ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନିଆଯାଉଛି ଭୋଟ୍ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ ସହ ସାଙ୍ଗରେ ବୁଥକୁ ଆସିଥିଲା ତାଙ୍କ ମାଆ, ପତ୍ନୀ, ଉଭଣୀ ଓ ଭିଣୋଇ । ପତ୍ନୀ ଜାଗୃତି ମହାରଥୀ, ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ବି ଭୋଟ୍ ଦେଇଛନ୍ତି ।
ଭୋଟ୍ ଦେବାକୁ ଆସିଥିବା ବେଳେ ରୁଦ୍ରଙ୍କ ମାଆ ତଥା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି, ମହାରଥୀଙ୍କ ଗଡ଼ରେ କେହି ପ୍ରବେଶ କରି ନାହାନ୍ତି କି କରି ପାରିବେ ନାହିଁ । ପୁଅ ଉପରେ ପିପିଲିବାସୀଙ୍କ ଆଶୀର୍ବାଦ ରହିଛି । ରୁଦ୍ରର ବାବା ଯେମିତି ପିପିଲିଗଡ଼ର ସୁରକ୍ଷା କବଜ ସାଜି ୭ ଥର ବିଜୟ ତିଳକ ପିନ୍ଧିଥିଲେ, ଠିକ୍ ସେମିତି ପୁଅ ମଧ୍ୟ ବିଜୟ ଟିକା ପିନ୍ଧିବ ବୋଲି ରୁଦ୍ରଙ୍କ ମାଆ କହିଛନ୍ତି ।
BREAKING NEWS
- ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର
- ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ, ହିଟ୍ୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ପ୍ରକାଶ ପାଇଲା ୬ ଲୋକସଭା କ୍ଷେତ୍ରର ନିର୍ବାଚନ ସମୟ
- ଆସନ୍ତା ୩ ରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଚକ୍ର ନାରାୟଣ
- କାରକୁ ଧକ୍କା ଦେଲା ପିକ୍ଅପ୍, ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ
- ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି
- ସମାଲୋଚକଙ୍କ ଉପରେ ରାଗିଗଲେ କୋହଲି
- ନଡ୍ଡାଙ୍କ ରାଲି ପାଇଁ ବିଜେପି ଛୋଟ ଛୁଆଙ୍କୁ ବ୍ୟବହାର କରିଛି, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି
- ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭାରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଏବେ ବି ଅସ୍ପଷ୍ଟ ନୀଳଗିରି ଏବଂ କାକଟପୁର