Latest Odisha News

BREAKING NEWS

Browsing Category

ସହର

City

ଏମକେସିଜି ସୁପର ସ୍ପେସିଆଲିଟି କୋଠାରୁ ଖସିଲା ସିଲିଂ

ବ୍ରହ୍ମପୁର: ପୁଣି ଥରେ ବିବାଦକୁ ଆସିଛି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ। ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗୁରୁବାର ଛାତରୁ ସିଲିଂ ଖସି ଯାଇଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ନଥିଲେ। ଏଣୁ କାହାରି କୌଣସି ପ୍ରକାର…

ବିଜେପି ଯୁବ ମୋର୍ଚ୍ଚାର ବିଜେଡିକୁ ଟାର୍ଗେଟ

ଭୁବନେଶ୍ୱର : ଦିଲ୍ଲୀ ବିମାନବନ୍ଦରରେ ବିଜେଡି ନେତା ମଦପିଇବା ଘଟଣାସହ ଗଣ୍ଡଗୋଳ କରିଥିବାର ଅଭିଯୋଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ବିଜେଡିକୁ ଟାର୍ଗେଟ କରିଛି  ।  ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ବିଜେଡି ସରକାରଙ୍କୁ ଘେରିଥିଲେ  । ରାଜ୍ୟରେ…

ରକ୍ତାକ୍ତ ସଂଘର୍ଷ ଘଟଣାରେ କର୍ପୋରେଟର, ପୋଲିସ କର୍ମଚାରୀ ସହ ୭ ଗିରଫ

ବ୍ରହ୍ମପୁର:ବ୍ରହ୍ମପୁର ସହର ବିଜିପୁର ଲକ୍ଷ୍ମୀ ସାହିରେ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏନେଇ ଉଭୟ ଗୋଷ୍ଠୀ ତରଫରୁ ଏତଲା କ୍ରମରେ ବ୍ରହ୍ମପୁର ଟାଉନ୍‌ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାରେ ବ୍ରହ୍ମପୁର ମହାନଗର ନିଗମର ୨୫…

ବ୍ରହ୍ମପୁରରେ ବନ୍ଦ ଘରୁ ନେଇଗଲେ ୬ଶହ ଗ୍ରାମ୍‌ ସୁନା, ୧୧ ଲକ୍ଷ ଟଙ୍କା

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ପୁଣି ଥରେ ମାତିଛନ୍ତି ଚୋର ଦଳ । ତାଲା ବନ୍ଦ ଘରୁ ପ୍ରାୟ ୬ଶହ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ସହ ନଗଦ ୧୧ ଲକ୍ଷ ଟଙ୍କା ଓ କିଛି ରୂପା ଅଳଙ୍କାର ଚୋରି କରିନେଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସୋମନାଥନଗର ତୃତୀୟ…

ଜଳସାଥୀମାନଙ୍କ ସଶକ୍ତୀକରଣ ଉପରେ କର୍ମଶାଳା

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ବିଭିନ୍ନ ସହରାଞ୍ଚଳବିକାଶ କାର୍ଯ୍ୟକ୍ରମ ‌ ଗୁଡିକର  ରୂପାୟନ ଦାୟିତ୍ଵରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ‌୍ୟ କାର୍ଯ୍ୟ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ ଏକ…

ମୋଦୀଙ୍କ ବିରୋଧରେ ନୀତିଶଙ୍କ ପ୍ରାୟାସ ବିଫଳ ହେବ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଆଗାମୀ ଦିନରେ ଭେଟିବା ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି  । ନୀତିଶ କୁମାରଙ୍କୁ ନୂଆ ମୁଲ୍ଲା ବୋଲି କହିଛନ୍ତି ପୃଥ୍ୱୀରାଜ  । ନୂଆ ମୁଲ୍ଲା  ପାଞ୍ଚ ଥର ନମାଜ ପଢିବା ପରି, ନୀତିଶ କୁମାର…

୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ବିଜେଡି

ଭୁବନେଶ୍ୱର :  ବିଜେଡି ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ  । ସଂଗଠନକୁ କିପରି ସଂଗଠିତ, ବିସ୍ତାର ଓ ତୃଣମୂଳସ୍ତରରୁ ମଜବୁତ କରିହେବ ସେନେଇ ବିଜେଡିର ମାନସ ମନ୍ଥନ ଶେଷହୋଇଛି । ୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ଦଳ ।  ସଂଗଠନକୁ କିପରି ଚଳଚଞ୍ଚଳ…

ବଦଳିଲା ରାଜପଥର ନାମ, ଏବେ କର୍ତ୍ତବ୍ୟପଥ ନାମରେ ହେବ ପରିଚିତ

ନୂଆଦିଲ୍ଲୀ :  ଭାରତର ସରକାର ଦିଲ୍ଲୀର ରାଜପଥର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନେତାଜୀ ପ୍ରତିମୂର୍ତ୍ତିରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମାର୍ଗକୁ - କର୍ତ୍ତବ୍ୟପଥ ନାମରେ ନାମିତ କରାଯାଇଛି  ।  କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖି ଆଜି…

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସଙ୍ଗଠନକୁ କରିବ ଚଳଚଞ୍ଚଳ

ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ବୈଠକ ଆରମ୍ଭ ହୋଇଯାଇଛି । ସାଙ୍ଗଠନିକ ପ୍ରସଙ୍ଗରେ ଚାଲିଛି ମାନସମନ୍ଥନ  । ବରିଷ୍ଠ ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ଓ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଅଛନ୍ତି । ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ପାଇଁ ଖସଡା ପ୍ରସ୍ତୁତ କରିବ ବିଜେଡି  ।  ବରିଷ୍ଠ…

ତିତିଲି ଫାଉଣ୍ଡେସନର ପଂଚମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ରାଜ୍ୟରେ ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ସେମାନଙ୍କୁ ଜୀବନ ଦକ୍ଷତା କାର୍ଯ୍ୟକଳାପ ପ୍ରଦାନ କରୁଥିବା ପ୍ରତିଷ୍ଠିତ ଅନନ୍ୟ ସଙ୍ଗଠନ ତିତିଲି ଫାଉଣ୍ଡେସନର ପଂଚମ ବାର୍ଷିକୀ ନାଗେଶ୍ୱର ଟାଙ୍ଗୀ ସ୍ଥିତ କାର୍ଯ୍ୟକଳାପ କେନ୍ଦ୍ରରେ ଅତି ଉତ୍ସାହ ଏବଂ ଆଡ଼ମ୍ବର ସହ…