Latest Odisha News

BREAKING NEWS

Browsing Category

ସହର

City

ତାତିରେ ସନ୍ତୁଳି ହେଉଛନ୍ତି ଓଡିଶାବାସୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର କର୍ଫ୍ୟୁ। ଦିନ ୧୧ରୁ ତାପମାତ୍ରା ୪୦ ଡିଗ୍ରୀ ଡେଉଁଛି। ତେବେ ଆଜି ୪୩ ଡିଗ୍ରୀ ତାପମାତ୍ରା ସହ…

ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଅସ୍ଥିମଜ୍ଜା ଷ୍ଟେମସେଲକୁ ଆଣି ରୋଗୀର ଶରୀରରେ ପ୍ରତିରୋପଣ କରିବାକୁ ହାପଲୋ- ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ । ଏହା…

କାର୍ଯ୍ୟକ୍ଷମ ହୋଇଛି ଓଡିଶା ରାଜ୍ୟ ଆଇନଜୀବି ପରିଷଦର ଆଡଭୋକେଟ ଏକାଡେମି

ଭୁବନେଶ୍ଵର: ରାଜ୍ୟରେ ଆଇନଜୀବି ମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି ଲାଗି ରାଜ୍ୟ ଆଇନଜୀବି ପରିଷଦ ମଧୁସୁଦନ ଆଡଭୋକେଟ୍ ଏକାଡେମିକୁ କାର୍ଯ୍ୟକ୍ଷମ କରାଯାଇଛି । ଓଡିଶା ରାଜ୍ୟ ଆଇନଜୀବି ପରିଷଦର ବରିଷ୍ଠ ମାନ୍ୟବର ସଦସ୍ୟ ଶ୍ରୀଯୁକ୍ତ ବିଭୁପ୍ରସାଦ ତ୍ରୀପାଠୀଙ୍କୁ ଆଡଭୋକେଟ ଏକାଡେମିର ମୁଖ୍ୟ…

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ କଲେ ହାଇକୋର୍ଟ

କଟକ:କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲାକୁ ଖାରଜ କଲେ ହାଇକୋର୍ଟ । ଅଶ୍ୱିନୀ ବୈଷ୍ଣବଙ୍କ ସତ୍ୟପାଠ ନେଇ ଅଯଥା ମାମଲା କରିଥିବାରୁ କମ୍ପାନୀ ସେକ୍ରେଟାରୀ ଭାଗ୍ୟଧର ବେହେରାଙ୍କୁ ୩ ସପ୍ତାହ ମଧ୍ୟରେ ବାର ଆସୋସିଏସନ ୱେଲଫେୟାର ଫଣ୍ଡରେ ୫ ଲକ୍ଷ ଟଙ୍କା ଜୋରିମାନା ଜମା…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ୨୯ ଏପ୍ରିଲ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ଯାହାର

ଭୁବନେଶ୍ଵର: ଦେଶରେ ଜାରି ରହିଛି ନିର୍ବାଚନ ମାହୋଲ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ । ଗତ ୧୮ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଏହାର ଶେଷ ତାରିଖ । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।…

ସମ୍ ଅଲ୍ଟିମେଟକୁ ମିଳିଲା ଜେସିଆଇ ପ୍ରାଇମ୍ ସ୍ୱୀକୃତି

ଭୁବନେଶ୍ୱର: ସଫଳତାର ଆଉ ଏକ ପାହାଚରେ ପାଦ ଦେଇଛି ସମ୍ମମ୍ ଅଲ୍ଟିମେଟ ମେଡିକେୟାର । ଉତ୍ତମ ସ୍ୱାସ୍ଥ୍ୟସେବା ଓ ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା ସମ୍ମମ୍ ଅଲ୍ଟିମେଟକୁ ଜଏଣ୍ଟ କମିଶନ ଇଣ୍ଟରନ୍ୟାସନାଲ୍ ବା ଜେସିଆଇ ପ୍ରାଇମ୍ ମାନ୍ୟତା ମିଳିଛି । ହସ୍ପିଟାଲ ପରିସରରେ ପ୍ରମୁଖ…

ଆଜିଠୁ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଛୁଟି, ପ୍ରଚଣ୍ଡ ଖରା ପାଇଁ ନିଷ୍ପତ୍ତି

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆକାଶରେ ହେଉଛି ଅଗ୍ନି ବର୍ଷା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଆଜିଠୁ ରାଜ୍ଯରେ ସ୍କୁଲ ଛୁଟି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ଯ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ, ସରକାରୀ…

ଆହୁରି ୧୦ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ମେ’୪ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ୱର: ଲଗାତାର ୧୦ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଶାବାସୀ ଆହୁରି ୧୦ ଦିନ ଗରମରେ ଛଟପଟ ହେବେ। ଆଗକୁ ଆହୁରି ଜଳିବେ, ସିଝିବେ ଏ ନିଆଁ ମାଡ଼ରେ। ଆଶା ଥିଲା ଏହି କାଳବୈଶାଖୀ ଯୋଗୁଁ ପାଗରେ ପରିବର୍ତ୍ତନ ଆସିବ। କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ…

ଦିଗପହଣ୍ଡିରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ଏହି ସମୟରେ ଆଜି ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଆଜି ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ କାଟିଛି ଦଳ । ତାଙ୍କ ବଦଳରେ…

ଖାରବେଳ ଭବନ ସମ୍ମିଳନୀ କକ୍ଷରେ ପ୍ରବର୍ତ୍ତନ ସଂସ୍ଥାମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଭୁବନେଶ୍ୱର ଖାରବେଳ ଭବନର ସମ୍ମିଳନୀ କକ୍ଷରେ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ଯୋଗେନ୍ଦ୍ର ତ୍ରିପାଠୀ (ଅବସରପ୍ରାକ୍ତ ଭାରତୀୟ ପ୍ରଶାସନିକ…