ଖସୁଛି ପାରଦ, ବଢୁଛି ଶୀତ : ସେମିଳିଗୁଡା ସବୁଠୁ ଥଣ୍ଡା ସହର
ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ, ଖସୁଛି ପାରଦ । ଅସ୍ତବ୍ୟସ୍ତ ହୋଇଛି ଜୀବନ । ଆଭ୍ୟନ୍ତରୀଣ ଓଡ଼ିଶାରେ ଥରାଉଛି ଶୀତ । ରାତି ତାପମାତ୍ରା ଦୈନିକ କମୁଥିବାର ପରିଲକ୍ଷିତ ହେଉଛି । ଗତକାଲି ରାତିରେ କୋରାପୁଟର ସେମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୫.୬ଡିଗ୍ରୀ ରେକର୍ଡ ହୋଇଛି ।…