Latest Odisha News

BREAKING NEWS

Browsing Category

ସହର

City

ଭୁବନେଶ୍ୱର ମହାଲେଖାଗାର କାର୍ଯ୍ୟାଳୟରେ ସର୍ପ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜି ଭୁବନେଶ୍ୱର ଏଜି ଛକ ସ୍ଥିତ ମହାଲେଖାଗାରଙ୍କ କାର୍ଯ୍ୟାଳୟରେ  ଏକ ସର୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରିନ୍ସିପାଲ୍ ଏଜି ରାଜ କୁମାରଙ୍କ ପୌରହିତ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ରାଜ୍ୟରେ ସାଧାରଣରେ ଦେଖା ଯାଉଥିବା ସାପ,…

ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ପୂର୍ଣ୍ଣ, ୧୮୦ କିମିରୁ ୧୬୫.୫ କିମି ପର୍ଯ୍ୟନ୍ତ…

ଭୁବନେଶ୍ଵର: ଶେଷ ହେଲା ନିର୍ମାଣଧିନ ଜଟିଳ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପର ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ମଧ୍ୟରେ ୧୦.୫୦୬ କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ସମ୍ପୂର୍ଣ୍ଣ ପରେ କାର୍ଯ୍ୟକ୍ଷମ କରାଯାଇଛି | ଗତକାଲି କୋଲକାତାର ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ…

କଂଗ୍ରେସ କରିବ ତୁଳସୀ ଯାତ୍ରା : ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା  । ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାରୁ  ତୁଳସୀ ସଂଗ୍ରହ କରାଯିବ  । ସବୁ ଅଞ୍ଚଳରୁ ସଂଗ୍ରହ କରିବା ପରେ ତାକୁ କଂଗ୍ରେସ ଭବନକୁ ଅଣାଯିବ । ଏବଂ ପରେ ଭୁବନେଶ୍ବର କଂଗ୍ରେସ ଭବନରୁ କର୍ମୀମାନେ…

ରାତି ୧୦ଟା ପରେ ଫୁଟିବନି ବାଣ: ଅମାନ୍ୟ କଲେ ହେବ କାର୍ଯ୍ୟାନୁଷ୍ଠାନ, ଗ୍ରୀନ୍ ଦିଓ୍ବାଲି ମନାଇବାକୁ ଜନସାଧାରଣଙ୍କୁ…

ଭୁବନେଶ୍ବର : ଆସୁଛି ଆଲୋକର ପର୍ବ ଦୀପାବଳୀ  । ସବୁଠି ଜୋରଦାର ପ୍ରସ୍ତୁତି  । ଏବେଠୁ ବାଣ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି । ଏନେଇ ଦୀପାବଳୀ ପୂର୍ବରୁ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି  । ଏଥିରେ କୁହାଯାଇଛି ରାତି ୧୦ଟା ପର୍ଯ୍ୟନ୍ତ…

ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର , ରାସ୍ତା ସିଲ୍ କଲା ପୋଲିସ

ପାରାଦୀପ : ପାରାଦୀପ ହାତି ତେଲଟାଙ୍କି ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଏଲପିଜି ବୋଝେଇ ଟ୍ୟାଙ୍କର ମଝି ରାସ୍ତାରେ ଓଲଟି ପଡିଛି । ଟ୍ୟାଙ୍କରଟି ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ଏତିକି ବେଳେ ମଝି ରାସ୍ତାରେ ଭାରସାମ୍ୟ ହରାଇ…

ଆଜି ଓଡିଶା ପାଳୁଛି ମାଣ୍ଡିଆ ଦିବସ

ଭୁବନେଶ୍ଵର: ଆଜି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିଲେ ମିଲେଟ ମିଶନ । ପ୍ରଥମେ ରାଜ୍ୟର ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ସମସ୍ତ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ଦେଶର…

ରାଜ୍ୟରେ ୧୫ ଡିଗ୍ରୀ ତଳେ ୭ସହରର ରାତି ତାପମାତ୍ରା : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ  । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି  । ଯାହାର ପ୍ରଭାବରେ  କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି  । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୭ ସହରର…

ଆଜି ଧନତେରାସ, ସୁନା ଦୋକାନରେ ପ୍ରବଳ ଭିଡ

ଭୁବନେଶ୍ଵର; ଆଜି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ । ଆଜିର ତିଥିରେ ପାଳନ ହୋଇଥାଏ ଧନତେରାସ । ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ । ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ…

ସାରା ବିଶ୍ଵରେ ମହକିବ ମାଣ୍ଡିଆର ବାସ୍ନା, ଉଦଘାଟିତ ହେଲା ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

ଭୁବନେଶ୍ଵର: ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ ।…

କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି, ସମ୍ପନ୍ନ ହେଲା ଭୂମିପୂଜନ

ପାରାଦୀପ: ଆଉ ନାହାନ୍ତି ସାଧବ କି ଆଉ ନାହିଁ ସେ ପାଲ ଟଣା ନୌକା । କିନ୍ତୁ ସେ କାଳର ରହିଯାଇଥିବା ସେହି ସ୍ମୃତିକୁ ସତେଜ କରିବା ପାଇଁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଆଜି ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଭୂମି…