Latest Odisha News

BREAKING NEWS

ଫିଫା ବିଶ୍ୱକପ ଫାଇନାଲରେ ହାରିବା ପରେ ଫ୍ରାନ୍ସରେ ହିଂସା ଘଟାଇଲେ ପ୍ରଶଂସକ

ଫ୍ରାନ୍ସ : ଫିଫା ବିଶ୍ୱକପରେ ହାରିବା ପରେ ଫ୍ରାନ୍ସର ଅନେକ ସହରରେ ହିଂସା । ପ୍ରଶଂସକ ଉତ୍ତେଜିତ ହୋଇ ହିଂସା ଘଟାଇଛନ୍ତି । ଜାହିର କରିଛନ୍ତି ଅସନ୍ତୋଷ। ଗାଡି ଭାଙ୍ଗି ନିଆଁ ଲଗେଇ ଦେଇଛନ୍ତି । ପରିସ୍ଥିତି ଜଟିଳ ହେବାରୁ ନିୟନ୍ତ୍ରଣ ପାଇଁ ପୋଲିସ ଟିଅର୍ ଗ୍ୟାସ୍ ପ୍ରଯୋଗ କରିଥିଲା ।…

କାହାକୁ ଗୋଲ୍ଡେନ ବୁଟ୍, ଗୋଲ୍ଡେନ ବଲ୍ ଓ ଗୋଲ୍ଡେନ୍ ଗ୍ଲୋଭ୍ ?

ନୂଆଦିଲ୍ଲୀ: ଏବର୍ଷର ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ପେଲେ ଓ ଡିଏଗୋ ମାରାଡୋନାଙ୍କ ନାଁ ପରେ ନିଜ ନାଁକୁ ଲେଖିଛନ୍ତି ଲିଓନେଲ୍ ମେସି । କତାରର ଲୁସେଲ୍ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନାଟକୀୟ ଢଙ୍ଗରେ ପେନାଲ୍ଟି ସୁଟଆଉଟ୍ କରି ଫ୍ରାନ୍ସକୁ ଆର୍ଜେଣ୍ଟିନା ହରାଇବା…

ଆଜିଠୁ ଅଫଲାଇନରେ ଟିକେଟ୍ କିଣିପାରିବେ ହକି କ୍ରିଡ଼ାପ୍ରେମୀ, ୧୧ଟାରୁ ସନ୍ଧ୍ୟା ୭ଯାଏଁ କାଉଣ୍ଟର ଖୋଲା

ଭୁବନେଶ୍ୱର : ଆଜିଠୁ ଅଫଲାଇନରେ ଏବେ ଟିକେଟ ପାଇପାରିବେ ହକି କ୍ରୀଡ଼ାପ୍ରେମୀ ।  ପୂର୍ବାହ୍ନ ୧୧ଟରୁ ସନ୍ଧ୍ୟା ୭ଟା ଯାଏ କାଉଣ୍ଟର ଖୋଲା ରହିବ । ଜାନୁଆରୀ ୧୩ରେ ଭୁବନେଶ୍ୱର, ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ୍‌ । ୨୯ ତାରିଖରେ ଶେଷ ହେବ ଏହି ଟୁର୍ଣ୍ଣାମେଣ୍ଟ । ପୂର୍ବରୁ…

ମିଳିଲେ ନିଖୋଜ ଅମ୍ରିତ, କେଉଁଠି ଓ କିପରି ଥିଲେ?

ନୟାଗଡ଼: ଉଦ୍ଧାର ହେଲା ନୟାଗଡ଼ର ୧୨ ବର୍ଷୀୟ ନିଖୋଜ ଛାତ୍ର ଅମ୍ରିତ ପାତ୍ର । ଓଡ଼ଗାଁ ବ୍ଲକ କୁରାଡ ପଞ୍ଚାୟତ ସୁବୁଦ୍ଧି ସାହିରୁ ନିଖୋଜ ହୋଇଥିଲେ ଅମ୍ରିତ । ୫ ଦିନ ତଳେ ସନ୍ଧ୍ୟାବେଳେ ଟିଉସନରୁ ଘରକୁ ଫେରିବା ବେଳେ ସେ ନିଖୋଜ ହୋଇଯାଇଥିଲେ । ତାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ…

୧୯୭୮ ଓ ୧୯୮୬ରେ ବିଶ୍ୱ କପ୍ ଚାମ୍ପିଅନ ହୋଇଥିଲା ଆର୍ଜେଣ୍ଟିନା

ଦୋହା: ଦୋହାର ଲୁସେଲ ଷ୍ଟାଡିୟମରେ ଫାଇନାଲ ଖେଳାଯାଇଥିଲା । ୨ଥର ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ହରାଇ ବିଶ୍ୱ ବିଜେତା ହୋଇଛି । ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଶ୍ୱ କପ ଚାମ୍ପିଅନ ହୋଇଥିଲା । ଫାଇନାଲ୍ ଏକ୍ସଟ୍ରାଟାଇମରେ ୩-୩ ଗୋଲରେ…

ଆର୍ଜେଣ୍ଟିନା ଓ ମେସିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ତେଣୁ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ରୋମାଞ୍ଚକ ଫୁଟବଲ ମ୍ୟାଚ୍ ଭାବେ ମନେରହିବ ବୋଲି କହିଲେ ମୋଦୀ । This will be remembered as one of the most…

ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି: ସିଜେଆଇ

ନୂଆଦିଲ୍ଲୀ : ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି । ପ୍ରଧାନବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ ଏପରି ବୟାନ ଦେଇଛନ୍ତି । ୧୯୯୧ରେ ଉତ୍ତରପ୍ରଦେଶରେ ଅନରକିଲିଂ ଘଟଣାକୁ କେନ୍ଦ୍ର କରି ଆମେରିକାର ଏକ ମାଗାଜିନରେ ଏହା ଉଲ୍ଲେଖ କରାଯାଇଥିଲା ବୋଲି…

ମୋ ଝିଅକୁ ମାରିଦେଇଛନ୍ତି; ଝୁଲନ୍ତା ଝିଅକୁ ଦେଖି ବାପା ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର : ‘ମୋ ଝିଅକୁ ଯୋଜନାବଦ୍ଧ ଭାବେ ମାରିଦେଇଛନ୍ତି’। ଜଣେ ବାପାଙ୍କ ଏହା ଦୁଃଖଭରା ବୟାନ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡବାଲିକୁଦା ଗ୍ରାମର ବାଂଛାବଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅସୁରକ୍ଷିତ ଶ୍ରେଣୀଗୃହରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ…

୨୦୨୪ ପାଇଁ ଚେଲାକୁମାରଙ୍କ ମାନସମନ୍ଥନ; ରାଜ୍ୟ ସରକାରଙ୍କୁ କଲେ କଟାକ୍ଷ

ଭୁବନେଶ୍ୱର: ବଳ ଗୋଟାଉଛି ହାତ ଦଳ । ରାଜ୍ୟରେ କଂଗ୍ରେସର ସ୍ଥିତି ମଜଭୁତ କରିବା ପାଇଁ ପ୍ରଭାରୀ ଡ. ଏ. ଚେଲାକୁମାରଙ୍କ ଗୁରୁ ମନ୍ତ୍ର । ୨୦୨୪ ର ଲକ୍ଷ୍ୟ ହାତସେ ହାତ ଯୋଡୋ  । କଂଗ୍ରେସ ଭବନରେ ପିସିସି ସଭାପତି ଶରତ  ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ କରିଛନ୍ତି ମାନସମନ୍ଥନ । ଆଗାମୀ…

ବଳ ଗୋଟାଉଛି ହାତ ଦଳ; ସାମିଲ ହେଲେ ପମି ମିଶ୍ର ଓ ଗୁଡଲି ରଥ

ଭୁବନେଶ୍ୱର: କଂଗ୍ରେସରେ ଆଜି ସାମିଲ ହୋଇଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ଗାୟିକା ପମି ମିଶ୍ର । ରାଜଧାନୀସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦୁହେଁ ରାଜ୍ୟ ପ୍ରଭାରୀ ଏ. ଚେଲାକୁମାରଙ୍କ ଉପସ୍ଥିତିରେ ହାତ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରରେ ରାଜ୍ୟ…