Latest Odisha News

BREAKING NEWS

Browsing Category

ସହର

City

ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ୮୫୮ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ଆଇଏଏସ ଅସିତ ତ୍ରିପାଠୀ ଲଗାତର ଦ୍ୱିତୀୟ ଥର ପାଇଁ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।…

କମ୍ପୁଟର ବ୍ରେଲରେ ହେବ ରେଡକ୍ରସ୍‍ ଦୃଷ୍ଟିହୀନ ବିଦ୍ୟାଳୟରେ ପାଠପଢ଼଼ା

ବ୍ରହ୍ମପୁର: ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ଥିବା ରେଡକ୍ରସ୍‍ ଦୃଷ୍ଟିହୀନ ବିଦ୍ୟାଳୟ ଏବେ ସ୍ମାର୍ଟ ହେବାକୁ ଯାଉଛି। ୫-ଟି ବିଦ୍ୟାଳୟ ରୂପାନ୍ତରଣ ଅଭିଯାନରେ ବିଦ୍ୟାଳୟକୁ ସାମିଲ କରାଯିବ। ଏଠାରେ ଛାତ୍ରଛାତ୍ରୀମାନେ ଏଣିକି କମ୍ପୁଟର୍‍ ବ୍ରେଲରେ ପାଠ ପଢ଼଼ିବେ। ଏନେଇ ନିଷ୍ପତ୍ତି ହୋଇଯାଇଥିବା…

ସୁରତରେ ହତ୍ୟା ଘଟଣାର ଅଭିଯୁକ୍ତ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ

ବ୍ରହ୍ମପୁର:ସୁରତାରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ବାଉଁଶିଆ ଗ୍ରାମର ଶଙ୍କର ବେହେରା (୫୦)। ମିଳିଥିବା ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଗୁଜରାଟର ସୁରତ ସହର…

ମଦ୍ୟପାନ ପାଇଁ ଶିକ୍ଷକଙ୍କ ଦସ୍ତାବିଜ ସହ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସର୍ବସ୍ଵ ବିକିଦେଲେ ପିଅନ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଥିବା ପୁରୁଣା ଡିଆଇ ଅଫ୍‌ ସ୍କୁଲ( ଜିଲା ନିରୀକ୍ଷକ ବିଦ୍ୟାଳୟ ସମୂହ) କାର୍ଯ୍ୟାଳୟର ସର୍ବସ୍ଵ ବିକ୍ରି କରି ଦେଇଥିବା  ପିଅନ ଏମ୍‌.ପିତାମ୍ବର(୩୫)ଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ଥାନା ପୋଲିସ। ମଦ୍ୟପାନ ପାଇଁ ସେ କାର୍ଯ୍ୟାଳୟର ସମସ୍ତ ସାମଗ୍ରୀ ବିକ୍ରି…

ଦକ୍ଷତା ବିକାଶ ସହାୟତାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ପୁରୀ : ଦେଶର ବିକାଶ କରିବାକୁ ହେଲେ ଦକ୍ଷତା କୁ ବିକାଶ କରାଇବାକୁ ହେବ । ସେଥିପାଇଁ  ପୁରୀରେ ଆରମ୍ଭ ହୋଇଯାଇଛି  ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ  ଅନୁଷ୍ଠିତ ହୋଇଯାଇଛି।…

ଦିଲ୍ଲୀପଙ୍କୁ ନେଇ ଆଶାରେ ଗଞ୍ଜାମ ହକି

ବ୍ରହ୍ମପୁର:ହକି ଇଣ୍ଡିଆର ସଭାପତି ଭାବେ ଓଡ଼ିଆ ପୁଅ ଦିଲ୍ଲୀପ ତିର୍କି ବିଜୟୀ ହେବା ପରେ ସାରା ରାଜ୍ୟରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଓଡ଼ିଶାରେ ହକିର ବିକାଶକୁ ନେଇ ଅନେକ ଆଶା ସୃଷ୍ଟି ହୋଇଛି। ଏସବୁ ଭିତରେ ଏକଦା ହକିର ଏନ୍ତୁଡ଼ିଶାଳ ଥିବା ଗଞ୍ଜାମ ଜିଲାର ଛତ୍ରପୁରରେ…

ଅତିରିକ୍ତ ତହସିଲଦାରଙ୍କ ନିର୍ଯାତନାରୁ ମୁକୁଳି ସର୍ଟ ଷ୍ଟେ’ ହୋମ୍‌ରେ ପୋଷ୍ୟ ସନ୍ତାନ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଜଣେ ଅତିରିକ୍ତ ତହସିଲାର ନିଜ ପୋଷ୍ୟ ସନ୍ତାନକୁ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ପୋଷ୍ୟ ସନ୍ତାନ ଜଣକ ଅତିରିକ୍ତ ତହସିଲଦାର୍‌ଙ୍କ କବଳରୁ ମୁକୁଳିବା ପରେ ନିର୍ଯାତନାର କାହାଣୀ ଜଣାପଡ଼ିଛି। ଶିଶୁ ମଙ୍ଗଳ କମିଟିର ନିର୍ଦେଶ ପ୍ରକାରେ…

ସିନେ ଦର୍ଶକଙ୍କୁ ଆକୃଷ୍ଟ କରିପାରିଲାନି ୭୫ ଟଙ୍କିଆ ଟିକେଟ୍‌

ବ୍ରହ୍ମପୁର:ସେପ୍ଟେମ୍ବର ୨୩(ଶୁକ୍ରବାର)କୁ ସାରା ଦେଶରେ ଜାତୀୟ ସିନେମା ଦିବସ ଭାବେ ପାଳନ କରାଯାଇଛି। ଏହି ଦିନଟିକୁ ସ୍ମରଣୀୟ ସହିତ ଦର୍ଶକଙ୍କୁ ସିନେମା ହଲ୍‌ ପ୍ରତି ଆକୃଷ୍ଟ କରିବା ଉଦ୍ଧେଶ୍ୟ ନେଇ ଟିକେଟ୍‌ ଦର ହ୍ରାସ କରାଯାଇଥିଲା । ଶୁକ୍ରବାର ଗୋଟିଏ ଦିନ ପାଇଁ ଟିକେଟ୍‌ ଦର ମାତ୍ର ୭୫…

ସରକାରୀ ଚିକିତ୍ସାଳୟରେ ବିଶୃଙ୍ଖଳା ରୋକିବାକୁ ଜିଲାପାଳ, ଏସ୍‌ପିଙ୍କୁ ସ୍ବାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ବର: ସମ୍ବଲପୁର ସମେତ ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ରୋଗୀ ସଂପର୍କୀୟଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ଚିକିତ୍ସାଳୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ…