Latest Odisha News

BREAKING NEWS

ବଲିଉଡର ଏହି ସୁନ୍ଦରୀ ମାନଙ୍କ ସ୍ୱାମୀ ହେଉଛନ୍ତି କୋଟିପତି ଜାଣନ୍ତୁ, କିଏ ଏମାନେ

ମୁମ୍ବାଇ: ବିଶ୍ୱରେ ରହିଥିବା ପିଲ୍ମ ଇଣ୍ଡଷ୍ଟ୍ରି ଗୁଡିକ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରାହିଛି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି । ରୋମାନ୍ସ, ଆକ୍ସନ, ଡ୍ରାମା, କମେଡି ଆଦିରେ ଭରପୁର ବଲିଉଡର ସିନେମା ଗୁଡିକର ଖାସିୟତ ହେଉଛି ଏହାର ସୁନ୍ଦରୀ ଆଭିନେତ୍ରୀ । କୌଣସି ରୂପରାଇଜର ପରୀଙ୍କ ଠାରୁ କମ୍ ନୁହନ୍ତି ବଲିଉଡର ଏହି ରୂପସୀ ମନେ । ଆଜି ଆମେ ଆପଣଙ୍କୁ ଜଣାଇବୁ ବଲିଉଡର କିଛି ଆଭିନେତ୍ରୀଙ୍କ କୋଟିପତି ସ୍ୱାମୀଙ୍କ ବିଷୟରେ..

 ଆଏସା ଟାକିଆ:

ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସ୍ୱାମୀ ହେଉଛନ୍ତି ଫାରାନ ଆଜମି । ଯାହାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ପ୍ରାୟ ୬୬ କୋଟି ଟଙ୍କା ।

ଅମୃତା ଆରୋରା:

ସୁନ୍ଦରୀ ଅମୃତାଙ୍କ ସ୍ୱାମୀଙ୍କ ନାମ ହେଉଛି ସକେଲ ଲଡକ । ତାଙ୍କ ପାଖରେ ରହିଛି ୮୬ କୋଟି ଟଙ୍କାର ସମ୍ପତ୍ତି ।

ରାଣୀ ମୁଖାର୍ଜୀ:

ଗୋଟିଏ ସମୟରେ ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ରାଣୀ ମୁଖାର୍ଜୀ ବିବାହ କରୁଛନ୍ତି ବଲିଉଡର ଜଣାଶୁଣା ନାମ ଆଦିତ୍ୟ ଚୋପ୍ରାଙ୍କୁ । ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୩୬୦ କୋଟି ।

ଆସିନ:

ନିଜର ପ୍ରଥମ ସିନେମା ଗଜନୀରେ ହିଁ ଦର୍ଶକଙ୍କ ମନ କିଣି ନେଇଥିବା ଆସିନଙ୍କ ସ୍ୱାମୀଙ୍କ ନାମ ହେଉଛି ରାହୁଲ ଶର୍ମା । ଯାହାଙ୍କ ସମ୍ପତ୍ତିର ମୁଲ୍ୟ ହେଇଛି ୬୬୮ କୋଟି ଟଙ୍କା ।

ଜୁହି ଚାୱଲା:

ନବେ ଦଶକର ସୁପରହିଟ ହିରୋଇନ ଜୁହି ଚାୱଲାଙ୍କ ସ୍ୱାମୀଙ୍କ ନାମ ହେଉଛି ଜିତ୍ ମେହେଟା । ତାଙ୍କ ପାଖରେ ରହିଛି ୨୪୦୦ କୋଟି ମୂଲ୍ୟର ସମ୍ପତ୍ତି ।

ଶିଳ୍ପା ସେଟ୍ଟୀ:

ଦମଦାର ଅଭିନୟ ସାଙ୍ଗକୁ ନିଜର ଫିଟ ବଡି ପାଇଁ ବଲିଉଡରେ ଶିଳ୍ପାଙ୍କର ରହିଛି ସ୍ୱତନ୍ତ୍ର ନାମ । ଫିଟ୍ ଶିଳ୍ପାଙ୍କ ସ୍ଵାମୀଙ୍କ ନାଁ ହେଉଛି ରାଜ୍ କୁନ୍ଦ୍ରା । ରାଜଙ୍କ ପାଖରେ ରହିଛି ୨୭୦୦ କୋଟି ଟଙ୍କାର ସମ୍ପତ୍ତି ।

ବିଦ୍ୟା ବାଲାନ:

ବଲିଉଡର ବୋଲଡ଼ ଅଭିନେତ୍ରୀ ବିଦ୍ୟା ବାଲାନ ବିବାହ କରିଛନ୍ତି ସିଦ୍ଧାର୍ଥ ରାୟ କପୁରଙ୍କୁ । ସିଦ୍ଧାର୍ଥଙ୍କ ସମ୍ପତ୍ତିର ମୂଲ୍ୟ ୩୬୦୦ କୋଟି ଟଙ୍କା ।

ଟିନା ଅମ୍ବାନୀ:

ଅଶୀ ଦଶକର ଅଭିନେତ୍ରୀ ଟିନା ବିବାହ କରିଛନ୍ତି ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କୁ । ଅନିଲଙ୍କ ସମ୍ପତ୍ତିର ମୁଲ୍ୟ ୯୩୬୧.୫ କୋଟି ଟଙ୍କା ।

ସେଲିନା ଜେଟଲି:

ଆଭିନେତ୍ରୀ ସେଲିନା ଜେଟଲି ବିବାହ କରିଛନ୍ତି ପିଟର ହଗଙ୍କୁ । ପିଟରଙ୍କର ସମ୍ପତ୍ତିର ମୂଲ୍ୟ ୨୦,୧୬୦.୮ କୋଟି ଟଙ୍କା ।

Leave A Reply

Your email address will not be published.