Latest Odisha News

BREAKING NEWS

Browsing Category

ସହର

City

ଦାଦାବଟି ରୋକିବାକୁ ପୋଲିସର ପଦକ୍ଷେପ, ଜାରି କଲା ହେଲ୍ପ ଲାଇନ ନମ୍ବର

ଭୁବନେଶ୍ୱର: ଆସିଲା ପାର୍ବଣ ଋତୁ। ପାର୍ବଣରେ ଅପରାଧକୁ ରୋକିବା ପାଇଁ ଭୁବନେଶ୍ୱର ପୋଲିସର ତତ୍ପରତା। ଏଣିକି ଦାଦାବଟି ମାଗିଲେ ହ୍ୱାଟସଆପ୍ ନମ୍ବରରେ ସୂଚନା ଦେବାକୁ ପରାମର୍ଶ ଦେଲେ ଟ୍ୱିନ-ସିଟି କମିଶନର। ନିଶାଖୋର ଏବଂ ବିଭିନ୍ନ ଗଳିକନ୍ଦିରେ ଅପରାଧ ଘଟୁଥିବା ଦେଖିଲେ ତୁରନ୍ତ ପୋଲିସକୁ…

ଜୁଆ ଆଡ୍ଡାରୁ ମିଳିଲା ୫ ଲକ୍ଷ ଟଙ୍କା, ୨୧ ଜୁଆଡ଼ି ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାରିବନ୍ଧ ସ୍ଥିତ ଗଣେଶ ନଗରସ୍ଥିତ ଏକ ଘରେ ଚାଲିଥିବା ଜୁଆ ଆଡ୍‌ଡା ଉପରେ ସୋମବାର ପୋଲିସ ଚଢ଼ଉ କରିଛି । ୨୧ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୪ଲକ୍ଷ ୯୯ହଜାର ୪୨୦ ଟଙ୍କା ଜବତ କରାଯାଇଛି । ଏଥି ସହିତ…

ବସ୍ତି ପ୍ରତିଭାଙ୍କୁ ମଞ୍ଚ ଦେଲା ବିଏମ୍‌ସି

ବ୍ରହ୍ମପୁର:ବ୍ରହ୍ମପୁର ସହରର ବସ୍ତିଗୁଡ଼ିକରେ ରହିଥିବା ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମଞ୍ଚ ଦେଇଛି ବ୍ରହ୍ମପୁର ମହାନଗର ନିଗମ। ସୋମବାର ଠାରୁ ମହାନଗର ନିଗମ ତରଫରୁ ବସ୍ତିଗୁଡ଼ିକରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ଆରମ୍ଭ ହୋଇଯାଇଛି । ସ୍ବାଧୀନତାର ଅମୃତ…

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରିବେ ଘର ପୋଛା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୨୬ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀନୂଆଗାଁସ୍ଥିତ ତୋଟା ସାହି ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଁ ବିମଳା ଦ୍ୱାରା ଘର ପୋଛା ଏବଂ ୱାଇପର ପ୍ରସ୍ତୁତ କରାଯିବ। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହାକୁ ଉଦ୍‌ଘାଟନ କରିଛନ୍ତି। ମେୟର…

ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର :  ବିଶିଷ୍ଟ  ସାହିତ୍ୟିକ ଗୌରହରି ଦାସ ୨୦୨୨ ବର୍ଷ ପାଇଁ ମର୍ଯ୍ୟାଦା ଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। । ଶ୍ରୀ ଦାସ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର । ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ‘ ପାଇଁ ତାଙ୍କୁ…

ବିଷ୍ଣୁଙ୍କ ଶେଷ କବିତା !

ଭୁବନେଶ୍ୱର :  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ । ସେଥିପାଇଁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଥାଏ ।ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଇଥିବାରୁ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନଥାଏ  । ସେଥିପାଇଁ ଓଡ଼ିଆ ଝିଅ ଦ୍ରୌପଦୀ…

ମୃତକଙ୍କ ଚକ୍ଷୁଦାନ କଲେ ପରିବାର ବର୍ଗ

ବ୍ରହ୍ମପୁର:ବ୍ରହ୍ମପୁର ଦଳୁଆ ସାହିର କେ.ସୁଭଦ୍ର ରାଓଙ୍କ ୮୩ ବର୍ଷ ବୟସରେ ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି । ସ୍ବର୍ଗତ ସୁଭ୍ରଦ ଏକ ବ୍ୟାଙ୍କର ମ୍ୟାନେଜର ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ପରେ ପରିବାର ବର୍ଗ ତାଙ୍କ ଚକ୍ଷୁଦାନ କରିଛନ୍ତି।…

ମାର୍ଚ୍ଚ ୨୦୨୩ ସୁଦ୍ଧା ନୂଆ ବସ ଟର୍ମିନାଲ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ଆନ୍ତ ରାଜ୍ୟ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି  5T ସଚିବ ଭି. କେ. ପାଣ୍ଡିଆନ  । ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲରେ ପ୍ରତିଦିନ  ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ  ଚଳା ଚଳ  ହୋଇଥାଏ  । ଏହା ଏକ…

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା

ଭୁବନେଶ୍ୱର :  ଅକ୍ଟୋବର ୩୧ରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ପ୍ରାୟ ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଏହି  ଯାତ୍ରା।  ଏଥିରେ ବିଭିନ୍ନ ସାମାଜିକ କର୍ମୀଙ୍କୁ…

ରତ୍ନଭଣ୍ଡାର ଖୋଲିବା ନେଇ ବିଜୟ ମହାପାତ୍ରଙ୍କ ଦାବୀ

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି  । ସେ କହିଛନ୍ତି  ନିକଟରେ ଆମିକ୍ୟସ କ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ। ସେ ଅନୁଭବ କରିଛନ୍ତି ସୁରକ୍ଷା ଓ ମରାମତି ଦିଗରେ…