Latest Odisha News

BREAKING NEWS

ଫିରୋଜାବାଦରେ ଜର୍ମାନ ସେଫାର୍ଡ ଆକ୍ରମଣରେ ଶିଶୁ ଗୁରୁତର

ଫିରୋଜାବାଦ: ଫିରୋଜାବାଦରେ ୭ ବର୍ଷର ଶିଶୁକୁ ଜର୍ମାନ ସେଫର୍ଡ କୁକୁରର ଆକ୍ରମଣ । ଶିଶୁଟି ଗୁରୁତର ଭାବେ ଆହତ ହୋଇଛି । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଘର ବାହାରେ ଖେଳୁଥିବାବେଳେ କୁକୁରଟି ଆକ୍ରମଣ କରିଥିଲା । ପୋଷା କୁକୁରଙ୍କ ଆକ୍ରମଣ ଘଟଣା ଥମିବାର ନାଁ…

ଚର୍ଚ୍ଚାରେ ମାଡାମ୍ ପ୍ରେସିଡେଣ୍ଟଙ୍କ ଶାଢୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ଓଡ଼ିଶାବାସୀଙ୍କ ପାଇଁ ଥିଲା ମହତ୍ୱପୂର୍ଣ୍ଣ । ଓଡ଼ିଶାକୁ ଆସିଥିଲେ ଦେଶର ପ୍ରଥମ ନାଗରିକ । ସବୁ ମିଡିଆର ଖବର ମୁଖ୍ୟାଂଶ ଥିଲେ ମାଡାମ୍ ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିରେ ୨ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତିଙ୍କ ଶାଢୀକୁ ନେଇ ଲୋକେ ଅନେକ ଚର୍ଚ୍ଚା କରିଥିଲେ ।…

ହେତୁବାଦୀଙ୍କ ମନ୍ତବ୍ୟ ବିରୋଧରେ ତାତିଲା ଶ୍ରୀଜଗନ୍ନାଥ ସେନା

ପୁରୀ : ଥମୁନି ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ପରାଗ ଓ ଗ୍ରହଣରେ ଚିକେନ ବିରିୟାନୀ ଖାଇବା ପରେ ପରେ ରାଜଧାନୀ ସହିତ ବ୍ରହ୍ମପୁରରେ ବି ବିଶୃଙ୍ଖଳାର ଚରମ ସୀମାରେ ପହଞ୍ଚିଥିଲା ମାମଲା । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବେ କୁହୁଳିବାରେ ଲାଗିଛି । ପୁରୀରେ ବି ହେତୁବାଦୀ-ପରମ୍ପରାବାଦୀ…

ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଓଡିଆଙ୍କ ହୃଦୟ ଜିତି ପୁଣି ନିଜ କର୍ମସ୍ଥଳୀକୁ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ଏୟାରପୋର୍ଟରୁ ସେ ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି । ୨ ଦିନ ପାଇଁ ସେ ଓଡିଶା ଗସ୍ତରେ ଆସିଥିଲେ । ପ୍ରଥମ ଦିନ ପୁରୀ ଓ ଦ୍ୱିତୀୟ ଦିନ ରାଜଧାନୀରେ କାଟିଥିଲେ ରାଷ୍ଟ୍ରପତି…

ଘୁମରେଶ୍ୱର ଶୈବ ପୀଠରେ ଜଳପ୍ରପାତକୁ ଖସି ଯୁବକ ନିଖୋଜ

ନବରଙ୍ଗପୁର : ସେଲ୍ଫି ହେଲା କାଳ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ  ଅନ୍ତର୍ଗତ ପ୍ରସିଦ୍ଧ ଘୁମରେଶ୍ବର ଶୈବ ପୀଠ ରେ ଘଟିଛି ଏକ ଅଘଟଣ  ।  ଘଟଣା  ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ରହିଥିବା ପ୍ରସିଦ୍ଧ…

ସାଲେପୁରରେ ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି

ସାଲେପୁର : ସାଲେପୁରରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟିଯିବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଅଙ୍ଗନବାଡିରୁ ପ୍ରଚୁରମାତ୍ରାରେ ଧୂଆଁ ବାହାରିଥିଲା । ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।  ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ…

ପିଲାବେଳର ସ୍ମୃତି ସାଉଁଟିଲେ ମାଡାମ୍ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଭୁବନେଶ୍ୱରସ୍ଥିତ ତପୋବନ ହାଇସ୍କୁଲ ଓ ୟୁନିଟ୍ ୨ ସ୍ଥିତ ଗାର୍ଲସ୍ ହାଇସ୍କୁଲ ଯାଇ ପିଲାବେଳର ସ୍ମୃତି ସାଉଁଟିଛନ୍ତି । ଛାତ୍ରଛାତ୍ରୀଙ୍କ ସହିତ ଫଟୋ ଉଠାଇଲେ ରାଷ୍ଟ୍ରପତି ନିଜ…

ଇଞ୍ଜିନିୟରିଂ ପାଇଁ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଲଞ୍ଚ୍ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଇଂଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୨୦ଟି ବହି ଉନ୍ମୋଚନ କରିବେ । ଏହି ବହି ଗୁଡିକ ଓଡ଼ିଆରେ ଟ୍ରାନ୍ସଲେଟ୍ କରାଯାଇଛି । ପୂର୍ବାହ୍ନ ସାଢେ ୧୧ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ଏହି ବହି…

ନିଜ ପାଠଶାଳା ବୁଲିଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସକାଳୁ ପ୍ରଥମେ ଭୁବନେଶ୍ୱର ତପୋବନ ହାଇସ୍କୁଲ, ଏହା ପରେ ୟୁନିଟ ୨ ସ୍ଥିତ ଗାର୍ଲ୍ସ ହାଇସ୍କୁଲରେ ପହଞ୍ଚିଛନ୍ତି ରାଷ୍ଟ୍ରପତି  । ୧୯୭୦ରୁ ୭୪ ଯାଏଁ ସେ ଏହି ସ୍କୁଲରେ ପାଠ ପଢିଥିଲେ । ତାଙ୍କୁ ସ୍ୱାଗତ…

‘ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ’

ଭୁବନେଶ୍ୱର: ଓଡିଶା ମାଟିରେ ମହାମହିମ ରାଷ୍ଟ୍ରପତି । ନିଜ ରାଜ୍ୟକୁ ଆସି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଣେ ପ୍ରକୃତ ଓଡ଼ିଆଣି ପରିଚୟ ଦେଖିବାକୁ ମିଳିଛି ତାଙ୍କ ଠାରେ । ତାଙ୍କ ବେଶ ପୋଷାକଠାରୁ ଆରମ୍ଭ କରି ଖାଦ୍ୟର ମେନ୍ୟୁ…