Latest Odisha News

BREAKING NEWS

ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ

କଟକ: ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ । ଗାର୍ଡ ଅଫ୍ ଅନର ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଗତକାଲି ସୂଚନା ଦେଇଥିଲେ । କଟକ ଗୋରାକବରସ୍ଥିତ ଚର୍ଚ୍ଚରେ ତାଙ୍କର ଅନ୍ତିମ ସଂସ୍କାର ହେବ । କଟକସ୍ଥିତ…

ବରିଷ୍ଠ ସାମ୍ୱାଦିକ ବୈଷ୍ଣବ ଚରଣ ଜେନାଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ୱକାର ବୈଷ୍ଣବ ଜେନାଙ୍କ ପରଲୋକ । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବେଞ୍ଜରାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରୁ…

ନବରଙ୍ଗପୁର ଡାବୁ ଗାଁରେ କାର୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ହୋଇଛି । ଭାରସାମ୍ୟ ହରାଇ କାରଟି ଗଛକୁ ପିଟିଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ଓ  ଦୁଇ ଗୁରୁତରଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ…

୫ରେ ପଦ୍ମପୁର ଭୋଟ୍, ବୁଥକୁ ପହଞ୍ଚୁଛି ଇଭିଏମ୍

ପଦ୍ମପୁର : ପଦ୍ମପୁର ପୋଲିଂ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୫ ତାରିଖରେ ପଡିବ ପଦ୍ମପୁର ଭୋଟ୍  । ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ହେବ । ଆଜି ଡେସପାଚ୍ ହେବ ଇଭିଏମ୍ ବା ଭିଭିପାଟ୍ । ପୋଲିଂ ପାର୍ଟି ବି ବୁଥ୍ ଅଭିମୁଖେ ଯିବେ । ୩୧୯ ବୁଥରେ ମୋଟ ୨,୫୭,୪୭୪ ଭୋଟର କରିବେ ମତଦାନ…

ପଦ୍ମପୁର ପାଇଁ ପ୍ରଚାରର ଶେଷ ଦିନରେ କମ୍ପିବ ମୈଦାନ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ । ତେଣୁ ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ପ୍ରତ୍ୟେକ ଦଳ ଶେଷ ପ୍ରୟାସ କରିବେ । ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶେଷ ଉଦ୍ୟମ କରିବେ ଦଳ । ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବଜ୍ରକାପ୍ତା ଉଦ୍ଧାର, ୩ ବେପାରୀ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ବନଖଣ୍ଡରୁ ଏକ ବଜ୍ରକାପ୍ତା ଚାଲାଣ କରୁଥିବାବେଳେ ଏସଟିଏଫ୍ ଟିମ୍ ଖୋର୍ଦ୍ଧା-ଜଟଣୀ ବାଇପାସ୍ ଠାରେ ଚଢାଉ କରି ୩ଜଣଙ୍କୁ ଗିରଫ କରିଛି । ଏହା ସହିତ ଜୀବନ୍ତ ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ସହିତ କିଛି ଆପତ୍ତିଜନକ ସାମଗ୍ରୀ ସେମାନଙ୍କଠାରୁ ଜବତ କରିଛି ଏସଟିଏଫ୍ । ଗିରଫ…

୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ ଭାର୍ଗବ ମହାକୁଡ । ଜମି ପଟ୍ଟା କରାଇଦେବାକୁ କହି ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ନେବାବେଳେ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଟଙ୍କାତକ ଜବତ କରିଛି ଭିଜିଲାନ୍ସ  । ଏହା ସହିତ ପୂର୍ବ…

ପୁଣି ଇଡିରେ ହାଜର ହେଲେ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର : ପୁଣି ଇଡିରେ ହାଜର ହୋଇଛନ୍ତି ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ । ଦ୍ୱିତୀୟ ଥର ପାଇଁ ସେ ଇଡିରେ ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଇଡି ତାଙ୍କୁ ୧୨ ଘଣ୍ଟା ଧରି ଜେରା କରିଥିଲା । ପ୍ରମୋଦଙ୍କ ଘରେ ଅର୍ଚ୍ଚନା ନାଗ ଭଡ଼ା ସୂତ୍ରରେ ରହୁଥିଲେ । ଅନେକ ସମୟରେ ସେ ଅର୍ଚ୍ଚନାଙ୍କୁ ଟଙ୍କା…

ଆଜି ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର; ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ପଦ୍ମପୁର: ଆଜି ପଦ୍ମପୁର ଦେଖିବ ହାଇବୋଲଟେଜ୍ କ୍ୟାମ୍ପେନ ।ବିଜେଡି ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହାଙ୍କ ପାଇଁ ମୈଦାନକୁ ଓହ୍ଲାଇବେ ଖୋଦ୍ ବିଜେଡି ସୁପ୍ରିମୋ । ପଦ୍ମପୁର ଟାଉନ, ପାଇକମାଳ ଓ ଝାରବନ୍ଧରେ ବିଶାଳ ସମାବେଶରେ ଯୋଗ ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । କୋଭିଡ୍ ପରେ ପ୍ରଥମ ଥର…

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ:  ହଜିଗଲା ମଲାଜହ୍ନ। ଅଫେରା ରାଇଜକୁ ଚାଲିଗଲେ ଅମଡ଼ା ବାଟର ଅଭିନେତ୍ରୀ । ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ହୋଇଛି । ବିଳମ୍ୱିତ ରାତିରେ  କଟକସ୍ଥିତ ବାସଭବନରେ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ଅମଡ଼ା ବାଟ, ଅଦିନ ମେଘରେ କରିଥିଲେ ସୁନ୍ଦର…