Latest Odisha News

BREAKING NEWS

ନାଟକ ସାହିତ୍ୟର ଏକ ରମଣୀୟ ଅଂଶ : ମେଜର ରମା ରମଣ ପାଢ଼ୀ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ  ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି,  ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ…

ଭାଷା ଉପରେ ଦକ୍ଷତା ନ ରହିଲେ ସାହିତ୍ୟ ସର୍ଜନା ସମ୍ଭବ ନୁହେଁ : ସୁଜାତା ମିଶ୍ର

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଜାତା ମିଶ୍ର । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ କବିତାର ବିଭବ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ…

ପୁସ୍ତକ ପରିଚୟ : ତମେ କେମିତିକା ଜହ୍ନ

ତମେ କେମିତିକା ଜହ୍ନ କବୀ : ଅନୀତା ରାୟ ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର- ୨ ପୃଷ୍ଠା : ୧୬୦ ମୂଲ୍ୟ : ୧୮୦ କବିତା କେବଳ ଭାବ ଓ ଆବେଗର ଛଳ ଛଳ ଧାରା ନୁହେଁ ବରଂ ଅନୁଭବ ଓ ଅନୁଭୂତିର ଏକ ପରିପକ୍ୱ ଚେତନାମୟ ଉପଲବ୍ଧି। କବିର କଲମରୁ କବିତାଟିଏ ଜନ୍ମନିଏ ସଂଘର୍ଷ , ବିଦ୍ରୋହ…

ସାହିତ୍ୟ ସବୁବେଳେ ଜୀବନର ପ୍ରଥମ ଆବଶ୍ୟକତା : ପରେଶ କୁମାର ପଟ୍ଟନାୟକ

ସମକାଳୀନ ଓଡ଼ିଆ ସାହିତ୍ୟର ଗଳ୍ପ ଜଗତରେ ପରେଶ କୁମାର ପଟ୍ଟନାୟକ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ…

ସାହିତ୍ୟ ଆତ୍ମାନୁଭବର ଉଚ୍ଚାରଣ : ପଦ୍ମଜା ଶରଣ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ପଦ୍ମଜା ଶରଣ। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଚ୍ଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…

ପୁସ୍ତକ ପରିଚୟ : କେମିତି ବଦଳିଯାଏ ମଣିଷ

କେମିତି ବଦଳିଯାଏ ମଣିଷ ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ବ୍ଲାକ ଇଗଲ ବୁକସ ପୃଷ୍ଠା : ୨୨୮ ମୂଲ୍ୟ : ୨୪୫ ଗପଟିଏ ଲେଖାହୁଏ କିଛି ଚରିତ୍ରଙ୍କୁ ନେଇ। ସେଇ ଗପ ଭିତରେ ଗାଳ୍ପିକ ନିଜର ଅନେକ ଅନୁଭବ ଓ ଅନୁଭୂତିକୁ ଭାବ ଭାଷା ସହ କାଳ୍ପନିକ ପୁଟଦେଇ ପରଶି ଦିଅନ୍ତି ପାଠକମାନଙ୍କୁ।…

ପ୍ରେରଣା ହିଁ ପ୍ରତିଭାର ମୂଳଉତ୍ସ : ମୁକୁଲ୍ ମିଶ୍ର

ସମକାଳୀନ ଓଡ଼ିଆ ସାହିତ୍ୟରେ ମୁକୁଲ ମିଶ୍ର ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ହୃଦବନ୍ଦୀ,…

ପୁସ୍ତକ ପରିଚୟ : ଶ୍ରୀମନ୍ଦିରରେ ଶିଳ୍ପ ସେବା

ଶ୍ରୀମନ୍ଦିରରେ ଶିଳ୍ପ ସେବା ଲେଖକ : ଦେବୀ ପ୍ରସନ୍ନ ନନ୍ଦ ପ୍ରକାଶକ : ପୁରୀ କ୍ରିଏଟିଭ ହ୍ୟାଣ୍ଡିକ୍ରାଫ୍ଟ କୋଅଫରେଟିଭ ସୋସାଇଟି ଲିମିଟେଡ କୁଣ୍ଢେଇବେଣ୍ଟ ସାହି, ପୁରୀ ପୃଷ୍ଠା : ୧୨୪ ମୂଲ୍ୟ : ୧୨୦ ଓଡ଼ିଶା ତଥା ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା…

ଭାଷା ପ୍ରତି ଆନ୍ତରିକତା ଓ ମାନବୀୟ ସମ୍ବେଦନା ହିଁ ସାହିତ୍ୟ : ମିରିନା ମହାନ୍ତି

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମିରିନା ମହାନ୍ତି । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ଜୀବନର ଦର୍ଶନ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ…

ସରୋଜିନୀ ନାଇଡ଼ୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଫେବୃଆରୀ ୧୩ ତାରିଖ । ଅନେକ ବର୍ଷ ପୂର୍ବେ ଆଜିର ଦିନରେ ଜଣେ ମହିୟସୀ ମହିଳା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାଁ ଥିଲା ସରୋଜିନୀ ନାଇଡ଼ୁ । ୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ ହାଇଦ୍ରାବାଦରେ  ସରୋଜିନୀ ନାଇଡ଼ୁ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ…