Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ…

ସାଲବିରାରେ ଡବଲ ମର୍ଡର । ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା

ସୁନ୍ଦରଗଡ : ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା। ହେଲେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମୁଖିଆଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ବି ହତ୍ୟା କରାଯାଇଛି । ଗାଁରେ ଦୁଇଟି ଦୁଇଟି ହତ୍ୟାକାଣ୍ଡ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ର ସାଲବିରା ଗାଁରେ। ସାଲବିରା…

[ଦେଖନ୍ତୁ ଭିଡିଓ] ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ମରାମତି ନହେଲେ ଆନ୍ଦୋଳନ ଚେତାବନୀ

ଯାଜପୁର :  ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ବର୍ଷ ବର୍ଷ ଧରି ଖାଲ ଖମା ରେ ଭର୍ତ୍ତି ଏହି ରାସ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଯାଜପୁର ବିଂଝାରପୁର ବ୍ଲକ ତାଉନ୍ତରା ଠାରୁ ଇଂଜନପୁର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି।…

ଉତ୍ସବ ମୁଖର ମୟୂରଭଞ୍ଜ ଦ୍ରୌପଦୀଙ୍କ ପାଇଁ ୫୦ କୁଇଣ୍ଟାଲ ଲଡୁ

 ବାରିପଦା :  ଆଜି ଆସିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ସମର୍ଥନ ଦୃଷ୍ଟିରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରନ୍ତି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ। ନିର୍ବାଚନରେ ବାଜିମାତ୍ କଲେ ଦେଶର ମହାମହିମ ହେବେ ଜଣେ ଓଡ଼ିଆ ଝିଅ। ତେବେ ନିର୍ବାଚନୀ ଫଳାଫଳ ଘୋଷଣା ପୂର୍ବରୁ ଖୁବ୍ ଉତ୍ସାହିତ…

ଆଜି ବି ରାଜ୍ୟରେ ୧୧୦୦ ଉପରେ ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୧୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ…

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ ୧୪ ଘଣ୍ଟା ଅର୍ଥାତ୍‌ ଶୁକ୍ରବାର ସକାଳରୁ ଶନିବାର ପର୍ଯ୍ୟନ୍ତ ଜଗତ୍‌ସିଂହପୁର, ପୁରୀ,…

ବିଜେବି କଲେଜରେ ସାନି ରାଗିଂ ଅଭିଯୋଗକୁ ଖଣ୍ଡନ କଲେ ଡିସିପି

ଭୁବନେଶ୍ୱର: ବିଜେବି କଲେଜରେ ଯେଉଁ ସାନି ରାଗିଂ ଅଭିଯୋଗ ଆସିଛି ତାହାରା କୌଣସି ଆଧାର ନାହିଁ । ରାଗିଂ ନେଇ ହୋଇଥିବା ଏତଲାର ତଦନ୍ତ ପରେ ଏହା କହିଛନ୍ତି ଡିସିପି ପ୍ରତୀକ ସିଂ। ସେ କହିଛନ୍ତି, ରାଗିଂ ଅଭିଯୋଗ ଆଣିଥିବା ଛାତ୍ର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର । ସେ ହଷ୍ଟେଲରେ ରୁହନ୍ତି…

ବ୍ରହ୍ମପୁରରେ ମାସ୍କ ପିନ୍ଧୁନାହାନ୍ତି ଲୋକେ; ବିଏମସିର ଅବିରତ ଚଢ଼ଉ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନା ସଂକ୍ରମଣର ଭୟବହତା ଦେଖିବାକୁ ମିଳିନି । ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବିଶେଷ ବୃଦ୍ଧି ହୋଇନି। ତଥାପି ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ନିଗମର ଆୟୁକ୍ତ ଜେ.ସୋନାଲଙ୍କ ତରଫରୁ ନିର୍ଦ୍ଦେଶନାମା…

[ଦେଖନ୍ତୁ ଭିଡିଓ] କାଶୀପୁରରେ ଘାତକ ହେଉଛି ହଇଜା ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ଼ା : କାଶୀପୁରରେ ଘାତକ ହେଉଛି କଲେରା । ଗୋବରଘାଟି ଗାଁରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ମୋଟ ୧୩୯ ଜଣ ଆକ୍ରାନ୍ତ…

[ଦେଖନ୍ତୁ ଭିଡିଓ] ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଜନ୍ମମାଟିରେ…

ଯାଜପୁର :  ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡ.ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ଯାଜପୁର ଭଗବାନପୁରରେ ଶେଷକୃତ୍ୟ ସମ୍ପନ୍ନ୍ନ ହୋଇଛି ଅଜୟ ପରିଡାଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଜନ୍ମ ମାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭଗବାନପୁରରେ ପହଁଚିବା ପରେ ସେଠାରେ ଶୋକାକୁଳ…