ହରାରେ: ଜିମ୍ବାୱେର ରେୟାଲ ବର୍ଲ ଧୂଆଁଧାର ବ୍ୟାଟିଂ କରି ଭାରତର ଯୁବରାଜ ସିଂଙ୍କୁ ମନେ ପକାଇ ଦେଇଛନ୍ତି । ବାଂଲାଦେଶ ବିପକ୍ଷରେ ବର୍ଲ ନସୁମ ଅହମ୍ମଦଙ୍କ ଗୋଟିଏ ଓଭରରେ ୩୪ ରନ ସଂଗ୍ରହ କରିଥିଲେ । ଟି୨୦ କ୍ରିକେଟ ଇତିହାସରେ ତୃତୀୟ ଥର ପାଇଁ ଗୋଟିଏ ଓଭରରେ ୬ଟି ଯାକ ବଲରେ ବାଉଣ୍ଡରୀ ମରାଯାଇଛି । ବର୍ଲ ଏହି ଓଭରରେ ୫ ଛକା ଓ ଗୋଟିଏ ଚୌକା ମାରିଥିଲେ । ପୂର୍ବରୁ ଯୁବରାଜ ସିଂ ଓ କିରନ ପୋଲାର୍ଡ ୬ଟି ଯାକ ବଲରେ ବାଉଣ୍ଡରୀ ମାରିଛନ୍ତି । ବ୍ରଡଙ୍କ ଗୋଟିଏ ଓଭରରେ ଯୁବି ୬ଟି ଛକା ମାରିଥିଲେ । ନସୁନ ଏଥିସହ ଟି୨୦ରେ ୪ର୍ଥ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ଅନ୍ୟମାନେ ହେଲେ ବ୍ରଡ(୩୬), ଅକିଲା ଧନଂଜୟ (୩୬) ଓ ଭାରତର ଶିବମ ଦୁବେ (୩୪) । ଜିମ୍ବାୱେ ପ୍ରଥମ ଥର ପାଇଁ ବାଂଲାଦେଶ ବିପକ୍ଷରେ ସିରିଜ ବିଜୟ ହାସଲ କରିଛି ।
BREAKING NEWS
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!

Comments are closed.