Latest Odisha News

BREAKING NEWS

ଚୀନରେ କୋଭିଡ୍ ସଂକ୍ରମଣର ନୂଆ ରେକର୍ଡ, ତେଜିଲା ‘ଜିରୋ-କୋଭିଡ୍’ ପଲିସି ଦାବି  

ବେଜିଂ: ଚୀନରେ କରୋନା ଭାଇରସ୍ ପୁଣି ସକ୍ରିୟ ହୋଇଛି । ସଂକ୍ରମଣ ଥମିବାର ନାଁ ଧରୁନି । ଗତକାଲି ପ୍ରାୟ ୪୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୪ଦିନ ମଧ୍ୟରେ ଏହା ସର୍ବାଧିକ । ସଂକ୍ରମିତଙ୍କ ମଧ୍ୟରୁ ୩,୭୦୯ଜଣ ଲକ୍ଷଣଯୁକ୍ତ ଓ ୩୬,୦୮୨ ଲକ୍ଷଣବିହୀନ ସଂକ୍ରମିତ। ଗତ ୨୪ଘଣ୍ଟା ମଧ୍ୟରେ ଜଣେ…

ସ୍କୁଲ ଯିବାରେ ବାଧକ ଲିଟିଜୋର୍ ନାଳ: ପୋଲ ନିର୍ମାଣ ପାଇଁ କୁନି ଶିଶୁଙ୍କ ନିବେଦନ

ଭବାନୀପାଟଣା: ସ୍କୁଲ ଯିବା ପାଇଁ ବାଟରେ ବାଧକ ସାଜିଛି ନାଳ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଦେରଗୁଡା ଗାଁରେ ଶିଶୁମାନଙ୍କୁ ସ୍କୁଲ ଯିବାକୁ ଲିଟିଜୋର୍ ନାଳ ପାର ହେବାକୁ ପଡେ । ଏବେ ଏହି ନାଳରେ ପାଣି କମ୍ ଥିଲେ ବି ବର୍ଷା ଦିନରେ ନାଳରେ ପାଣି…

‘ଅନ୍ଧବିଶ୍ୱାସରୁ ଦୂରରେ ଅଙ୍ଗଦାନ’: ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ୍

ଭୁବନେଶ୍ୱର : ଅଙ୍ଗଦାନ ମହତ୍ ଦାନ । ଏନେଇ ସଚେଚନତା ସୃଷ୍ଟି ପାଇଁ ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୱାକାଥନ୍ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଏହାର ଶୁଭାରମ୍ଭ କରିଥିଲେ । ଅଙ୍ଗ ଦାନରେ ଅନ୍ଧବିଶ୍ୱାସକୁ ଦୂର କରିବାରେ ଏମ୍ସ…

ଜମୁଛି ପ୍ରଚାର: ଆଜି ପଦ୍ମପୁର କ୍ୟାମ୍ପେନରେ ଯିବେ ୨ କେନ୍ଦ୍ରମନ୍ତ୍ରୀ

ପଦ୍ମପୁର: ଜମୁଛି ପଦ୍ମପୁର ପ୍ରଚାର  । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ହେଭିଓ୍ୱେଟ ନେତା ଓ ମନ୍ତ୍ରୀ ବରଗଡ଼ ଜିଲ୍ଲା ପଦ୍ମପୁରରେ ପକାଉଛନ୍ତି ଡେରା । ଭୋଟ୍ ତାରିଖ ଯେତିକି ପାଖଉଛି, ପ୍ରଚାର ପାଇଁ ସେତିକି ଜୋର ଦେଉଛନ୍ତି ଦଳ । ମୈଦାନରେ ପ୍ରାର୍ଥୀ ଓ ପ୍ରଚାରକ । ୭ଜଣ…

ଗୁଜରାଟ ନିର୍ବାଚନ ଦାୟିତ୍ୱରେ ଥିବା ପାରାମିଲିଟାରୀ ଯବାନଙ୍କ ଗୁଳିରେ ଟଳିଲେ ୨ ଯବାନ

ପୋରବନ୍ଦର: ଗୁଜରାଟ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ପାରାମିଲିଟାରୀ  ଯବାନଙ୍କ କାଣ୍ଡ । ୨ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ  ଆଉ ଜଣେ ଯବାନ । ଏହି ଘଟଣାରେ ଅନ୍ୟ ୨ ଯବାନ ଗୁରୁତର ହୋଇଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବ । ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ…

ଦିନ ୧୧ଟା ସୁଦ୍ଧା ବି ବ୍ଲକ କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ

କଟକ: କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ କାର୍ଯ୍ୟାଳୟର ଅଧିକାରୀ ପୂର୍ବାହ୍ନ ୧୧ଟା ସୁଦ୍ଧା ବି ପହଞ୍ଚୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ମୋ ସରକାର  ଯୋଜନା ଚଲାଇଛନ୍ତି । ହେଲେ ଦିନ ୧୧ଟାରେ ବି  ବ୍ଲକ କାର୍ଯ୍ୟାଳୟରେ…

ପାଇକମାଳରେ ମାଓ ପୋଷ୍ଟର: ଭୟଭୀତ ନହେବାକୁ ବରଗଡ଼ ଏସପିଙ୍କ ଆଶ୍ୱାସନା

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର। ସେପଟେ ପଦ୍ମପୁର ପାଇକମାଳ ରାସ୍ତାରେ ଲାଗିଛି ମାଓ ପୋଷ୍ଟର । ପଦ୍ମପୁରରେ ଭୋଟରଙ୍କୁ ଧମକକୁ ପୋଷ୍ଟରରେ ବିରୋଧ କରାଯାଇଛି । ସରକାରୀ ନେତା ଓ ମନ୍ତ୍ରୀ ଭୋଟରଙ୍କୁ ଧମକାଇବା ବନ୍ଦ କରନ୍ତୁ ନୋଚେତ କଡ଼ା ଜବାବ ଦିଆଯିବ ବୋଲି…

ଓଡ଼ିଶାରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ଓ ବନ୍ଦେ ଭାରତ ଏକ୍ସପ୍ରେସ:ରେଳମନ୍ତ୍ରୀ

ଭୁବନେଶ୍ୱର : ଜଗନ୍ନାଥ ଏକ୍ସପ୍ରେସ ବ୍ୟତୀତ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏନେଇ ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶାରେ ଖୁବଶୀଘ୍ର ଗଡିବ ଜଗନ୍ନାଥ ଏକ୍ସପ୍ରେସ ।…

ଛତିଶଗଡରେ ୪ ମାଓବାଦୀ ନିପାତ, ୩ ରାଇଫଲ୍ ଜବତ

ରାୟପୁର: ଛତିଶଗଡରେ ୪ ମାଓବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏହାସହିତ ସେମାନଙ୍କ ଠାରୁ ୩ଟି ରାଇଫଲ୍ ଜବତ ହୋଇଛି । ନିହତ ୪ ମାଓବାଦୀ ମଧ୍ୟରୁ ୨ଜଣ ମହିଳା । ବିଜେପୁର ପୋମରା ଗାଁରେ ସକାଳ ସାଢେ ସାତଟାରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ…

୩୦ ଗ୍ରାମ ବ୍ରାଉନସୁଗର ସହ ମହିଳା ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡକୁ ସଫଳତା । ମେଟୁଆଣି ଗଡିଆ ଅଞ୍ଚଳରେ ଚଢ଼ାଉ ପରେ ମିଳିଛି ୩୦ ଗ୍ରାମ ବ୍ରାଉନସୁଗାର । ବ୍ରାଉନସୁଗର ରଖିଥିବା ମହିଳା ମଧ୍ୟ ଗିରଫ। ମୋବାଇଲ ସ୍କ୍ୱାଡ୍ ଅଧିକାରୀ ସମୀର ରଞ୍ଜନ ମହାନ୍ତି ଆଜି ସକାଳୁ ଯାଜପୁର ରୋଡ୍ ଥାନା ୧୯ନଂ ୱାର୍ଡର ମେଟୁଆଣି…