିକ୍ଷା ସ୍ୱାସ୍ଥ୍ୟ ବି ବିପର୍ଯ୍ୟସ୍ତ ହୋଇପଡିଛି କହିଲେ ଚଳେ । କିଭଳି ରହିଛି ଏହି ଜନଜାତିଙ୍କ ସ୍ଥିତି…

ବାଲୁଚିସ୍ତାନରେ ମା’ଭବାନୀଙ୍କ ଚୈତ୍ର ପୂଜା

ଚୈତ୍ର ମାସରେ ମା’ଙ୍କର କରାଯାଉଛି ରୀତିର ସହ ପୂଜାର୍ଚ୍ଚନା । ପାକିସ୍ତାନ ବାଲୁଚିସ୍ତାନ ହିଙ୍ଗୋଳ ନଦୀ କୂଳରେ ହିଙ୍ଗଲାଜ ଭବାନୀ ମନ୍ଦିର । ଯେଉଁଠି ହୁଏ ଚମତ୍କାର । ଆଉ ସବୁଠୁ ବଡ଼ କଥା ହେଲା ଏହି ମନ୍ଦିର ହେଉଛି ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଏକତାର ପ୍ରତୀକ । ଯେଉଁଠି ଉଭୟ ଧର୍ମର ଶ୍ରଦ୍ଧାଳୁ…

‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ

ମହାମାରୀର ଦ୍ରୁତ ସଂକ୍ରମଣ ଭିତରେ ମିଳିଲା ଆଉ ଏକ ସଂଜିବନୀ । କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଏବେ ‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ । ଭ।ରତରେ ବ୍ୟହୃତ ହେବ ଏହି ତୃତୀୟ ଭ୍ୟାକସିନ୍ । କ୍ଲିନିକାଲ ଟ୍ରାଏଲରେ ୯୧.୬ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଏହି ଟିକା ୨ରୁ ୮ ଡିଗ୍ରୀ ତାପମାତ୍ରାରେ…

ଅସୁରଗଡର ଐତିହାସିକ କାନ୍ଥ

ସମ୍ବଲପୁରର ଅସୁରଗଡ । କାହିଁକି ଏହି ସ୍ଥାନକୁ କୁହାଯାଏ ଅସୁରଗଡ । କିଏ ଓ କାହିଁକି ଏପରି କରିଛି ନାମକରଣ । ଅସୁରଗଡର ଐତିହାସିକ କାନ୍ଥ ପଛରେ କଣ ରହିଛି ରହସ୍ୟ । ଏନେଇ ଆଜି ବି ଅନେକ କିମ୍ବଦନ୍ତୀ ଶୁଣିବାକୁ ମିଳେ । ଏମିତି ଏକ ରହସ୍ୟମୟ ଠିକଣା ହେଉଛି ଅସୁରଗଡ । କାନ୍ଥରୁ ପଥର ଚୋରି କଲେ…

କରୋନା ଯୋଗୁ ଚିନ୍ତାରେ ମହୁଲ ବିକାଳି

ଗରିବ ଆଦିବାସୀଙ୍କ ପେଟ ପାଟଣାର ମାଧ୍ୟମ ପାଲଟିଛି ମହୁଲ ଫୁଲ । ମହୁଲ ସିଜିନ୍ ଆସିଲେ କନ୍ଧମାଳ ଜିଲ୍ଲାରେ ଛୋଟରୁ ବଡ ସଭିଏଁ ଲାଗିପଡିଥାନ୍ତି ସଂଗ୍ରହରେ । ପୂର୍ବଥର କରୋନା ଯୋଗୁ କିଛି ଲାଭ ମିଳିନଥିବା ବେଳେ ଏଥର ବି କରୋନା ଚିନ୍ତା ବଢାଇଲାଣି । ହେଲେ ତାରି ଭିତରେ ବି ଗୁଜୁରାଣ ପାଇଁ କିଭଳି…

ଅଲିଭ ରିଡ଼ଲେ କଁଇଛ ଶାବକ ମୃତ

କାକଟପୁର:ବନ ବିଭାଗର ଅବହେଳା, ଅସ୍ତରଙ୍ଗ ଜାହାନିଆ ହାଚେରୀ ରେ ବହୁ ସଂଖ୍ୟକ ଅଲିଭ ରିଡ଼ଲେ କଁଇଛ ଶାବକ ମୃତ । କାକଟପୁର ଅସ୍ତରଙ୍ଗ ବନାଞ୍ଚଳ ଅଧୀନ ପୀର ଜାହାନିଆ ଠାରେ ଥିବା ହାଚେରୀରେ ଶତାଧିକ ଅଲିଭ ରିଡ଼ଲେ କଁଇଛ ଶାବକଙ୍କ ମୃତ୍ୟୁ ହୋଇଛି । କେମିତି ଏବଂ କେଉଁ କାରଣରୁ ଏତେ ସଂଖ୍ୟକ ଶାବକ…

ନିଖୋଜ ବିମାନରେ କଙ୍କାଳ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପ।ଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିଟେ ଏମିତି ବହୁ ରହସ୍ୟ ରହିଛି ।…

ଛତିଶଗଡ଼ ପୋଲିସକୁ ସଫଳତା

କିଛି ଦିନର ନିରବତା ପରେ ପୁଣି ଛତିଶଗଡ଼ ପୋଲିସକୁ ମିଳିଲା ସଫଳତା । ଦାନ୍ତେୱାଡା ଜିଲ୍ଲା ଅନ୍ତର୍ଗତ ଗାଦାମ ଓ ଜଙ୍ଗମପାଲ ଜଙ୍ଗଲରେ କାଟ କଲ୍ୟାଣ ଏରିଆ କମିଟିର ମାଓବାଦୀଙ୍କ ସହ ପୋଲିସର ମୁହାଁ ମୁହିଁ । ଜଣେ ମାଓବାଦୀ ମୃତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।…